ନ୍ୟୁଜିଲାଣ୍ଡକୁ ତୃତୀୟ ଦିନିକିଆରେ ହରାଇଲେ ଭାରତ ହେବ ଏକ ନମ୍ବର
ରାୟପୁର: ନ୍ୟୁଜିଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିବା ଯୋଗୁ ଭାରତୀୟ କ୍ରିିକେଟ ଟିମର ଆଇସିସି ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ଭାରତ ଶେଷ ଦିନିକିଆରେ ବିଜୟ ହାସଲ କଲେ ଦିନିକିଆ ର୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଭାରତ…