ବେକରେ ମାଆଙ୍କ ମଙ୍ଗଳସୂତ୍ର ପିନ୍ଧନ୍ତି ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍
ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍ଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ‘କଭି ଆନା ତୁ ମେରୀ ଗଲି' ଏବଂ ‘ମାଏରୀ' ପରି ସୁପରହିଟ୍ ଗୀତରେ ଦର୍ଶକଙ୍କ ହୃଦୟ ଜିତିଥିଲେ ପାଲାଶ୍ । ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହେଁ । ଏକ ବିଶେଷ କାରଣ ପାଇଁ ସେ ଏବେ ବେଶ୍ ପରିଚିତ…