Latest Odisha News

BREAKING NEWS

ହୋଲିରେ କେଉଁ ଜିଲ୍ଲାକୁ ରହିଛି ବର୍ଷା ସମ୍ଭାବନା ?

ଭୁବନେଶ୍ୱର: ବର୍ଷାରେ ଭିଜିବ ରଙ୍ଗର ପର୍ବ ହୋଲି । ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ଲାଗି ରହିବ । ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ୧୧ ତାରିଖ ଯାଏ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟରେ ୭ ରୁ ୧୦ ତାରିଖ ଯାଏ ପଶ୍ଚିମା ଝଡ଼ ପ୍ରଭାବ…

ସାପ ସହ ବନ୍ଧୁତା

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଜନ୍ତୁ ହେଉଛି ସାପ। ଏହାକୁ ଦେଖି ଯେକେହି ବି ଡରିଯିବ। କିନ୍ତୁ ଏହାକୁ ଘରେ ପାଳିବା କଥା କେହି କେବେ ବି ଚିନ୍ତା କରିନଥିବେ। ସାଧାରଣତଃ ଲୋକେ କୁକୁର, ବିଲେଇ, ନେଉଳ, ଶୁଆ, ପାରା, କୁକୁର ଆଦି ଘରେ ପାଳିଥାନ୍ତି। ଯେଉଁମାନେ କୌଣସି କ୍ଷତି କରନ୍ତି ନାହିଁ।…

ରାତିରେ କାହିଁକି ଦ୍ରୁତ ବେଗରେ ଚାଲେ ଟ୍ରେନ୍‌ ? କ’ଣ ରହିଛି କାରଣ…

ନୂଆଦିଲ୍ଲୀ : ଭାରତୀୟ ରେଳର ଇତିହାସ ବହୁତ ପୁରୁଣା। ଭାରତୀୟ ରେଲଓ୍ୱେ ଲୋକମାନଙ୍କ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ । ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି।  କୁହାଯାଏ ବ୍ରିଟିଶ ଶାସନ ସମୟରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା…

ନୀଳ ରଙ୍ଗ ଫୁଲର ଉପତ୍ୟକା : ଆଖିରେ ନ ଦେଖିଲେ ବିଶ୍ୱାସ ହେବନି

ଯୁଆଡ଼େ ଚାହିଁବ ସିଆଡ଼େ କେବଳ ନୀଳ ଆଉ ନୀଳ ରଙ୍ଗ ଫୁଲର ସମ୍ଭାର । ଆଖି ପାହିଲା ଯାଏଁ ଉଚ୍ଚା ପାହାଡ଼ ଉପରକୁ ଦେଖିଲା ପରେ ଲାଗୁଛି ଏହା ଯେମିତି ନୀଳ ରଙ୍ଗ ଫୁଲର ଉପତ୍ୟକା । ପ୍ରକୃତି ଯେମିତି ସଗର୍ବେ ଏଠି ସଜାଇଛି ଗୋଟେ ସୁନ୍ଦର ବଗିଚାକୁ । ବସନ୍ତ ଋତୁରେ ଏଭଳି ଚମତ୍କାର ଦୃଶ୍ୟ ଦେଖିବାକୁ…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ରାବ୍‌ଡ଼ୀ ଦେବୀଙ୍କ ବାସଭବନରେ ପଶିଲା ସିବିଆଇ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଆଜି ପଶିଛି ସିବିଆଇ । ଜମି ବଦଳରେ ଚାକିରି ଦୁର୍ନିତି ମାଲାରେ ତାଙ୍କୁ ସିବିଆଇ ଜେରା କରିଛି । ଏହି ମାମଲାରେ ରାବଡୀ ଦେବୀ, ତାଙ୍କ ସ୍ଠାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ…

ମହିଳାଙ୍କୁ ବାରଣ ଏହି ଦ୍ୱୀପ

ଆଜିକାଲି ମହିଳାମାନେ ସମୁଦ୍ରରୁ ନେଇ ମହାକାଶ ପର୍ଯ୍ୟନ୍ତ ସବୁ ସ୍ଥାନରେ ପୁରୁଷମାନଙ୍କ ସହିତ କାନ୍ଧ କାନ୍ଧରେ ମିଶେଇ କାମ କରୁଛନ୍ତି  । ହେଲେ ଯେତେବେଳେ ବିଶ୍ୱାସ ଏବଂ ରୀତିନୀତି କଥା ଆସେ, ସେତେବେଳେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମାନତାର କଥାବାର୍ତ୍ତା ଅର୍ଥହୀନ ମନେହୁଏ । ଭାରତ ସମେତ…

ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ, କରିବେ ଅଚାନକ ପରିଦର୍ଶନ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି । ହବରେ ପ୍ରଶ୍ନପତ୍ର କଡ଼ା  ସୁରକ୍ଷା ମଧ୍ୟରେ ରହିଛି । ତେବେ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଓ କପି ରୋକିବା ଲାଗି ପଦକ୍ଷେପ ନିଆଯାଇଛି ।…

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ସି.ପି.ଆଇ(ଏମ୍)ର ବିକ୍ଷୋଭ

ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ରନ୍ଧନ ଗ୍ୟାସ୍‌ ଦର । ଏଥିପାଇଁ ଖୋଲାଖୋଲି ଭାବେ  ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ସି ପି ଆଇ( ଏମ୍‌) ନେତା ଶରତ ରାୟଗୁରୁ। ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନରେ ରନ୍ଧନ ଗ୍ୟାସ ୪୧୦ ଟଙ୍କାରୁ ୧୨୦୦ଟଙ୍କାରେ ପହଞ୍ଚିଛି । ହୋଲି…

ମଝି ଆକାଶରେ ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଅଳ୍ପକେ ବର୍ତ୍ତିଗଲେ ୟେଦୁରପ୍ପା

କଲବୁର୍ଗୀ: ବିଜେପିର ବରିଷ୍ଠ ନେତା ୟେଦୁରପ୍ପା ଆଜି ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲିକପ୍ଟ ଲାଣ୍ଡିଂ ଅବ୍ୟବସ୍ଥା ଯୋଗୁ ଏପରି ଘଟଣା ଘଟିଥିଲା  । କଲବୁର୍ଗୀର ଜେବରଗୀରେ ୟେଦୁରପ୍ପାଙ୍କ ହେଲିକପ୍ଟର ଲାଣ୍ଡିଂର ବ୍ୟବସ୍ଥା କରାଯାଇଥିଲା । ଲାଣ୍ଡିଂ ସ୍ଥାନରେ ଏକ…

ମାର୍ଚ୍ଚ ୨୬ରେ ଭଦ୍ରକ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଓଡ଼ିଶା  ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।  ଆସନ୍ତା ୨୬ ତାରିଖରେ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ…