Latest Odisha News

BREAKING NEWS

ଡ଼ାଏରୀ ମ୍ୟାନ୍‌: ୧୯୫୮ ମସିହାରୁ ଦେଖିଥିବା ଫିଲ୍ମର ରେକର୍ଡ଼ ରଖିଛନ୍ତି

ଆମ ଭିତରୁ ଅଧିକାଂଶ ଦୈନନ୍ଦିନ ଜୀବନରେ କ’ଣ ସବୁ କରନ୍ତି ସେସବୁକୁ ନିଜ ଡ଼ାଏରୀରେ ଲେଖିଥାନ୍ତି । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ କେଉଁଦିନ କେଉଁ ଫିଲ୍ମ ଦେଖିଛନ୍ତି,କେତେବେଳେ ଦେଖିଛନ୍ତି, କେଉଁ ହଲରେ ଦେଖିଛନ୍ତି ଏ ସମସ୍ତ ବିଷୟ ନିଜ ଡ଼ାଏରୀରେ ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କୀତ ଏକ…

ଆଖି ବୁଜିଲେ ସ୍ୱାମୀର ଏସିଡ ମାଡ଼ର ଶିକାର ହୋଇଥିବା ବାଲେଶ୍ୱରର ବନିତା

ବାଲେଶ୍ୱର:  ୬ ଦିନ ହେବ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଜଣେ ମହିଳା । ମୃତକ ହେଲେ ବାଲେଶ୍ୱର ଜିଲ୍ଲା ଭୀମପୁରା ଗାଁର ଚନ୍ଦନ ରଣାଙ୍କ ଦ୍ୱିତୀୟ ପତ୍ନୀ ବନିତା ରଣା। ଗତ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ସ୍ୱାମୀ ଏସିଡ୍ ଫିଙ୍ଗିଦେବା ପରେ ସେ…

କନ୍ୟାର ପାଦ ଛୁଇଁ ପ୍ରଣାମ କଲେ ବର, ଏପରି ଦେଖି କନ୍ୟା ଆଖିରୁ ଝରିଗଲା ଲୁହ

ବିବାହ ହେଉଛି ସାତ ଜନମର ବନ୍ଧନ । ଆଜିକାଲି ବିବାହ ପୂର୍ବରୁ ବରକନ୍ୟା ଉଭୟ ପରସ୍ପର ସହ ମିଶିବା ଓ କଥାବାର୍ତ୍ତା କରୁଛନ୍ତି । ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଏସବୁ ଆରେଞ୍ଜ ମ୍ୟାରେଜରେ ଘଟୁଛି । ଏମିତି କି ଉଭୟ ଉଭୟଙ୍କୁ ସମାନ ଭାବେ ସମ୍ମାନ ଦେବା ମଧ୍ୟ ଆରମ୍ଭ କଲେଣି ।…

୧୨ ଟି ସନ୍ତାନର ମାଆ ୩ ଥର ‘ଯାଆଁଳା’ ଜନ୍ମ ଦେଇଛନ୍ତି, ସମସ୍ତଙ୍କ ନାମ ‘ସି’ ରୁ ଆରମ୍ଭ

ପ୍ରତ୍ୟେକ ମହିଳା ମାଆ ହେବା ପରେ ତାଙ୍କ ଜୀବନରେ ସବୁକିଛି ବଦଳିଯାଏ । ପିଲାମାନଙ୍କର ଯତ୍ନ ନେବା କିଛି କମ୍ କଥା ନୁହେଁ, ଏହି କାରଣରୁ ଆଜିର ସମୟରେ ଲୋକମାନେ କେବଳ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଭିତରେ ସୀମିତ ରହୁଛନ୍ତିି । କିନ୍ତୁ ଜଣେ ଆମେରିକୀୟ ମହିଳା ବୋଧହୁଏ ମା ହେବାର ଆନନ୍ଦକୁ ଏତେ…

