Latest Odisha News

BREAKING NEWS

ପଦ୍ମପୁର ପ୍ରତିଶ୍ରୁତିକୁ ନେଇ ନବୀନ, ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା, ଜୟନାରାୟଣ ଓ ପୋଲିସ ଧସ୍ତାଧସ୍ତିକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ରାଜନୀତି ଉଷ୍ଣ ରହିଥିବା ବେଳେ ଆଜି ରାଜନୀତିର ନିଆଁରେ ଘିଅ ଢାଳିଛି ପଦ୍ମପୁର । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର…

ସନ୍ତୋଷ ଟ୍ରଫି ଫୁଟବଲ: କର୍ଣ୍ଣାଟକ ସହ ମ୍ୟାଚ ଡ୍ର ରଖିଲା ଓଡିଶା

ଭୁବନେଶ୍ୱର: ଚଳିତ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟରେ ଓଡିଶା ତାର ଶେଷ ଲିଗ ମ୍ୟାଚ କର୍ଣ୍ଣାଟକ ସହ ୨-୨ରେ ଡ୍ର ରଖିଛି । ମ୍ୟାଚର ୧୭ତମ ମିନିଟରେ କର୍ଣ୍ଣାଟକ ଗୋଲ ସ୍କୋର କରି ୧-୦ର ଅଗ୍ରଣୀ ହାସଲ କରିଥିଲା । ତେବେ ଏହା ପରେ ପ୍ରବୀଣ ଟିଗା (୨୧ତମ) ଓ ଚନ୍ଦ୍ର ମୁଦୁଲି (୩୬ତମ) ଗୋଲ ସ୍କୋର…

ଛୋଟ ପରଦାର ‘ଗୋପୀ ବୋହୁ’ଙ୍କୁ ମିଳୁନି କାମ

ମୁମ୍ବାଇ: ଛୋଟ ପରଦାର ‘ଗୋପୀ ବୋହୁ' ଭାବେ ବେଶ୍ ପରିଚିତ ଜିଆ ମାନେକ୍ । ‘ସାଥ୍ ନିଭାନା ସାଥିଆ' ଧାରାବାହିକରେ ଶାନ୍ତ ସରଳ ଓ ସଂସ୍କାରୀ ବୋହୂ ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ଜିଆଙ୍କୁ ଅନେକ ଟିଭି ଶୋ’ରେ ଦେଖିବାକୁ ମିଳିଥିଲେ ମଧ୍ୟ ‘ସାଥ୍ ନିଭାନା ସାଥିଆ' ଧାରାବାହିକ…

ରଣଜୀ ଟ୍ରଫି କ୍ରିକେଟ: ବେଙ୍ଗଲକୁ ହରାଇ ଚାମ୍ପିୟନ ହେଲା ସୌରାଷ୍ଟ୍ର

କୋଲକାତା: ବେଙ୍ଗଲକୁ ୯ ୱିକେଟରେ ହରାଇ ସୌରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ହୋଇଛି । ଜୟଦେବ ଉନାଡକଟଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ଏହି ସଫଳତା ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୧୭୪ ରନ ଜବାବରେ ସୌରାଷ୍ଟ୍ର ୪୦୪ ରନ କରିଥିଲା । ଦ୍ୱିତୀୟ ଇନିଂସରେ ବି…

ଅଖାରେ ତିଆରି ପ୍ଲାଜୋ ପ୍ୟାଣ୍ଟ, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ନିଜର ଖାଇବା, ରହିବା ଓ ପିନ୍ଧିବାକୁ ନେଇ ପ୍ରାୟ ସମସ୍ତଙ୍କର ରୁଚି ରହିଛି । ଫ୍ୟାସନ୍‌ ଡ୍ରେସ୍‌ ସମସ୍ତଙ୍କର ପସନ୍ଦ ।  ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ପ୍ଲାଜୋ ନାମକ ପୋଷାକର…

BRSରେ ମିଶିବେ କି ଜାନକୀ ନନ୍ଦନ ? ଗିରିଧର ଗମାଙ୍ଗଙ୍କ ସହ ଭେଟଘାଟ୍ ପରେ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ବଳ ବଢ଼ାଇବାକୁ ଉଦ୍ୟମ କରୁଛି ଭାରତ ରାଷ୍ଟ୍ର ସମିତି । କିଛିଦିନ ତଳେ ବିଆରଏସ୍ ନେତା ବିଜୟ ମହାପାତ୍ରଙ୍କୁ ଭେଟିଥିବା ବେଳେ ଆଜି ଗମାଙ୍ଗ ବାପପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭଙ୍କୁ ଭେଟିଛନ୍ତି । ଓଡ଼ିଶାରେ ନିର୍ବାଚିତ…

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବଳକା ୨ଟି ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଟେଷ୍ଟ ସିରିଜ ପାଇଁ କୌଣସି ପରିବର୍ତନ କରାଯାଇ ନ ଥିବା ବେଳେ ଦିନିକିଆ ଟିମରେ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ବଦଳରେ…

ଗୁପ୍ତଚରଙ୍କ ଉପରେ ନଜର ରଖିବ ମୃତ ପକ୍ଷୀ

ନିକଟରେ ଆମେରିକାର ଆକାଶରେ ଚୀନ୍‌ର ଏକ ବେଲୁନ୍ ଦେଖାଯିବା ପରେ ଏହାକୁ ଗୁପ୍ତଚର ବେଲୁନ୍‌ର ଆଖ୍ୟା ଦିଆଯିବା ସହ ସାରା ବିଶ୍ୱରେ ଆଲୋଚନା ଜୋର ଧରିଲା । ଏହାକୁ ବିଶେଷଜ୍ଞମାନେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ନୂଆ ନୂଆ ପଦ୍ଧତି ବ୍ୟବହାର କରି ଆମେରିକୀୟଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ…

ପୁଣି କଙ୍ଗାରୁକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ଏଥିସହ ଭାରତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପ୍ରବେଶରେ ଆହୁରି ନିକଟତର ହୋଇଛି । ବିଜୟ ଯୋଗୁ ଭାରତ କ୍ରିକେଟର ୩ ଫର୍ମାଟରେ…

ପଦ୍ମପୁର ବାସୀଙ୍କୁ ଧୋକା ଦେଲେ ମୁଖ୍ୟମନ୍ତ୍ରୀ, ନୃସିଂହନାଥ ସଦବୁଦ୍ଧି ଦିଅନ୍ତୁ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ତିନି ତିନୋଟି ସଭା କରିଛନ୍ତି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ସଭାରେ କହିଥିବା ବେଳେ ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି…