Latest Odisha News

BREAKING NEWS

ବାଲ୍ୟବିବାହକୁ ମନା,୨ ଦିନରେ ଗିରଫ ହେଲେଣି୨ ହଜାରରୁ ଅଧିକ ଲୋକ

ଗୌହାଟୀ: ଆଉ ହେବନି ବାଲ୍ୟବିବାହ । ଦୁଇଦିନ ମଧ୍ୟରେ ଗିରଫ ହେଲେଣି ୨ହଜାରରୁ ଅଧିକ ଲୋକ  । ଆସାମରେ ବାଲ୍ୟ ବିବାହ ପ୍ରଥା ବନ୍ଦ କରିବାକୁ ଆସାମ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଆଉ ବାଲ୍ୟବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଧୁବ୍ରିରେ ଆଜି ଅଶାନ୍ତ…

ଗଳ୍ପରେ, କାହାଣୀ ସହ ସମାଜ ପାଇଁ ବାର୍ତ୍ତାଟିଏ ରହୁ : ବିମଳା ଶଙ୍କର ଦାଶ

ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କର ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ପ୍ରକାଶିତ । ବିଜ୍ଞାନର ଛାତ୍ର ସହ ବୃତ୍ତି ଶିକ୍ଷକତା ହେଲେ ମଧ୍ୟ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ…

ମାର୍ଚ୍ଚ ୧୦ରେ ମାଟ୍ରିକ୍‌ ପରୀକ୍ଷା, ଫେବୃଆରୀ ୧୫ରୁ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା  । ସ୍କୁଲ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ  ।  ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଛି ସୂଚନା  । ଏହି ପରୀକ୍ଷା ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା ରହିଛି  । ଏନେଇ ବୋର୍ଡ ବୋର୍ଡ…

ଅଭୁଲା ଗୀତ : ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଅନୁରୋଧରେ ଗୀତ: ସଂଗ୍ରାମ ମହାନ୍ତି ସଙ୍ଗୀତ : ସରୋଜ ପଟ୍ଟନାୟକ ଗାୟନ: ହରିହରନ ଓ ଆରତୀ ମୁଖାର୍ଜୀ ଚଳଚ୍ଚିତ୍ର : ଅଭିଳାଷ, ୧୯୮୪ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ସାଥେ ଆମ ସ୍ମୃତି…

ଶିଶୁ ଗଳ୍ପ : ଟଗର ଗଛ ଓ ଲତିକା

 କୁଞ୍ଜ ବିହାରୀ ସାହୁ ସବୁଦିନ ସକାଳୁ ସକାଳୁ ଲତିକା ବାହାରିଯାଏ ଫୁଲ ତୋଳିବାକୁ । ଶୀତୁଆ ପାଗ ହେତୁ ସୁଇଟର ପିନ୍ଧିଥାଏ । ବେଳେବେଳେ ଚଦର ଘୋଡ଼େଇ ଗଲାବେଳକୁ ଭାବୁଥାଏ ଏମିତିକା ଥଣ୍ଡା ପବନ ବହୁଥିଲେ ଭଲ ହେଇଥାନ୍ତା । ଟଗରଫୁଲରେ ଶରଧା ବଳେ ଲତିକାର । ହେଲେ ଶୁଖିଲା ଗଛଟିକୁ ଦେଖି…

ଅନୁବାଦ ଗଳ୍ପ : ଅଜଣା ପ୍ରିୟଜନ

23ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୪ ମୂଳ କୋଙ୍କଣୀ: ଗୋବର୍ଦ୍ଧନ ଭାରତୀ  ବୁବକ ଷ୍ଟେସନରେ ଟ୍ରେନ୍‌ଟା ଅଟକୁଣୁ ନ ଅଟକୁଣୁ ସେ ଦି’ହାତରେ ସୁଟ୍‌କେଶ୍ ଓ ବେଡ୍‌ରୋଲ୍କୁ ଧହି ପଦାକୁ ଓହ୍ଲେଇ ପଡ଼ିଲଲେ । ସେ ଜାଣିଥିଲେ ଯେ ଏଇ ଛୋଟିଆ ଷ୍ଟେସନରେ ତାଙ୍କୁ କେହି କୁଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ହୁସିଆର ହେଇ ଯିବ ମିନୀ !... ଚନ୍ଦ୍ରଭାନୁ ଛୁଟିରେ ଭଞ୍ଜ ନଗର ଆସିଛନ୍ତି । କାଳେ ରାସ୍ତାରୁ ତମକୁ ଉଠେଇ ନେଇ ଯାଆନ୍ତି ତ, ସବୁ ଗୋଳମାଳ ହେଇଯିବ । ଲାଜମିଶା ହସର ଧାରେ ସେ ଭାଉଜଙ୍କ ଉପରକୁ ଛାଟି ଦେଇ ସାନ ଭାଇର…

କବିତା : ପ୍ରେମର ଆୟୁଷ

ସାଗରିକା ଦାସ୍  ଜୀବନତରଙ୍ଗ ଅସ୍ତବେଳାରେ ସଙ୍ଗିନୀ ଗୋ ଧୂସରକୁନ୍ତଳ ଧୁମ୍ରଦୃଷ୍ଟି ଭଗ୍ନଅପଘନ ସାଥୀ ଗୋ କିଏ ଗୋ ତୁମେ ମୋର କିପରି ବର୍ଣ୍ଣିବି ଆହା କେମିତି କହିବି ବଖାଣି ଅର୍ଦ୍ଧାଙ୍ଗିନୀ ହେ କ'ଣ ଯେ ତୁମେ ମୋ ପାଇଁ ! କାହ୍ନା ଚିତ୍ତଚୋରା ସେ ଶ୍ରୀରାଧା ହସ ଯେ ତୁମେ ଲକ୍ଷ୍ମଣ…

ଭାଷା ଭାଗବତ : ତେଣୁ ଲାଗେ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାବନା ଯୋଗାଏ ପ୍ରେରଣା ଶରୀର ମାନେ କଟକଣା ଦେହ ଯେହେତୁ ମନ ଭୃତ୍ୟ ମାନେ ଓ ହୁଏ କାର୍ଯରତ ମୁଖ୍ୟତଃ ଦୁଇଗୋଟି ହାତ କାମରୁ ନ ହେଲେ ବିରତ ଭାବନା ହୁଏ କାର୍ଯକାରୀ ମନରୁ ଯାଏନି ବାହାରି ମନ ଭାଂଗିଲେ ବାରଂବାର ମଣିଷ ହୁଅଇ…

ଗଳା ପୋଡ଼ା ହେଉଛି କି ! ଆପଣାନ୍ତୁ ଏହି ଉପାୟ ମିଳିବ ଆରାମ…

ଅନେକ ସମୟରେ ଆମ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ  । ଅତ୍ୟଧିକ ଥଣ୍ଡା କାରଣରୁ ହେଉ ଅବା ଏସିଡିଟି କାରଣରୁ କିନ୍ତୁ ପୋଡାଜଳା ଅନୁଭବ ହୋଇଥାଏ। ଏହା ବ୍ୟତୀତ ଧୁମ୍ରପାନ, ଏଲର୍ଜି, ଥଣ୍ଡା, ବ୍ୟାକ୍ଟେରିଆ ଜନିତ ସଂକ୍ରମଣ କାରଣରୁ ମଧ୍ୟ ଗଳାରେ ପୋଡାଜଳା ଅନୁଭବ ହୋଇଥାଏ। ଗଳାରେ ପୋଡାଜଳା ଅନୁଭବ…