ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷିଙ୍କ ଅଫିସରେ ପାଳନ ହୋଇଥଲା ପୋଙ୍ଗଲ !
ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଏକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଋଷି ତାଙ୍କ ଅଫିସର ଅଧିକାରୀମାନଙ୍କୁ ପୋଙ୍ଗଲ ଭୋଜି ଦେଉଥିବା ଦେଖିବାକୁ ମିଳିଛି । ଅଧିକାରୀମାନେ ଏକତ୍ର ବସି କଦଳୀପତ୍ରରେ ଭାରତର ପାରମ୍ପାରିକ ପର୍ବର ମଜା…