Latest Odisha News

BREAKING NEWS

ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ବର : ଆଜିଠୁ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ  । ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ମେଳାର ଲକ୍ଷ୍ୟ ହେଉଛି ବୁଣାକାର ଓ ହସ୍ତଶିଳ୍ପ…

କବିତା : କାହିଁକି ଏମିତି ହୁଏ ?

ତରୁଣ କୁମାର ମିଶ୍ର ଈଶ୍ବର ସୃଷ୍ଟିରେ କାଉ ଓ କୋଇଲି ଉଭୟଙ୍କ ରଙ୍ଗ କଳା , କାଉ ରାବ ଶୁଣି ବିରକ୍ତି ଆସଇ କୋଇଲିର ମଧୁବୋଳା । କାଉ ବସା ଦେଖି କୋଇଲି ତାହାର ଅଣ୍ଡା ଦେଇଥାଏ ରଖି , ଛୁଆ ବାହାରିକି କୁହୁ କୁହୁ କହେ କୁଆ ଦିଏ ତାକୁ ଖୁମ୍ପି । କୋଇଲି ସୁନ୍ଦର ଗୀତ ଗାଏ କିନ୍ତୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ମା ବିମଳାଙ୍କ ଷୋଳପୂଜା, ଶାକ୍ତ ଗୁଣ୍ଡିଚା, ଓ ଦୈନିକ ପୂଜା ଵିଧି ବିଷୟରେ ଆମେ କିଛି କିଛି ଅବଗତ…

ଶ୍ୱଶୁରଙ୍କ ଇଛା ପୂରଣ କଲେ ଜ୍ୱାଇଁ : ହେଲିକ୍ଟପରରେ ଆସିଲେ, ଯୌତୁକ ନେଲେ ଏକ ଟଙ୍କା ଓ ନଡ଼ିଆ

ରାଜସ୍ଥାନ: ନିଜ ଶ୍ୱଶୁରଙ୍କ ଶେଷ ଇଛା ପୂରଣ କଲେ ଜ୍ୱାଇଁ । ବର ବେଶରେ ସଜ୍ଜିତ ହୋଇ ହେଲିକ୍ଟପରରେ ଆସିଲେ । ଆଉ ଯୌତୁକ ବାବଦକୁ ନେଲେ ମାତ୍ର ୧ ଟଙ୍କା ଓ ଗୋଟିଏ ନଡ଼ିଆ । ଏଭଳି ଏକ ବିରଳ ବିବାହକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ରାଜସ୍ଥାନ ଅଲୱାର ମାଧୋଗଡ ଗ୍ରାମର ବାସିନ୍ଦା ରବିନ ସିଂହ…

ବିବାହର ୧୦ ବର୍ଷ ପରେ ମା’ ହେବେ ଅଭିନେତ୍ରୀ ନେହା, ସମ୍ପର୍କୀୟଙ୍କଠାରୁ ଶୁଣୁଥିଲେ କଟୁ କଥା

ମୁମ୍ବାଇ: ଟିଭି ଧାରାବାହିକ 'ବାଳିକା ବଧୁ' ରେ ଅଭିନୟ କରି ଘରେ ଘରେ ପରିଚିତ ନେହା ମାର୍ଦା ଏବେ ମାଆ ହେବାକୁ ଯାଉଛନ୍ତି । ବିବାହର ୧୦ ବର୍ଷ ପରେ ମାଆ ହେବାକୁ ଯାଉଥିବାରୁ ସେ ଓ ତାଙ୍କ ପରିବାର ବହୁତ ଖୁସି । ଧୁମ୍‌ଧାମ୍‌ରେ ତାଙ୍କର “ଗୋଦ୍ ଭରାଇ” ଉତ୍ସବ ପାଳନ କରିଛନ୍ତି ନେହା ଓ ତାଙ୍କ…

ନବଙ୍କ ଚାପୁଡ଼ାର ଜବାବ ଗୁଳିରେ ଦେଲେ କି ଗୋପାଳ ?

ବ୍ରହ୍ମପୁର: ଗୋପାଳ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ? ପ୍ରକୃତରେ ମାନସିକ ଭାରସାମ୍ୟ ହରାଇ ଗୋପଳା ଏଭଳି କରିଛନ୍ତି କି ? ନା ଏହା ପଛରେ ରହିଛି କିଛି ଭିନ୍ନ କାରଣ ? କିଛି ବଡ଼ ଷଡ଼ଯନ୍ତ୍ରର ଅଂଶ ନୁହଁନ୍ତି ତ ଗୋପାଳ ? ଏନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଗୁମର…

ପରଲୋକରେ ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ

ନୂଆଦିଲ୍ଲୀ: ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଓ ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ୨୦୧୨ରେ ଆମ ଆଦମୀ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଅବଶ୍ୟ ପରେ ସେ ପାର୍ଟିରୁ ଅଲଗା ହୋଇ ଯାଇଥିଲେ । ୧୯୭୭ରୁ ୭୯ ପର୍ଯ୍ୟନ୍ତ ମୋରାରଜୀ ଦେଶାଇଙ୍କ…

ଆଶୀର୍ବାଦ ଟାୱାରରେ ଅଗ୍ନିକାଣ୍ଡ, ୩ ଜଣଙ୍କ ମୃତ୍ୟୁ ସୂଚନା

ରାଞ୍ଚି: ଜଳୁଛି ଟାୱାର, ଜୀବନ ବିକଳରେ ଦୌଡ଼ୁଛନ୍ତି ଲୋକେ । ଝାଡ଼ଖଣ୍ଡର ଧନବାଦର ଆଶୀର୍ବାଦ ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଏକାଧିକ ଲୋକ ନିଆଁ ଓ ଧୂଆଁରେ ଫସି ରହିଥିବା ଆଶଙ୍କା କରା ଯାଉଛି ।…

ମେ’ରୁ ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର…

ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ସନ୍ୟାସିପାଲି ଛକରେ ଟ୍ରକ୍ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ…