Latest Odisha News

୫୦ ହଜାର ବର୍ଷ ପରେ ଦୃଶ୍ୟମାନ ହେବ ଧୂମକେତୁ; ସୋମବାରଠାରୁ ଓଡ଼ିଶାରେ ଖାଲି ଆଖିରେ ଦେଖିବେ ଲୋକେ

ଭୁବନେଶ୍ୱର: ପ୍ରାୟ ୫୦ ହଜାର ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଧୂମକେତୁ ଦୃଶ୍ୟମାନ ହୋଇଛି । ଏହି ନୂଆ ଧୂମକେତୁ ଖାଲି ଆଖିକୁ ଦେଖାଯିବ । ସବୁଠାରୁ ବଡ କଥା ହେଉଛି ଏହି ଧୂମକେତୁ ଖାଲି ଆଖିରେ ଓଡ଼ିଶାରେ ୪ ଦିନ ପାଇଁ ଦେଖାଯିବ । ଏହି ଧୂମକେତୁର ନାମ C/2022 E3 ରଖାଯାଇଛି । ଏହି ଧୂମକେତୁ…

କାଶ୍ମୀରକୁ ଭୁଲିଯାଅ ଭାରତ ସହ ବନ୍ଧୁତା କର : ସାଉଦି ଆରବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ  ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ଦୈନିକ ବ୍ୟବହାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ଏଭଳି ସ୍ଥିତିରେ ମୁସଲିମ୍ ଦେଶମାନେ ପାକିସ୍ତାନର ହାତ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ପୂର୍ବରୁ…

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି ।…

ଗାଁରେ ରୁହନ୍ତି କେବଳ ବଳାତ୍କାରୀ

ଶୀର୍ଷକ ପଢିଲା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଆପଣମାନେ ଭାବୁଥିବେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ହୁଏତ ବଳାତ୍କାରୀ ହିଁ ବସବାସ କରନ୍ତି । କଥାଟି ସତ , କିନ୍ତୁ ସତ ପଛର କାହାଣୀ କିଛି ଅଲଗା । ଆମେରିକାର ଫ୍ଲୋରିଡ଼ା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ରହିଛି ଏମିତି ଏକ…

ପିଲାମାନଙ୍କ ମନରେ ମାତୃଭାଷା ପ୍ରୀତି ଜାଗ୍ରତ ହେଉ : ସ୍ଵପ୍ନା ମିଶ୍ର

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ସ୍ୱପ୍ନା ମିଶ୍ର । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ ଓ…

ଚୀନ୍‌ ପାଇଁ ୧୩୫ କିଲୋମିଟର ରାସ୍ତା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ସୀମା ପ୍ରତି ଚୀନ୍‌ର ମନୋଭାବ କେବେ ବିଶ୍ୱାସଯୋଗ୍ୟ ନୁହେଁ। ସମୟ ସମୟରେ ଚୀନ୍ ଏପରି କାର୍ଯ୍ୟ କରିଥାଏ, ଯାହା ନିଜକୁ ଭୁଲ ବୋଲି ପ୍ରମାଣ କରିଥାଏ  । ହେଲେ ଗତ କିଛି ବର୍ଷ ମଧ୍ୟରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଚୀନ୍‌କୁ ଅନେକ ଥର ପଛକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ…

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ୱଳ ହେଲେ ରାକ୍ଷୀ, କହିଲେ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା

ନୂଆଦିଲ୍ଲୀ : ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ରାଖୀଙ୍କ ଆଖିରୁ ଶୁଖୁନି ଲୁହ । ସମସ୍ତଙ୍କୁ ହସାଉଥିବା ରାଖୀ ଆଜି ନିଜେ ହସିବା ଭୁଲି ଯାଇଛନ୍ତି । ରାଖୀ ସାଓ୍ବନ୍ତଙ୍କ ମା ଜୟା ଭେଡ଼ା  । ମା ଜୟା ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ଥିଲେ…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…

ଖେଳ ପଡ଼ିଆ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଢେଙ୍କାନାଳ : ଖେଳପଡ଼ିଆ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ଗୋଷ୍ଠୀ ମଧ୍ୟରୁ ୨ ଗୁରୁତର ୩ ଆହତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗାଁରେ  । ସେହି ଗାଁରେ ଖେଳପଡ଼ିଆ ନିର୍ମାଣକୁ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳିମାଡ଼ କଲେ ASI ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ରାଜ୍ୟରେ ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ASI ଗୋପାଳ ଦାସ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରୁ ନବ ଦାସଙ୍କୁ…