ମହିଳା ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଚାମ୍ପିୟନ

କେପଟାଉନ: ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ଅଷ୍ଟ୍ରେଲିଆ ୧୯ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି । ଅଷ୍ଟ୍ରେଲିଆର ଷଷ୍ଠ ଥର ଟି୨୦ ଟାଇଟଲ ହାସଲ କରି ଏକଛତ୍ରବାଦ ଜାରୀ ରଖିଛି । ଅଷ୍ଟ୍ରେଲିଆ ପ୍ରଦତ ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬…

ବିଜୁ ଜନତା ଦଳ କାହା ସପକ୍ଷରେ ‘ନବ ନା ଗୋପାଳ’ ?: ମନୋଜ ମହାପାତ୍ର

ଭୁବନେଶ୍ୱର: ଅତୀତରେ ଘଟି ଯାଇଥିବା ଅନେକ ସମ୍ବଦନଶୀଳ ପ୍ରସଙ୍ଗ ଭଳି ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ, ବିରୋଧୀ ଦଳ ପ୍ରତି ଆକ୍ଷେପ ଓ ଶାସକ ବିଜୁ ଜନତା ଦଳ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କ ପ୍ରତିକ୍ରିୟାକୁ ଅନୁଶୀଳନ କଲେ ଶାସାକ ବିଜୁ ଜନତା ଦଳ ସ୍ୱର୍ଗତଃ ନବ ଦାସଙ୍କ ପରିବାର…

ଜୋତାରେ ପାଣି ପିଇ ଶୋ ଆରମ୍ଭ କଲେ ଷ୍ଟେଜ୍ ଆର୍ଟିଷ୍ଟ ହ୍ୟାରି ଷ୍ଟାଇଲ୍ସ

ହଲିଉଡ଼ର କଣ୍ଠଶିଳ୍ପୀ ତଥା କଥାକାର ହ୍ୟାରି ଷ୍ଟାଇଲ୍ସ ଏବେ ଚର୍ଚ୍ଚାରେ ଅଛନ୍ତି । ଅଷ୍ଟ୍ରେଲିଆର ପର୍ଥରେ ଆୟୋଜିତ ଏକ ଷ୍ଟେଜ୍ ଶୋ’ରେ ପରଫର୍ମ କରୁଥିବା ବେଳେ ନିଜ ଜୋତାରେ ପାଣି ପିଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି କାରନାମାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ଆସନ୍ତୁ ଜାଣିବା ଡିଆରଏସ ନେବାରେ କେଉଁ ଟିମ ସିଦ୍ଧହସ୍ତ

ମୁମ୍ବାଇ: ଡିସିସନ ରିଭ୍ୟୁ ସିଷ୍ଟମ ଏବେ କ୍ରିକେଟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇଛି । ଆଧୁନିକ କ୍ରିକେଟର ସ୍ପିଡକୁ ପରଖିବାରେ ବେଳେ ବେଳେ ଫିଲ୍ମ ଅମ୍ପାୟରଙ୍କୁ ଭୁଲ ହେଉଛି । ଏହାର ସମାଧାନ ପାଇଁ ଡିଆରଏସର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ଡିଆରଏସ ନେବାରେ କେଉଁ ଟିମର ସଫଳତା ହାର ଆଗରେ…

ସୁରଟରୁ ଦିଲ୍ଲୀ ଆସୁଥିବାବେଳେ ଇଣ୍ଡିଗୋ ବିମାନରେ ମାଡ ହେଲା ପକ୍ଷୀ

ଅହମ୍ମଦାବାଦ: ଗୁଜୁରାଟର ସୁରଟରୁ ଦିଲ୍ଲୀକୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ସହିତ ଏହି ପକ୍ଷୀ ମାଡ ହେବାରୁ ବିମାନକୁ ଅହମ୍ମଦାବାଦକୁ ସ୍ଥାନାନ୍ତରିତ କରାଯାଇଛି । ଡିଜିସିଏ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ମିଳିଥିବା ସୂଚନା ମୁତାବକ…

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ମାମଲାରେ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଜି ସକାଳୁ ସିବିଆଇ ପ୍ରାୟ ୯ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରିବା ପରେ ଗିରଫ କରିଛି । ଜେରା…