Latest Odisha News

BREAKING NEWS

ଅଭିନୟରେ ସଫଳ, ପ୍ରେମରେ ବିଫଳ: ରଶ୍ମୀ ଦେଶାଇ

ମୁମ୍ବାଇ : ଫିଲ୍ମ ବା ଧାରାବାହିକରେ ପ୍ରେମିକା ବା ପ୍ରେମିକ ଚରିତ୍ରରେ ସଫଳ ଅଭିନୟ କରୁଥିବା ଓ ଦର୍ଶକଙ୍କୁ ବାନ୍ଧି ପାରୁଥିବା ଅଭିନେତା ବା ଅଭିନେତ୍ରୀ ବାସ୍ତବ ଜୀବନରେ କିନ୍ତୁ ପ୍ରେମରେ ବିଫଳ ହୋଇଥିବା ଅନେକ ନଜିର ଅଛି । ସେମାନଙ୍କ ଭିତରୁ ଅଭିନେତ୍ରୀ ରଶ୍ମୀ ଦେଶାଇ ଅନ୍ୟତମ । ଏବେ…

ପାଠ ପଢିବା ପାଇଁ ଜଙ୍ଗଲ ରାସ୍ତାରେ କୁନି ପିଲାଙ୍କ ପଦଯାତ୍ରା

ନବରଙ୍ଗପୁର : ଆବଶ୍ୟକୀୟ ଛାତ୍ର ଛାତ୍ରୀ ଅଭାବରୁ ବନ୍ଦ ହୋଇଗଲା ସ୍କୁଲ । ଗାଁରେ ଅନେକ ପିଲାଙ୍କ ପାଠ ପଢ଼ାରେ ଡୋରି ଲାଗିଗଲା । ଆଉ ଏବେ ପାଠ ପଢ଼ିବାକୁ କୁନି ପିଲା ମାନେ ବିପଦପୂର୍ଣ୍ଣ ଭାବେ ପାହାଡ଼ ଜଙ୍ଗଲ ଘେରା ରାସ୍ତାରେ ଯାତ୍ରା କରୁଛନ୍ତି  । ତେବେ ଏଭଳି ଦୃଶ୍ୟ ନବରଙ୍ଗପୁର ଜିଲ୍ଲାରେ…

ବୋଧହୁଏ ମନ୍ତ୍ରୀଙ୍କୁ ASI ଗୋପାଳ ଦାସ ମାରିନି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର:ମନ୍ତ୍ରୀ ନବ ଦାସଙ୍କୁ ASI  ଗୋପାଳ ଦାସ ବୋଧହୁଏ ହତ୍ୟା କରିନି । ଏହା ପଛରେ ଆଉ କାହାର ହାତ ଅଛି । ଜଣେ ଏଏସଆଇ ଏତେ ପାଖକୁ ଯାଇ ଗୁଳି କରିପାରିବନି । ଏକଥା କହିଛନ୍ତି କଂଗ୍ରେସରେ ସାମିଲ ହୋଇଥିବା ପୂ୍ର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ପୂର୍ବତନ ମୁଖ୍ୟ ଶାସନ…

ଆଜି ବିଶ୍ୱ ରେଡିଓ ଦିବସ

ଆଜି ବିଶ୍ୱ ରେଡ଼ିଓ ଦିବସ ଅବସରରେ ବିଶ୍ୱର ଅନେକ ଦେଶରେ ଏହି ଦିବସ ଧୁମଧାମରେ ପାଳିତ ହେଉଛି। ୨୦୧୧ ମସିହା ଆଜିର ଦିନରେ ୟୁନେସ୍କୋର ସଭ୍ୟ ଦେଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହି ଦିବସକୁ ବିଶ୍ୱ ସ୍ତରରେ ପାଳନ ପାଇଁ ଜାତିସଙ୍ଘ ଏହାକୁ ମାନ୍ୟତା ଦେଇଛି। ରେଡ଼ିଓ ଗଣତାନ୍ତ୍ରିକ ମୂଲ୍ୟବୋଧ…

ବଧୂ ସାଜି ବେକରେ ଷ୍ଟେଥୋସ୍କୋପ ପକାଇ ପରୀକ୍ଷା ଦେଲେ ଯୁବତୀ

ନୂଆଦିଲ୍ଲୀ: ବାହାଘର ଦିନଟି ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ପାଇଁ ଖାସ୍ ହୋଇଥାଏ । ବିବାହ ପାଇଁ କାହିଁ କେତେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆଜିକାଲି ସୋସିଆଲ ମିଡିଆରେ ଅନେକ ବାହାଘର ଭିଡିଓ ଭାଇରାଲ ହେଉଛି । ଏମିତି ଏକ ଭିଡିଓ ରହିଛି ଯେଉଁଥିରେ ଝିଅଟି କନ୍ୟା ବେଶରେ ସଜେଇ ହୋଇ,…

ଏଲଟିଟିଇ ପ୍ରମୁଖ ପ୍ରଭାକରନ ଜୀବିତ !

କଲମ୍ବୋ: ତାମିଲନାଡୁର ପୂର୍ବତନ କଂଗ୍ରେସ ନେତା ତଥା ୱାର୍ଲ୍ଡ କନଫେରେନ୍ସ ଅଫ ତାମିଲର ଅଧ୍ୟକ୍ଷ ପାଝା ନେଦୁମାରନ ସୋମବାର ଏଲଟିଟିଇ ପ୍ରମୁଖ ବେଲୁପିଲ୍ଲାଇ ପ୍ରଭାକରନ ଜୀବିତ ଅଛନ୍ତି ବୋଲି କହି ହଇଚଇ ସୃଷ୍ଟି କରିଛନ୍ତି । ସେ ଜୀବିତ ଓ ସୁସ୍ଥ ଅଛନ୍ତି ଏବଂ ଖୁବ ଶୀଘ୍ର ସମସ୍ତଙ୍କ ସମ୍ମୁଖକୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ; ଜିଲ୍ଲାବାସୀଙ୍କୁ ଦେଲେ ୪,୭୦୩ କୋଟିର ଭେଟି

କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟିର ଭେଟି ଦେଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ  ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ  ୪୭୦୩କୋଟି ମୂଲ୍ୟର ୨୫୯ଟି…

ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୪ରେ ଦିଆଯିବ ‘ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର’

ଭୁବନେଶ୍ୱର :  ବହୁ ବାଦ ବିବାଦ ପରେ ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଉତ୍କଳ ମଣ୍ଡପରେ ଦିଆଯିବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ସେହିପରି ୧୪ ତାରିଖ ମଙ୍ଗଳବାରରେ ଦିଆଯିବ '୮ମ ରାଜ୍ୟ ଟେଲି ପୁରସ୍କାର'। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ…

ଏମିତି ବି ଆସେ ମୃତ୍ୟୁ, ଲିଫ୍ଟରେ ଚାପି ହୋଇ ଖଣ୍ଡ ଖଣ୍ଡ ହୋଇଗଲେ ବାଳକ

ନୂଆଦିଲ୍ଲୀ: ମୃତ୍ୟୁ କେଉଁଠି କେମିତି କେତେବଳେ ଆସୁଥାଏ, ତାହା କେହି କହିପାରିବେ ନାହିଁ। କେତେବେଳେ ଯେ କାଳ କାହାକୁ କେମିତି କୋଳେଇ ନେବ ତାହା କାହାରିକୁ ଜଣା ନଥାଏ। ଠିକ୍ ଏମିତି ଅଚାନକ ଭାବେ ମୃତ୍ୟୁ କୋଳେଇ ନେଇଛି ଜଣେ ୧୫ ବର୍ଷୀୟ ବାଳକକୁ। ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଯିବାରୁ ବାଳକ ଜଣକ…