ବାଇଆ କଲା ସ୍ମାର୍ଟ ଫୋନ୍, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ପିଲାରୁ ବୁଢ଼ା ସମସ୍ତଙ୍କୁ ଘାରିଛି ଇଣ୍ଟରନେଣ୍ଟର ନିଶା । ସବୁଠି ଦେଖିବାକୁ ମିଳୁଛି ଇଣ୍ଟରନେଟର ଜଲଓ୍ୱା । ତେବେ ସ୍ମାର୍ଟଫୋନ୍ ଯୁଗରେ ମଣିଷଙ୍କ ସହ ପଶୁ ମଧ୍ୟ ସ୍ମାର୍ଟଫୋନ୍ ନିଶାରେ ହେଉଛନ୍ତି ବାଇଆ.. । ଯାହା ଆମେ ସବୁ କ୍ଷେତ୍ରରେ ନିଜେ ଅନୁଭବ କରିପାରିଛେ। ତେବେ…