Latest Odisha News

BREAKING NEWS

ଦୁନିଆ ଦେଖିଲା ଇସ୍ରାଏଲର ମାରାତ୍ମକ ମିସାଇଲ

ତେଲ ଅବୀବ: ଇସ୍ରାଏଲରର ସରକାରୀ କମ୍ପାନୀ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ଦୁନିଆକୁ ଏହାର ନୂତନ ମାରାତ୍ମକ ମିସାଇଲକୁ ଦେଖାଇଛି । ଏକ୍ସ ଆକୃତିର ଏହି ମିସାଇଲକୁ ଜଣେ ସେନା ଏକୁଟିଆ ନେଇପାରିବ । ଇସ୍ରାଏଲର ଦ୍ୱାରା ପ୍ରସ୍ତୁତ ଏହି ମିସାଇଲ ଖୁବ ଶୀଘ୍ର ଆମେରିକାକୁ ପ୍ରଦାନ କରାଯିବ । ଡ୍ରୋନ…

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ତୃତୀୟ ଟିମ ଭାବେ କ୍ୱାର୍ଟରରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ୱାର୍ଟରରେ କଙ୍ଗାରୁ ଟିମ ମାଲେସିଆ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ । ବ୍ଲାକ ଗୋଭର୍ସ…

ବାବୁ ଭାବୁଛନ୍ତି ଲୋକ ପ୍ରତିନିଧିଙ୍କ ଠାରୁ ସେମାନେ ବଡ଼: ସୌମ୍ୟ

ଭୁବନେଶ୍ୱର: ଗଣତନ୍ତ୍ରର ସରକାରରେ କିଏ ବଡ଼ ? ଅଫିସର, ଲୋକ ପ୍ରତିନିଧି ନା ଜନତା ? ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକ ପ୍ରତିନିଧି ବଡ଼ ନା ପ୍ରଶାସକ ବଡ଼ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଅନେକ ସମୟରେ କିଛି ପ୍ରଶାସକ ଭାବୁଛନ୍ତି, ସେମାନେ ଲୋକ ପ୍ରତିନିଧିଙ୍କଠାରୁ ବଡ଼…

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକ, ଓଡିଶା-ୟୁପି ମ୍ୟାଚ ଡ୍ର

ମୀରଟ: ବ୍ୟାଟିଂରେ ଭଲ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଓଡିଶା-ଉତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ ଡ୍ରରେ ଶେଷ ହୋଇଛି । ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଗତକାଲିର ଅସମାପ୍ତ ଇନିଂସ ୧୫୨/୧ରୁ ବ୍ୟାଟିଂ ଆରମ୍ଭ କରି…

ଓଲଟିଲା ଯାତ୍ରୀବାହୀ ବସ; ଦୁଇ ମୃତ, ୧୪ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଜରଡ଼ା ଥାନା ଅନ୍ତର୍ଗତ ବଣିଆବସା ନିକଟସ୍ଥ କାନକଟା ପାଖରେ ଏକ ଯାତ୍ରୀବାହୀ ବସ (ଓଆର୍୦୨ବିବି୯୭୭୭) ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ପାତ୍ରପୁର…

ବିବାଦୀୟ ପହିଲିମାନ ବ୍ରିଜ ଭୂଷଣ ଶରଣ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର ପ୍ରତିଷ୍ଠିତ ରେସଲର ଧାରଣାରେ ବସିଛନ୍ତି । ଯୌନ ନିର୍ଯ୍ୟାତନାଠାରୁ ଆରମ୍ଭ କରି ହତ୍ୟା ଧମକ ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି । ଆସନ୍ତୁ ଏହି ବିବାଦୀୟ ପହିଲିମାନଙ୍କ ବିବାଦ ବିଷୟରେ ଅବଗତ…

ମହଙ୍ଗା ପଡ଼ିଲା ସଚ୍ଚୋଟ ପଣିଆ

ନୂଆଦିଲ୍ଲୀ: ସଚ୍ଚୋଟ ପଣିଆ ପଡ଼ିଲା ମହଙ୍ଗା । କାର୍‌ରେ ୨୦ କୋଟି ଟଙ୍କାର ‘କୋକେନ୍‌’ ଥିବା କଥା ବ୍ରିଟଶ୍‌ ପୋଲିସ ପାଖରେ ନିଜେ ସ୍ବିକାର କଲେ ସଚ୍ଚୋଟ ‘ଡ୍ରଗ୍‌’ ବ୍ୟବସାୟୀ  । କେବଳ ସ୍ବୀକାର କରିଛନ୍ତି ତାହା ନୁହେଁ, ପୋଲିସ ପାଖରେ ସ୍ବିକାର କରି ୮ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା…

ଘାଟିରେ ମିନିବସ୍ ଓଲଟି ୨ ମହିଳା ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କାନକଟା ଘାଟିରେ ମିନିବସ ଓଲଟି ପଡ଼ିବାରୁ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତମାନଙ୍କୁ ପାତ୍ରପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ମୋହନା ସିକୁଳିପଦରର ସରସ୍ୱତୀ ଶବର ଓ ପାତ୍ରପୁର…

ଧାନ ନେଉନି ମଣ୍ଡି, ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଲେ ଚାଷୀ

ବଲାଙ୍ଗିର: ରାଜ୍ୟରେ ଗଞ୍ଜେଇ ଚାଷ ବେଆଇନ୍ । କେହି ଗଞ୍ଜେଇ ଚାଷ କଲେ ପୋଲିସ ହେଉ କି ଅବକାରୀ ବିଭାଗ ଚାଷ ନଷ୍ଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇଥାଏ । କିନ୍ତୁ ବଲାଙ୍ଗିରର ଜଣେ ଚାଷୀ ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଛନ୍ତି । ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କୁ । ଅଡ଼ୁଆ ଲାଗୁଥିଲେ ବି ଏ…

ବଲାଙ୍ଗିରରେ ପୁଣି ମୁହାଁମୁହିଁ ନେତା-ଅଫିସର, ଏଥର ସାଂସଦ-ପିଡିଡିଆରଡିଏ

ବଲାଙ୍ଗିର:  ବଲାଙ୍ଗିର ଜିଲ୍ଲାରେ ପୁଣି ମୁହାଁମୁହିଁ ହେଲେ ନେତା ଅଫିସର । ଗତ ୧୨ ତାରିଖ ଜିଲ୍ଲା ପରିଷଦ ବୈଠକରେ ଅନୁଦାନ କଟାଯାଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଉପରେ ବର୍ଷିଥିଲେ କଣ୍ଟାବାଜିଂ ବିଧାୟକ ସନ୍ତୋଷ ସିଂ ସାଲୁଜା । ୧୮ ତାରିଖରେ  ବି.ଡି.ଓ ଭିକ୍ଟର ସୋରେନଙ୍କୁ ଟ୍ୟୁସନ…