Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଅଜଣା ପ୍ରିୟଜନ

23ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୪ ମୂଳ କୋଙ୍କଣୀ: ଗୋବର୍ଦ୍ଧନ ଭାରତୀ  ବୁବକ ଷ୍ଟେସନରେ ଟ୍ରେନ୍‌ଟା ଅଟକୁଣୁ ନ ଅଟକୁଣୁ ସେ ଦି’ହାତରେ ସୁଟ୍‌କେଶ୍ ଓ ବେଡ୍‌ରୋଲ୍କୁ ଧହି ପଦାକୁ ଓହ୍ଲେଇ ପଡ଼ିଲଲେ । ସେ ଜାଣିଥିଲେ ଯେ ଏଇ ଛୋଟିଆ ଷ୍ଟେସନରେ ତାଙ୍କୁ କେହି କୁଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ହୁସିଆର ହେଇ ଯିବ ମିନୀ !... ଚନ୍ଦ୍ରଭାନୁ ଛୁଟିରେ ଭଞ୍ଜ ନଗର ଆସିଛନ୍ତି । କାଳେ ରାସ୍ତାରୁ ତମକୁ ଉଠେଇ ନେଇ ଯାଆନ୍ତି ତ, ସବୁ ଗୋଳମାଳ ହେଇଯିବ । ଲାଜମିଶା ହସର ଧାରେ ସେ ଭାଉଜଙ୍କ ଉପରକୁ ଛାଟି ଦେଇ ସାନ ଭାଇର…

କବିତା : ପ୍ରେମର ଆୟୁଷ

ସାଗରିକା ଦାସ୍  ଜୀବନତରଙ୍ଗ ଅସ୍ତବେଳାରେ ସଙ୍ଗିନୀ ଗୋ ଧୂସରକୁନ୍ତଳ ଧୁମ୍ରଦୃଷ୍ଟି ଭଗ୍ନଅପଘନ ସାଥୀ ଗୋ କିଏ ଗୋ ତୁମେ ମୋର କିପରି ବର୍ଣ୍ଣିବି ଆହା କେମିତି କହିବି ବଖାଣି ଅର୍ଦ୍ଧାଙ୍ଗିନୀ ହେ କ'ଣ ଯେ ତୁମେ ମୋ ପାଇଁ ! କାହ୍ନା ଚିତ୍ତଚୋରା ସେ ଶ୍ରୀରାଧା ହସ ଯେ ତୁମେ ଲକ୍ଷ୍ମଣ…

ଭାଷା ଭାଗବତ : ତେଣୁ ଲାଗେ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାବନା ଯୋଗାଏ ପ୍ରେରଣା ଶରୀର ମାନେ କଟକଣା ଦେହ ଯେହେତୁ ମନ ଭୃତ୍ୟ ମାନେ ଓ ହୁଏ କାର୍ଯରତ ମୁଖ୍ୟତଃ ଦୁଇଗୋଟି ହାତ କାମରୁ ନ ହେଲେ ବିରତ ଭାବନା ହୁଏ କାର୍ଯକାରୀ ମନରୁ ଯାଏନି ବାହାରି ମନ ଭାଂଗିଲେ ବାରଂବାର ମଣିଷ ହୁଅଇ…

ଗଳା ପୋଡ଼ା ହେଉଛି କି ! ଆପଣାନ୍ତୁ ଏହି ଉପାୟ ମିଳିବ ଆରାମ…

ଅନେକ ସମୟରେ ଆମ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ  । ଅତ୍ୟଧିକ ଥଣ୍ଡା କାରଣରୁ ହେଉ ଅବା ଏସିଡିଟି କାରଣରୁ କିନ୍ତୁ ପୋଡାଜଳା ଅନୁଭବ ହୋଇଥାଏ। ଏହା ବ୍ୟତୀତ ଧୁମ୍ରପାନ, ଏଲର୍ଜି, ଥଣ୍ଡା, ବ୍ୟାକ୍ଟେରିଆ ଜନିତ ସଂକ୍ରମଣ କାରଣରୁ ମଧ୍ୟ ଗଳାରେ ପୋଡାଜଳା ଅନୁଭବ ହୋଇଥାଏ। ଗଳାରେ ପୋଡାଜଳା ଅନୁଭବ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ବେଶ ଓ ଅଳଙ୍କାର ବିଷୟରେ ଆଲୋଚନା କରି ସାରିଛେ । ଆଜି ଆଲୋଚନା କରିବା ଦୈନନ୍ଦିନ ରୀତିନୀତି ଓ ଭୋଗ କଥା, ବିମଳା…

ନବ ଦାସ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ପାଇଖାନାରୁ କାଗଜ ବାହାର କରି ନୂଆ ତାମସା କରୁଛି କହିଲା ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କରିବା ଘଟଣାରେ ପୋଲିସ ଡିଜିଙ୍କ ବୟାନକୁ ନିନ୍ଦା କରିଛି ରାଜ୍ୟ ବିଜେପି। ଏଥିସହ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଇ କ୍ରାଇମବ୍ରାଂଚକୁ ତଦନ୍ତ ଭାର…

ମାଗଣା ଶାଢୀ ନେବାକୁ ଆସି ଭିଡରେ ଫସିଯିବାରୁ ୪ ମହିଳାଙ୍କ ଦଳାଚକଟାରେ ମୃତ୍ୟୁ

ଚେନ୍ନାଇ: ଶନିବାର ତାମିଲନାଡୁର ତିରୁପତି ଠାରେ ଏକ ଦଳାଚକଟାରେ ୪ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଭାନିଆବାଡି ଅଞ୍ଚଳର। ଯେଉଁଠାରେ ଥାଇପୁସାମରେ ମାଗଣାରେ ଶାଢୀ ବଣ୍ଟା ଯାଉଥିଲା। ଶାଢୀ ନେବାକୁ ଟୋକେନ୍ ବ୍ୟବସ୍ଥା କରାଯାଇଥିଲା। ମାଗଣାରେ ଶାଢୀ ପାଇବା ବିଷୟରେ ସୂଚନା ପାଇବା ପରେ…

ବିମାନ ବନ୍ଦରରେ ହଜିଗଲା ପାସପୋର୍ଟ, ଫେରିପାରିଲେନି ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA)ରେ ଜଣେ ଭାରତ ବୁଲିବାକୁ ଆସିଥିବା ବିଦେଶୀ ନାଗକିକ ମୋବାଇଲ୍ ଏବଂ ପାସପୋର୍ଟ ହଜାଇ ଦେବାରୁ ବଡ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏହି ପ୍ରବାସୀ ଅଷ୍ଟ୍ରେଲିଆ ନାଗରିକମାନେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ସହରରେ ରହୁନ୍ତି।…

ପାକିସ୍ତାନ ବାହାରେ ଖେଳାଯିବ ଏସିଆ କପ୍, କାରଣ କ’ଣ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ଏସିଆ କପ୍ ୨୦୨୩ର ଆୟୋଜନ କରିବ ନାହିଁ ପାକିସ୍ତାନ। ଶନିବାର ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏହି ଏସିଆ କପ୍ ଆୟୋଜନ କରିପାରିବ ନାହିଁ। ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ, ଏସିଆ କପ୍ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରିବ ନାହିଁ। ଏହାପରେ ଏପରି ଏକ ସୂଚନା…