Latest Odisha News

BREAKING NEWS

ପିଣ୍ଟୁଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ

ଭୁବନେଶ୍ୱର: ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ ବଢ଼ାଇଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । ସାଙ୍ଗରେ ଥିଲେ କ୍ରିଏଟିଭ୍ ହେଡ…

ମହିଳା ପ୍ରିମିୟର ଲିଗ କାର୍ଯ୍ୟସୂଚୀ ଘୋଷିତ

କୋଲକାତା: ମହିଳା ପ୍ରିମିୟର ଲିଗର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ବିସିସିଆଇ ଦ୍ୱାରା ଆୟୋଜିତ ଏହି ମେଗା ଲିଗ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୁମ୍ବାଇର ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚଗୁଡିକ ଖେଳାଯିବ । ମହିଳା ଟି୨୦ ବିଶ୍ୱକପ ପରେ ଖେଳାଳିମାନଙ୍କ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ କାମରାନ ଆକମଲ

ଲାହୋର: ପାକିସ୍ତାନର ସିନିୟର ୱିକେଟ କିପର ବ୍ୟାଟ୍ସମ୍ୟାନ କାମରାନ ଆକମଲ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ସେ ଜାତୀୟ ଦଳରୁ ଦୀର୍ଘ ଦିନ ହେବ ବାଦ ପଡିଥିଲେ ମଧ୍ୟ ପିଏସଏଲ ଏବଂ ଅନ୍ୟ ଲିଗରେ ଖେଳିବା ଜାରୀ ରଖିଥିଲେ । ଏବେ ସେ କୋଚିଂ ଦାୟିତ୍ୱକୁ ଗମ୍ଭୀରତାର ସହ ନେବେ…

କବର ପାଇଁ ଭଡ଼ା ଦେବାକୁ ପଡେ

ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ । ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥିବା ଦେଖିବାକୁ ମିଳେ । ଏମିତି କି ଅଜବ ରୀତିନୀତିକୁ ପାଳନ କରିବା ପାଇଁ ପିଢୀ ପରେ ପିଢୀ ବିନା ପ୍ରଶ୍ନରେ ସମସ୍ତେ ତାଙ୍କୁ ମାନିଥାନ୍ତି । ମଧ୍ୟ ଆମେରିକାରେ ଏମିତି ଏକ ପ୍ରଥା ଅଛି ଯାହ…

ସୋମାଲିକାଙ୍କ ନିଆଁରେ ଘିଅ ଢ଼ାଳିଲା କଂଗ୍ରେସ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ ବଢ଼ୁଛି । ହାଇକୋର୍ଟ ନିର୍ଦ୍ଦେଶ ପରେ ପୋଲିସ ସୋମାଲିକାଙ୍କ ସାନି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି । ଇତି ମଧ୍ୟରେ ପୋଲିସ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶ କରିଥିବା ମାମଲାରେ ସୋମାଲିକାଙ୍କୁ ଜେରା…

ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ପର ମୁହୁର୍ତରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଂଚ ଉପରେ ତାଙ୍କ ନିଜର ବିଶ୍ୱାସ ନଥିବାର ପ୍ରମାଣିତ କଲେ…

ବ୍ୟାଙ୍କରୁ ବାହାରିଥିବା ଇ-ବର୍ଜ୍ୟବସ୍ତୁରେ କଳାକୃତି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବିଭିନ୍ନ ପ୍ରକାର ବର୍ଜ୍ୟ ଇଲେକ୍‌ଟ୍ରୋନି୍‌କ୍ସ ସାମଗ୍ରୀର କିଭଳି ସଠିକ୍ ପରିଚାଳନା ହୋଇପାରିବ ତା ଉପରେ ରହୁଛି ପ୍ରାଥମିକତା । ଏନେଇ ଦେଶର…

କୁଆଡେ ଗଲେ ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ

ସିଓଲ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନିଖୋଜ ଅଛନ୍ତି । ତାଙ୍କ ବିଷୟରେ କୌଣସି ତଥ୍ୟ କାହା ପାଖରେ ନାହିଁ । ଦକ୍ଷିଣ କୋରିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କିମ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଫେବୃୟାରୀ ୮ରେ କୋରିଆ ପିପୁଲ୍ସ…

ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀର ପ୍ରଥମ ସଂସ୍କରଣ ଓଡ଼ିଶାରେ ଆୟୋଜନ କରିବ ବେଦାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ । ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନା ଆଇଏସିର ପ୍ରଥମ ସଂସ୍କରଣ ଆୟୋଜନ କରିବ । ଫେବ୍ରୁଆରୀ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଝାରସୁଗୁଡ଼ାର ବେଦାନ୍ତ ପରିସରରେ ଆୟୋଜିତ ହେବ ।…

ଆସନ୍ତୁ ଜାଣିବା ବାପା ହେଲେ ପୁରୁଷଙ୍କ ମସ୍ତିଷ୍କରେ କଣ ପ୍ରଭାବ ପଡିଥାଏ

ନୂଆଦିଲ୍ଲୀ: ଯେପରି ମାଆ ହେଲା ପରେ ଗୋଟିଏ ମହିଳାର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ସେହିପରି ବାପା ହେଲେ ପୁରୁଷଙ୍କ କ୍ଷେତ୍ରରେ ଅନେକ ପରିବର୍ତନ ହୋଇଥାଏ । ଏପରିକି ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ । ନିକଟରେ ବୈଜ୍ଞାନିକମାନେ ଏ ନେଇ ଦୀର୍ଘ ଦିନ ଗବେଷଣା କରିବା ପରେ…