Latest Odisha News

BREAKING NEWS

ଆଶ୍ଚର୍ଯ୍ୟ ! ୧୩ ମାସରେ ୨ ଥର ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ୱାଶିଂଟନ: ଏ ପୃଥିବୀରେ ଏମିତି ଚମକ୍ତାର ଜିନିଷ ଘଟେ ଯାହା ଦେଖିଲେ ବିଶ୍ୱାସ କରି ହୁଏନି । ମଣିଷ କଥା ଛାଡ, ବିଜ୍ଞାନ ବି ଏଠି ଫେଲ ମାରେ । ଏମିିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବୁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏମିତି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜଣେ…

ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ଇଣ୍ଡିଆବୁକ୍ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଲେ ଅଢେଇ ବର୍ଷର ଶିଶୁ ପ୍ରିୟାଂଶୁ

ଭୁବନେଶ୍ୱର: ବୟସ ମାତ୍ର ୨ ବର୍ଷ ଚାରି ମାସ। ଅବିଶ୍ୱସନୀୟ ସ୍ମରଣ ଶକ୍ତି। ମନେ ରଖିଛନ୍ତି ଇଂରାଜୀର ଅକ୍ଷର, ୮ ପୂଜନୀୟ ସ୍ଥାନ, ମାନବଶରୀର ଅଙ୍ଗପ୍ରତ୍ୟଙ୍ଗ,  ପର୍ବପର୍ବାରଣୀ ପଶୁପକ୍ଷୀ ଏମିତି ଅନେ କଥା। ଏତେ କମ୍ ବୟସରେ ଏତେ ସବୁ ମନେ ରଖି ସମସ୍ତଙ୍କୁ ବିସ୍ମୟ କରିଥିବା ବାଳକ ପ୍ରିୟାଂଶୁ…

ନାଟକ, ସମାଜର ବାସ୍ତବ ଚିତ୍ର ବହନ କରେ : ଦ୍ଵାରିକାନାଥ ନାୟକ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି, ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଉଠ ମା’… ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..

ମା’ ଉଠିଯା..ଏମିତି ରାସ୍ତା ଉପରେ କାହିିଁକି ଶୋଇଛୁ ? ଆଉ କେତେ ସମୟ ଶୋଇବୁ ମା’ ? ଉଠ ମା’... ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..ବୁଝି ନ ହେଲେ ବି ତାର ଭାବଭଙ୍ଗୀ ଠିକ ଏହା ହିଁ କହୁଥିଲା ଅନେକ ଲୋକ ତା ପାଖରେ ଛିଡା ହୋଇ ଦେଖୁଥିଲେ । ସମସ୍ତଙ୍କ ଆଖି ଓଦା ହୋଇ ଯାଉଥିଲା । ହେଲେ ଏ ୨ ମାସର…

ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ। ଏହି ସାପଟି ବିମାନ ବନ୍ଦର ପରିସରରେ ପୁରୁଣା ଆପ୍ରନ୍‌ରୁ ବାହାରି ନବ ନିର୍ମିତ ଆପ୍ରନରେ ପହଞ୍ଚି ସ୍ଥିର ହୋଇ ଶୋଇଥିବା ବେଳେ ସିଆଇଏସଏଫ୍ ଯବାନଙ୍କ ନଜର ପଡ଼ିଥିଲା। ସାପ ଉଦ୍ଧାର ପାଇଁ ଏୟାରପୋର୍ଟ…

ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କ ଛୁଟି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି  । ମହିଳା ଓ ଛାତ୍ରୀଙ୍କୁ ଛୁଟି ଦେବା ଲାଗି ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦେଶର ସମସ୍ତ ରାଜ୍ୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବା ଲାଗି କୋର୍ଟରେ ଏକ ଆବେଦନ…

ଜଳିଲା ଚିଲିକା ନଳବଣ; ଜୈବ ବିବିଧତା ପ୍ରତି ବିପଦ

ଟାଙ୍ଗୀ: ଚିଲିକା ନଳବଣରେ ନିଆଁ ଲାଗିଛି। ହୁତ ହୁତ ହୋଇ ଜଳୁଛି ନଳଘାସ। ବାଲୁଗାଁ ବନ ବିଭାଗ ଡିଭିଜନର ଟାଙ୍ଗୀ ରେଞ୍ଜ ଅଧୀନସ୍ଥ କାଳୁପଡାଘାଟ ଓ ସୋରଣ ଗଁ ମଧ୍ୟରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ଭୟଙ୍କର ନିଆଁ ଲାଗିଥିବାରୁ ଚିଲିକା ଜଳଚର ପ୍ରଣୀ ଜୀବନ ବିପଦରେ ପଡ଼ିଛି। ତେବେ ନିଆଁ…

ଚିନି କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଫସି ରହିଛନ୍ତି ୭୦ରୁ ୮୦ କର୍ମଚାରୀ

ଅହମ୍ମଦନଗର: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ସେବଗାଁରେ ଥିବା ଗଙ୍ଗାମୟୀ ଏକ ଚିନି କାରଖାନାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଡିଷ୍ଟିଲାରୀ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ୟୁନିଟ ଭିତରେ ୭୦ରୁ ୮୦ କର୍ମଚାରୀ ଥିବା ଜଣାଯାଇଛି । ମୃତାହତଙ୍କ ସଂଖ୍ୟା ଜଣା ନ ପଡଥିଲେ…

ଆଇଏସଆଇଙ୍କ ଟାର୍ଗେଟରେ ଚାନ୍ଦିପୁର ଆଇଟିଆର; ୧୦ ବର୍ଷରେ ଧରାପଡିଲେଣି ୭ କର୍ମଚାରୀ

ଭୁବନେଶ୍ୱର: ସଙ୍କଟରେ ଚାନ୍ଦିପୁର ଆଇଟିଆର । ଦେଶର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଉପରେ ଆତଙ୍କୀ ନଜର । ପ୍ରତିରକ୍ଷା ସଂସ୍ଥାର କର୍ମଚାରୀଙ୍କୁ ବିଭିନ୍ନ ଉପାୟରେ ଫସାଇ ତଥ୍ୟ ଚୋରି କରି ନେଉଛି ପାକିସ୍ତାନ ଆଇଏସଆଇ । ଜଣକ ପରେ ଜଣେ ଧରାପଡୁଛନ୍ତି । ତଥାପି ହୁଗୁଳା ବାଟ ଦେଖି ଆତଙ୍କୀ…