Latest Odisha News

BREAKING NEWS

ବଜେଟରେ ମାଗଣା ଯୋଜନାରେ ବଣ୍ଟାବଣ୍ଟି କରି ଭୋଟ୍ ହାତେଇବା ଉଦ୍ଦେଶ୍ୟ କହିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏଥିରେ ସର୍ବାଧିକ ୩୮ ହଜାର ୪୩୭ କୋଟି ଟଙ୍କା ଅନୁସୂଚିତ ଜାତି ଓ ଜନଜାତି…

ଇଂଲଣ୍ଡକୁ ହରାଇ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ମହିଳା ଟି -୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଟାଇଟଲ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହିତ…

ବରକନ୍ୟା ମଣ୍ଡପରେ ପହଞ୍ଚିଲା ବେଳକୁ ସବୁ ଅତିଥି ଗାଏବ

ପରିବାରରେ କୌଣସି ଉତ୍ସବ ଆୟୋଜନ ସମୟରେ ବିଭିନ୍ନ କାରଣରୁ ଛୋଟ ବଡ଼ ଭୁଲ ହୋଇଥାଏ । ଏହାର ଅନେକ ଉଦାହରଣ ଅଛି । କିନ୍ତୁ ଏହି ଭୁଲ କାରଣରୁ ପରିବାରର ଉତ୍ସବ ପାଣିଚିଆ ପଡ଼ିଯାଏ, ତାହାହେଲେ ଆପଣଙ୍କୁ କେମିତି ଲାଗିବ । ଅନୁଭବୀମାନେ ହିଁ ଏହାର ଉତ୍ତର କହିପାରିବେ । ଏଭଳି ଏକ ଚର୍ଚ୍ଚିତ ଘଟଣା ଘଟିଛି…

ଦାଦନ ରୋକିବାକୁ ବଜେଟରେ ପ୍ରସ୍ତାବ, ସୃଷ୍ଟି ହେବ ଅତିରିକ୍ତ ୧୦୦ ଶ୍ରମ ଦିବସ

ଭୁବନେଶ୍ୱର: ବଜେଟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିକୁ ଗୁରୁତ୍ୱ ଦିଆ ଯାଇଛି । ମନରେଗାରେ ପ୍ରତି ଗ୍ରାମୀଣ ପରିବାରକୁ ଶହେ ଦିନର କାମ ମିଳିଥାଏ । ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅନୁପାତରେ ଅର୍ଥ ଦିଅନ୍ତି । ଏଥିପାଇଁ ବଜେଟରେ ୧…

ଗୋଲାପୀ ରଙ୍ଗର ହାତୀ : ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

କଳା ବା ଧୂସର ରଙ୍ଗର ହାତୀ ପ୍ରାୟ ସମସ୍ତେ ଦେଖିଥିବେ । ହେଲେ ଗୋଲାପି ରଙ୍ଗର ହାତୀ କେବେ ଦେଖିଛନ୍ତି ? ସମ୍ଭବତ ନୁହେଁ । କାରଣ ଗୋଲାପୀ ହାତୀ ବହୁତ କ୍ୱଚିତ୍ ଦେଖିବାକୁ ମିଳିଥାଏ । ବହୁ ବର୍ଷ ପୂର୍ବେ ଯେତେବେଳେ ଗୋଲାପି ରଙ୍ଗର ଏକ ଶିଶୁ ହାତୀ ଆଫ୍ରିକା ଜଙ୍ଗଲରେ ମାତ୍ର କିଛି ମିନିଟ୍ ପାଇଁ…

ବଜେଟରେ ମିଶନ ଶକ୍ତିକୁ ଫୋକସ, ବିନା ସୁଧରେ ସ୍କୁଟର ଋଣ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ନିର୍ବାଚନୀ ବଜେଟରେ ସରକାର ମିଶନ ଶକ୍ତି ଉପରେ ଫୋକସ କରିଛନ୍ତି । ଏବେ ରାଜ୍ୟରେ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଯେଉଁଥିରେ ୭୦ ଲକ୍ଷରୁ ଅଧିକ ମହିଳା ବିଭିନ୍ନ ମାଧ୍ୟମରେ ଆୟ କରି ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ସରକାର ଏସଏଚଜି ଗୁଡ଼ିକୁ କ୍ଷୁଦ୍ର ଓ…

ଗତବର୍ଷ ତୁଳନାରେ କୃଷିକୁ ୨୦% ଅଧିକ ବ୍ୟୟ ବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ପ୍ରଥମେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିଲେ କୃଷି ବଜେଟ୍ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨୪ ହଜାର ୮ ଶହ ୨୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଓ ୨୦୧୬-୧୭…

ମୋ ସ୍କୁଲ୍ ଅଭିଯାନ ପାଇଁ ବଜେଟରେ ୮୦୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁ୍ତ୍ୱ ଦିଆଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଶ୍ରେଣୀଗୃହ ଭିତରୋ ଓ ବାହାରେ ଛାତ୍ରାଛାତ୍ରୀଙ୍କୁ ସହାୟତା ପାଇଁ ଏକାଡେମିକ କ୍ୟାଲେଣ୍ଡର, ହାଉସ୍ ସିଷ୍ଟମ ଏବଂ ସ୍କୁଲସ୍ତରୀୟ କ୍ଲବ ପ୍ରଚଳନ କରାଯିବ । ଉଚ୍ଚ ବିଦ୍ୟାଳୟ…

ମେଗା ଧାରାବାହିକ ‘ସୁନା ଝିଅ’ କରୁଛି ଧମାଲ

ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି । ସଫଳତାର ସହ ୨୪୩ ତମ ଏପିସୋଡ ରେ ପହଞ୍ଚିଛି ଏହି ମେଗା ଧାରାବାହିକ । ଏହା ଏବେ ଟେଲି ଦୁନିଆରେ ଧମାଲ କରୁଛି । ‘ସୁନା ଝିଅ’ ଧାରାବାହିକ ହେଉଛି ଆମ ଓଡିଆ…

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ କ’ଣ ମିଳିଲା ?

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି ।…