Latest Odisha News

BREAKING NEWS

ଜେଜେମାଙ୍କୁ ଗର୍ଭବତୀ କଲେ ନାତି : ସୋସିଆଲ ମିଡ଼ିଆରେ ସେୟାର କଲେ ରୋମାଣ୍ଟିିକ୍ ଫଟୋ

ଏହାକୁ ଏକ ବ୍ୟତିକ୍ରମ ବୋଲି କୁହାଯାଇପାରିବ । କାରଣ ସମ୍ପର୍କର ଧାରା ଭିତରେ ଏହା କିଛି ଅଲଗା । ବିଶ୍ୱାସ ନ ହେଉ ଥିଲେ ବି ସତ ବୋଲି ମାନିବାକୁ ପଡ଼ିବ । ନିଜ ଜେଜେମାଙ୍କୁ ଗର୍ଭବତୀ କଲେ ନାତି । ନିଜ ନାତିଙ୍କୁ ଖୁବ୍ ଭଲ ପାଉଥିଲେ ଜେଜେମା । ବୃଦ୍ଧାବସ୍ଥାରେ ତା’ ସନ୍ତାନର ମାଆ ହେବାକୁ…

ଘରେ ଘରେ ପହଞ୍ଚିବ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା

କଟକ: ରାଜ୍ୟବାସୀଙ୍କୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରର ଆଉ ଆବଶ୍ୟକତା ନାହିଁ । ମହିଳା, ଯୁବ, କୃଷକ, ଅନୁସୁଚିତ ଜାତି ଓ ଜନଜାତି, ପଛୁଆ, ସଂଖ୍ୟାଲଘୁ ବର୍ଗ ଲୋକଙ୍କୁ ବାରମ୍ବାର ପ୍ରତାରିତ କରି ଆସୁଛି ଶାସକ ବିଜେଡି । ରାଜ୍ୟ ସରକାରଙ୍କ ମିଛ ବର୍ତ୍ତମାନ ପଦାରେ ପଡ଼ିଲାଣି ।…

୩୦୦୦ ରନ କ୍ଲବରେ ହରମନପ୍ରୀତ କୌର

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଭାରତର ହରମନପ୍ରୀତ କୌର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଓଭରାଲ ୪ର୍ଥ ଖେଳାଳି ଭାବେ ୩୦୦୦ ରନ ଓ ପ୍ରଥମ ଖେଳାଳି ଭାବେ ୧୫୦ ମ୍ୟାଚ ଖେଳିଛନ୍ତି । ସୁଜି ବେଟ୍ସ, ମେଗ ଲାନିଂ ଓ ଷ୍ଟିଫାନେ ଟେଲର ପୂର୍ବରୁ ୩୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି…

ଗୋପାଳର ମାନସିକ ସ୍ଥିତି ନେଇ ଯାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଦୀର୍ଘ ଦିନ ଧରି ମାନସିକ ଅସୁସ୍ଥ ଥିଲା । ଏକଥା ପୂର୍ବରୁ ଗୋପାଳଙ୍କ ସ୍ତ୍ରୀ, ଡାକ୍ତର କହିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦେଇଥିଲା । ୪ ଜଣ ମାନସିକ ରୋଗ ବିଶେଷଜ୍ଞ ଗୋପାଳ ଉପରେ ନଜର…

ଏଥର କମ୍ପିବ ବିଧାନସଭା

ଭୁବନେଶ୍ୱର: ରାତି ପାହିଲେ ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଭିଡିଓ କନ୍ଫରେନ୍ସିଂ…

ଭୁବନେଶ୍ୱରରୁ ଲଢ଼ିବେ ତିନି ପ୍ରଶାସକ !

ଭୁବନେଶ୍ୱର: ଭୁବନେଶ୍ୱରରେ ମୁହାଁମୁହିଁ ହେବେ କି ତିନି ପ୍ରଶାସକ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତିନି ପ୍ରଶାସକ ଅପରାଜିତା, ଅରୂପ ଓ ବିଜୟଙ୍କୁ ଦେଖିବାକୁ ମିଳିବ କି ? ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି ବିଜେପି କଂଗ୍ରେସରେ ଏବେ ପୂର୍ବତନ ପ୍ରଶାସକ…

ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ ଘଟଣା: ସପନା ସମେତ ୩ଜଣଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ କରାଯାଇଥିବା ଘଟଣାରେ ଆଜି ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସପନା ଗିଲ ଓ ଅନ୍ୟ ୩ଜଣଙ୍କୁ ଜାମିନ ପ୍ରଦାନ କରିଛି । ସୂଚନାଯୋଗ୍ୟ, ବୁଧବାର ଏକ ହୋଟେଲ ସମ୍ମୁଖରେ ପୃଥ୍ୱୀ ଏବଂ ସପନାଙ୍କ ମଧ୍ୟରେ ସେଲଫି ନେବା ନେଇ ଯୁକ୍ତିତର୍କ…

ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ସୁରକ୍ଷା ଦେବାକୁ ଆବେଦନ । ଗୋପାଳ ଦାସକୁ ଚୌଦ୍ୱାର ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବା ଲାଗି ହାଇକୋର୍ଟ ଆବେଦନ ହୋଇଛି । ଆବେଦନରେ ଓକିଲ ବଲାଙ୍ଗିର ଜେଲରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ…

‘ନେତା ନୁହେଁ ନବୀନଙ୍କୁ ଭୋଟ୍ ଦେଉଛନ୍ତି ଜନତା’

ଭୁବନେଶ୍ୱର: ବିଜେଡି କହିଲେ ନବୀନ । ନବୀନ କହିଲେ ବିଜେଡି। ଖୋଦ ବିଜେଡିର ନେତା ମାନେ ଏ କଥା ଖୋଲାଖୋଲା କହୁଛନ୍ତି । ଅବଶ୍ୟ ଏ କଥା କିଛି ନୂଆ ନୂହେଁ । ପୂର୍ବରୁ ମଧ୍ୟ ବହୁ ଦଳୀୟ ନେତା ଏ ସଂପର୍କରେ ବିଭିନ୍ନ ସମୟରେ ମତ ରଖିଛନ୍ତି । ନିର୍ବାଚନ ଆସନ୍ନ ଥିବାରୁ ବର୍ତ୍ତମାନ କିଏ କେଉଁ ଆସନରୁ…

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ୨ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିବ ପ୍ରେସ୍ ଗ୍ୟାଲେରି

ଭୁବନେଶ୍ୱର: ମଙ୍ଗଳବାର ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନରେ ସାମ୍ବାଦିକଙ୍କ ଲାଗି ପ୍ରେସ୍ ଗ୍ୟାଲେରି ଓ ସାଧାରଣ ଲୋକଙ୍କ ପାଇଁ ଭିଉର୍ସ ଗ୍ୟାଲେରି ପୁଣି ଥରେ ଖୋଲିବ ବୋଲି ଜଣାପଡ଼ିଛି । ଆଜି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏନେଇ…