Latest Odisha News

BREAKING NEWS

ନେହରୁ ସାଙ୍ଗିଆ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଜବାବ; ଅଜାଙ୍କ ସାଙ୍ଗିଆ କେହି ଧାରଣ କରେ କି ?

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ-ନେହେରୁ ପରିବାରକୁ ଟାର୍ଗେଟ୍ କହିଥିଲେ କେହି ନେହରୁ ସାଙ୍ଗିଆ ରଖୁ ନାହାନ୍ତି କାହିଁକି? ମୋଦୀଙ୍କର ଏହି ପ୍ରଶ୍ନର ପଲଟା ଜବାବ ଦେଇଛି କଂଗ୍ରେସ। ମୋଦୀଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଜଣା ନାହିଁ ବୋଲି କଂଗ୍ରେସ…

ଅଡ଼ୁଆରେ ପଡ଼ିଲେ ଚାହତ ଖାନ୍ନା, ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ସୁକେଶ

ନୂଆଦିଲ୍ଲୀ : ପୁଣି ସମସ୍ୟା ଘେରରେ ଅଭିନେତ୍ରୀ ଚାହତ ଖାନ୍ନା  । ଜେଲରେ ଥିବା ମହାଠକ ସୁକେଶ ଚାହତ ଖାନ୍ନାଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ପୂର୍ବରୁ ୨୦୦କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଚାହତ ଖାନ୍ନା ନାଁରେ…

ଆଗକୁ ବଢିପାରେ ଚିନି ମୂଲ୍ୟ; ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ୬ ବର୍ଷ ହେଲା ଉଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଆଗକୁ ବଢ଼ିପାରେ ଚିନି ମୂଲ୍ୟ। କାରଣ ୱାର୍ଲ୍ଡ ଫ୍ୟୁଚର ମାର୍କେଟ୍‌ରେ ଚିନି ମୂଲ୍ୟ ଗତ ୬ ବର୍ଷ ହେଲା ଉଚ୍ଚ ସ୍ତରରେ ରହିଛି। ଯଦିଓ ବିଶ୍ୱସ୍ତରରେ ଚିନି ଉତ୍ପାଦନରେ ବୃଦ୍ଧି ହେବା ସହ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି, ତେବେ ବି ଚିନିର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି।…

ରେଳ ଟ୍ରାକ୍ ମଝିରେ କାହିଁକି ଥାଏ V ଆକୃତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । ଅନ୍ୟ ଦେଶ ତୁଳନାରେ  ଭାରତୀୟମାନେ ବେଶି ରେଳ ଉପରେ ନିର୍ଭରଶୀଳ । ହେଲେ ଭାରତୀୟ ରେଳରେ ଅନେକ ରୋଚକ କଥା ରହିଛି ଯାହା ପ୍ରାୟ ଜାଣି ନ ଥିବେ  ।  ରେଳରେ ଯିବା ବେଳେ କେତେକ ସ୍ଥାନରେ ଆପଣ V ଆକୃତିର ଟ୍ରାକ…

ଧର୍ମଶାଳାରେ ହୋଇ ନ ପାରେ ତୃତୀୟ ଟେଷ୍ଟ

ଧର୍ମଶାଳା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଧର୍ମଶାଳାରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଧର୍ମଶାଳା ବଦଳରେ ବିଶାଖପଟନମ, ରାଜକୋଟ, ପୁଣେ କିମ୍ବା ଇନ୍ଦୋରରେ ମ୍ୟାଚ ହୋଇପାରେ । ବିସିସିଆଇର ଏକ ସ୍ୱତନ୍ତ୍ର ଟିମ ଧର୍ମଶାଳା…

ଆଲାସ୍କା ଆକାଶରେ ଉଡୁଥିଲା ଅଜ୍ଞାତ ବସ୍ତୁ; ତଳକୁ ଖସାଇଲା ଆମେରିକା ଯୁଦ୍ଧ ବିମାନ

ୱାଶିଂଟନ:ଶୁକ୍ରବାର ଆଲାସ୍କାର ଉପରେ ଉଡୁଥିବା ଏକ ଅଜ୍ଞାତ ବାସ୍ତୁକୁ ଖସାଇ ଦେଇଛି ଆମେରିକା । ଆମେରିକାର ଲଢୁଆ ବିମାନ ଏହି ସନ୍ଦିଗ୍ଧ ଜିନିଷକୁ ମାରି ଖସାଇ ଦେଇଥିବା ସୂଚନା ଦେଇଛି ହ୍ୱାଇସ ହାଉସ । ହ୍ୱାଇଟ ହାଉସ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ କିର୍ବିଙ୍କ କହିବା ଅନୁଯାୟୀ,…

ବ୍ରେନକୁ ଶକ୍ତିଶାଳୀ କରିବାକୁ ନିଜକୁ ନିଜେ କଂରେଟ ନେଉଛନ୍ତି ରୋଗୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ଏଥିରେ ସଂକ୍ରମିତ ହୋଇଥିବା ଅନେକ ବ୍ୟକ୍ତିଙ୍କ ମେମୋରୀ ଲସ ହେଉଥିବା ଅଭିଯୋଗ ଆସୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏ ନେଇ ପୂର୍ବରୁ ସତର୍କ କରାଇ ଦେଉଛନ୍ତି । ଏବେ କିନ୍ତୁ ନିଜକୁ ନିଜେ କଂରେଟ ନେଇ ମେମୋରୀ ଲସରୁ ମୁକୁଳିବା ପାଇଁ କେତେକ ବ୍ୟକ୍ତି…

‘ରାଷ୍ଟ୍ରପତି କଲର’ ପୁରସ୍କାରରେ ସମ୍ମାନିତ ହେବେ ହରିୟାଣା ପୋଲିସ

ଚଣ୍ଡିଗଡ଼ : ରାଷ୍ଟ୍ରପତି କଲର ସମ୍ମାନ ଏକ ବିରଳ ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର । ଦେଶ ପାଇଁ ବଳିଦାନ ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।ତେବେ ଏହି ସମ୍ମାନ ହରିୟାଣା ପୁଲିସକୁ ମିଳିବ । ଆସନ୍ତା ଫେବୃଆରୀ୧୪ ତାରିଖରେ ହରିୟାଣା ପୁଲିସଙ୍କୁ ‘ରାଷ୍ଟ୍ରପତି କଲର’…

କୋଭିଡ୍ ପରେ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଗସ୍ତ କରିଛନ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷା ପାଇଁ ଭାରତ ନୁହେଁ, ବିଦେଶକୁ ଅଧିକ ପସନ୍ଦ କରୁଛନ୍ତି ବିଦ୍ୟାର୍ଥୀ। କାରଣ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଦେଶ ଛାଡ଼ି ବିଦେଶକୁ ପଳାଉଛନ୍ତି। କରୋନା ପରେ ଦେଶର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ବିଦେଶ ଗସ୍ତ କରିଥିବା କେନ୍ଦ୍ର ସରକାର ସୂଚନା…

ବାଇକକୁ ପିଟିଲା ବାଇକ; ଚାଲିଗଲା ୩ ଜୀବନ

କେନ୍ଦଝର: ଦୁଇ ବାଇକ ପରସ୍ପରକୁ ସାମ୍ନାପଟୁ ଧକ୍କା ଦେଲେ । ଚାଲିଗଲା ୩ ଜୀବନ । ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ରୁଟିଶିଳା ଗାଁ ନିକଟରେ  । ୨ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ…