ରଣଜୀ ଟ୍ରଫି କ୍ରିକେଟ: ବେଙ୍ଗଲକୁ ହରାଇ ଚାମ୍ପିୟନ ହେଲା ସୌରାଷ୍ଟ୍ର
କୋଲକାତା: ବେଙ୍ଗଲକୁ ୯ ୱିକେଟରେ ହରାଇ ସୌରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ହୋଇଛି । ଜୟଦେବ ଉନାଡକଟଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ଏହି ସଫଳତା ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୧୭୪ ରନ ଜବାବରେ ସୌରାଷ୍ଟ୍ର ୪୦୪ ରନ କରିଥିଲା । ଦ୍ୱିତୀୟ ଇନିଂସରେ ବି…