Latest Odisha News

BREAKING NEWS

ଶୀତରେ ଥରୁଛି କାବୁଲ : ୭୮ଜଣଙ୍କ ମୃତ୍ୟୁ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଶୀତର ଲହରୀ । ଯାହା ଫଳରେ  ସପ୍ତାହକ ମଧ୍ୟରେ କାବୁଲରେ ପ୍ରାୟ ୭୮ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଲିବାନ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ଦ୍ବାରା ପ୍ରାୟ ୧୦ ଲକ୍ଷ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଆର୍ଥିକ ସହାୟତା…

ମସ୍କୋରୁ ଗୋଆ ଆସୁଥିବା ବିମାନରେ ଅଛି ବୋମା; ଧମକ ପରେ ଉଜବେକିସ୍ତାନରେ ଲାଣ୍ଡିଂ କଲା ଫ୍ଲାଇଟ୍‌

ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରୁ ଭାରତର ଗୋଆକୁ ଆସୁଥିବା ଏକ ଚାଟାର୍ଡ ବିମାନରେ ବୋମା ଖଞ୍ଜାଯାଇଥିବା ଧମକ ମିଳିବା ପରେ ଭାରତ ନ ଆସି ସଂଗେ ସଂଗେ ଗତିପଥ ବଦଳାଇ ଉଜବେକିସ୍ତାନର ଲାଣ୍ଡ କଲା ବିମାନ। ଶନିବାର ଭୋରରୁ ଏହି ଘଟଣା ଘଟିଛି। ଋଷର ପର୍ମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ…

ବିରାଡ଼ିକୁ ହତ୍ୟା କରିବା ସନ୍ଦେହରେ ୩୦ ପାରାକୁ ବିଷ ଦେଇ ଦେଲେ ପଡ଼ୋଶୀ

ଶାହଜାହାନ୍‌ପୁର: କ୍ରୋଧ ଯୋଗୁଁ ଚାଲିଗଲା ୩୦ ପାରାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ପଡ଼ୋଶୀ ପାରାକୁ ବିଷଖାଦ୍ୟ ଦେଇ ମାରିଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଥାନା ସଦର ବଜାର ଅଞ୍ଚଳର ଆବିଦ୍‌ ନାମକ ବ୍ୟକ୍ତିଙ୍କର ବିରାଡ଼ି ହଜିଯାଇଥିଲା ।…

ସାଣ୍ଡଓ୍ବିଚ୍‌ର ମୂଲ୍ୟ ୧୪ ହଜାର ଟଙ୍କା

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । କାହାକୁ ଫାଷ୍ଟଫୁଡ ପସନ୍ଦ ଥାଏ ତ ଆଉ କାହାକୁ ବିଭିନ୍ନ ଖାଦ୍ୟ ପସନ୍ଦ । ସେଥିମଧ୍ୟରୁ ଅନେକ ଲୋକ ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ…

ପଥର ମାଡ଼ରେ ବେହାଲ ହେଲାଣି ବନ୍ଦେ ଭାରତ ଏକ୍ସପ୍ରେସ୍: ପୁଣି ଏହି ରାଜ୍ୟରେ ହେଲା ମାଡ଼

ପଟନା: ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପୁଣି ପଥର ମାଡ଼। ଏଥର ପଶ୍ଚିମବଙ୍ଗରେ ନୁହେଁ କି ଆନ୍ଧ୍ରପ୍ରଦେଶରେ ନୁହେଁ, ବିହାରରେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଛି। ଶନିବାର ଗାଡ଼ି ନମ୍ବର ୨୨୩୦୨ କୁ କଟିହାର ଜିଲ୍ଲା ବଳରାମପୁର ଥାନାରେ ଅଧିନରେ ଆସୁଥିବା ସ୍ଥାନରେ ପଥର ମାଡ଼ କରାଯାଇଛି। ଏହି ଘଟଣାରେ…

ପରଜଙ୍ଗରେ ହାତୀ ଆତଙ୍କ : ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ : ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ହାତୀ । ଫଳରେ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଘର ପାଖ ପଡ଼ିଆକୁ ଶୌଚ ହେବାକୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତାଜୁବ ହୋଇଗଲା ମୀନାକ୍ଷି । ବାଳକଟିର ମୁଖରେ ଚନ୍ଦ୍ରଭାନୁଙ୍କ ଚେହେରା ସୁସ୍ପଷ୍ଟ । ତା’ର ମନ-ମସ୍ତିଷ୍କ କ୍ରମଶଃ ସ୍ଥିରତା ହରାଉଥିଲା । ସମସ୍ତ ପ୍ରମାଣ ଲୋକଲୋଚନକୁ ଆସି ଯାଇଥିବା ହୃଦ୍‌ବୋଧ କରି ଆଉ ଲୁକ୍‌କାୟିତ…

ସନ୍ତାନ ପ୍ରାପ୍ତି ପାଇଁ ମହିଳାଙ୍କୁ ମଣିଷ ହାଡ଼ଗୁଣ୍ଡ ଖାଇବାକୁ ବାଧ୍ୟ କରୁଥିଲେ ଶ୍ୱଶୁର ଘର ଲୋକେ, ୭ ଜଣଙ୍କ ନାଁରେ…

ପୁଣେ: ଆଧୁନିକତାର ଚାକଚକ୍ୟରେ ସଫଳତା ପାଇଁ ମଣିଷ ପୁଣି ହଜୁଛି ଗୁଣିଗାରେଡ଼ିର ଅନ୍ଧାର ଗଳିରେ। ଭାଗ୍ୟ ବଦଳାଇବାର ପ୍ରୟାସରେ ବିଜ୍ଞାନ ଯୁଗରେ ମଣିଷ ବାହିରିଛି ତାନ୍ତ୍ରୀକର ସନ୍ଧାନରେ। ତାନ୍ତ୍ରୀକ ତନ୍ତ୍ର ମନ୍ତ୍ର ଦେଇ ବଦଳାଇ ଦେବ ଭାଗ୍ୟ। ଏହି ଆଶାରେ ଶାଶୂଘର ଲୋକେ ବୋହୂକ…

ଆରଏସଏସ ତାଲିବାନ କିନ୍ତୁ ରାହୁଲ ଗାନ୍ଧୀ ଆଦି ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି-କଂଗ୍ରେସ କାଦୁଅ ଫିଙ୍ଗାପିଙ୍ଗି ବଢି ଚାଲିଛି । ଆରୋପ-ପ୍ରତ୍ୟାରୋପ ବି ବଢିଚାଲିଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଆରଏସଏସକୁ ତାଲିବାନ ସହ ତୁଳନା କରିଥିବାବେଳେ ନାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲା…

ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସମ୍ବଲପୁର : ବୋଲେରୋ ଧକ୍କାରେ ବାଇକ୍‌ ଆାରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି  ସମ୍ବଲପୁର ଜିଲ୍ଲା ଧନୁପାଲି ମହାବୀରପଡ଼ା ନିକଟରେ । ମୃତକ ଭତରା ଅଞ୍ଚଳର ରଞ୍ଜିତ ବୋଲି ଜଣାପଡ଼ିଛି । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ମୃତକ ରଞ୍ଜିତ ବାଇକରେ ଘରକୁ ଫେରୁଥିଲେ ।…