Latest Odisha News

BREAKING NEWS

ପୁରୀରେ ଏୟାରଟେଲ ୫ଜି ପ୍ଲସ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରେ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଶୁଭାରମ୍ଭ ପରେ ଏବେ ପୁରୀରେ ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଉପଲବ୍ଧ ହୋଇଛି । କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ ଓ ରୋଲ୍‌ଆଉଟ୍ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍…

ରେସଲରଙ୍କ ଅଭିଯୋଗର ତଦନ୍ତ ପାଇଁ ଆଇଓଏ ଗଠନ କଲା ୭ଜଣିଆ କମିଟି

ନୂଆଦିଲ୍ଲୀ: ରେସଲର ଓ ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । କ୍ରୀଡା ମନ୍ତ୍ରୀଙ୍କ ବାସଭବନରେ ରେସଲର, ମନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରୀ ରହିଛି । ଇତି ମଧ୍ୟରେ ରେସଲର କରିଥିବା ଯେନ…

ଏଲଏସିରେ ମୁତୟନ ଚୀନ ସୈନିକଙ୍କ ସହ କଥା ହୋଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଲଦାଖ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଥମୁନି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ନେଇ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଚୀନର ସରକାରୀ ଗଣମାଧ୍ୟମ ଏ ସୂଚନା ଦେଇଛି । ପିଏଲଏ ମୁଖ୍ୟାଳୟରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ…

ଦୁନିଆ ଦେଖିଲା ଇସ୍ରାଏଲର ମାରାତ୍ମକ ମିସାଇଲ

ତେଲ ଅବୀବ: ଇସ୍ରାଏଲରର ସରକାରୀ କମ୍ପାନୀ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ଦୁନିଆକୁ ଏହାର ନୂତନ ମାରାତ୍ମକ ମିସାଇଲକୁ ଦେଖାଇଛି । ଏକ୍ସ ଆକୃତିର ଏହି ମିସାଇଲକୁ ଜଣେ ସେନା ଏକୁଟିଆ ନେଇପାରିବ । ଇସ୍ରାଏଲର ଦ୍ୱାରା ପ୍ରସ୍ତୁତ ଏହି ମିସାଇଲ ଖୁବ ଶୀଘ୍ର ଆମେରିକାକୁ ପ୍ରଦାନ କରାଯିବ । ଡ୍ରୋନ…

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ତୃତୀୟ ଟିମ ଭାବେ କ୍ୱାର୍ଟରରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ୱାର୍ଟରରେ କଙ୍ଗାରୁ ଟିମ ମାଲେସିଆ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ । ବ୍ଲାକ ଗୋଭର୍ସ…

ବାବୁ ଭାବୁଛନ୍ତି ଲୋକ ପ୍ରତିନିଧିଙ୍କ ଠାରୁ ସେମାନେ ବଡ଼: ସୌମ୍ୟ

ଭୁବନେଶ୍ୱର: ଗଣତନ୍ତ୍ରର ସରକାରରେ କିଏ ବଡ଼ ? ଅଫିସର, ଲୋକ ପ୍ରତିନିଧି ନା ଜନତା ? ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକ ପ୍ରତିନିଧି ବଡ଼ ନା ପ୍ରଶାସକ ବଡ଼ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଅନେକ ସମୟରେ କିଛି ପ୍ରଶାସକ ଭାବୁଛନ୍ତି, ସେମାନେ ଲୋକ ପ୍ରତିନିଧିଙ୍କଠାରୁ ବଡ଼…

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକ, ଓଡିଶା-ୟୁପି ମ୍ୟାଚ ଡ୍ର

ମୀରଟ: ବ୍ୟାଟିଂରେ ଭଲ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଓଡିଶା-ଉତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ ଡ୍ରରେ ଶେଷ ହୋଇଛି । ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଗତକାଲିର ଅସମାପ୍ତ ଇନିଂସ ୧୫୨/୧ରୁ ବ୍ୟାଟିଂ ଆରମ୍ଭ କରି…

ଓଲଟିଲା ଯାତ୍ରୀବାହୀ ବସ; ଦୁଇ ମୃତ, ୧୪ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ବଣିଆବସା ନିକଟସ୍ଥ କାନକଟା ପାଖରେ ଏକ ଯାତ୍ରୀବାହୀ ବସ (ଓଆର୍୦୨ବିବି୯୭୭୭) ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ପାତ୍ରପୁର…

ବିବାଦୀୟ ପହିଲିମାନ ବ୍ରିଜ ଭୂଷଣ ଶରଣ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର ପ୍ରତିଷ୍ଠିତ ରେସଲର ଧାରଣାରେ ବସିଛନ୍ତି । ଯୌନ ନିର୍ଯ୍ୟାତନାଠାରୁ ଆରମ୍ଭ କରି ହତ୍ୟା ଧମକ ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି । ଆସନ୍ତୁ ଏହି ବିବାଦୀୟ ପହିଲିମାନଙ୍କ ବିବାଦ ବିଷୟରେ ଅବଗତ…

ମହଙ୍ଗା ପଡ଼ିଲା ସଚ୍ଚୋଟ ପଣିଆ

ନୂଆଦିଲ୍ଲୀ: ସଚ୍ଚୋଟ ପଣିଆ ପଡ଼ିଲା ମହଙ୍ଗା । କାର୍‌ରେ ୨୦ କୋଟି ଟଙ୍କାର ‘କୋକେନ୍‌’ ଥିବା କଥା ବ୍ରିଟଶ୍‌ ପୋଲିସ ପାଖରେ ନିଜେ ସ୍ବିକାର କଲେ ସଚ୍ଚୋଟ ‘ଡ୍ରଗ୍‌’ ବ୍ୟବସାୟୀ  । କେବଳ ସ୍ବୀକାର କରିଛନ୍ତି ତାହା ନୁହେଁ, ପୋଲିସ ପାଖରେ ସ୍ବିକାର କରି ୮ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା…