ସ୍ପାନିଶ ପାରା ବ୍ୟାଡମିଂଟନ: ପ୍ରମୋଦଙ୍କୁ ଡବଲ ପଦକ, ବିଶୋୟୀଙ୍କୁ ବ୍ରୋଞ୍ଜ
ଭୁବନେଶ୍ୱର: ଟୋଲେଡୋରେ ଚାଲିଥିବା ଆନ୍ତର୍ଜାତୀୟ ସ୍ପାନିଶ ପାରା ବ୍ୟାଡମିଂଟନ ଲେଭଲ ୧ରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଷ୍ଟାର ଖେଳାଳି ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଫାଇନାଲରେ ସେ ଡାନିୟଲ…