Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୀନାକ୍ଷି ହାତ ହଲାଇ ସମସ୍ତଙ୍କଠୁ ବିଦାୟ ନେଇ ଗାଡ଼ିରେ ବସିଲା । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଛାତି ଭିତରେ ଅବ୍ୟକ୍ତ ଯବଣା, କଣ୍ଠରେ ଅସ୍ଫୁଟ କୋହ ନେଇ ପଦ୍ମିନୀ ମନକୁ ମନ କହିଲା, ମୀନକ୍ଷି! କାହାକୁ ନେଇ ତୋ…

କବିତା : କଣ୍ଢେଇ

ସସ୍ମିତା ପ୍ରଧାନ ସକାଳରୁ ରାତି ଭୁଲି ନିଜ ସ୍ଥିତି ସଭିଙ୍କ ସେବାରେ ନିଜକୁ ସମର୍ପି ଚାଲୁଥାଏ ଡେଇଁ ଡେଇଁ ମୁଁ ଚାବିଦିଆ କଣ୍ଢେଇ ।। ନିଜର ଅସ୍ଥିତ୍ୱ ଦେଇଛି ହଜେଇ ଯନ୍ତ୍ର ପରି ମୁହିଁ ନିଜକୁ ସଜେଇ ପରିସ୍ଥିତି ଦ୍ୱାହି ଦେଇ ମୁଁ ଚାବିଦିଆ କଣ୍ଢେଇ ।। କହି ମୁଁ ପାରେନା…

ଅଧିକ ଚା’ ପିଉଛନ୍ତି କି ? ପଡ଼ିପାରେ ସାଇଡ୍‌ ଇଫେକ୍ଟ ….

ଚା' ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ଶୀତଦିନେ ଚା' ପିଇବାର ମଜା କିଛି ଅଲଗା । ଏହି ଋତୁରେ ଚା' ପ୍ରେମୀଙ୍କ ସଂଖ୍ୟା ଆହୁରି ବଢ଼ିଥାଏ। ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା' ପିଇବାକୁ ଭଲ ପାଆନ୍ତି। କିଛି ଲୋକ ପ୍ରତି ଘଣ୍ଟାରେ ଚା' ପିଇବାକୁ ଭଲ ପାଆନ୍ତି। ଯେଉଁମାନେ ଚା'କୁ ଭଲ…

ଭାଷା ଭାଗବତ : ଯାହା ଲେଖୁଁ, ତାହା ଦେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଡ ଲେଖିଦେଲେ ଡ ଦିଶଇ ଡ଼ ଲେଖିଦେଲେ ଦିଶଇ ଡ଼ ବୁଝିବା ଏବେ କେଉଁଠି ଡ ଓ କେଉଁଠାରେ ଲାଗେ ଡ଼ ଶବ୍ଦର ପ୍ରଥମ ଅକ୍ଷର ଡ ଲେଖାହୁଏ ବାରଂବାର ଡବା, ଡଂଗା ଓ ଡାଳ, ଡର ବିଂଦୁ ପଡ଼େନି ଦରକାର ରହିଲେ ମଝି, ଶେଷ ସ୍ଥାନେ ଡ଼…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଢା ପରିକ୍ରମା ଵିଧି ପାଳନ କରି ଆମେ ପହଞ୍ଚି ଯାଇଛେ ପ୍ରଭୁ ଶ୍ରୀ ପାତାଳେଶ୍ୱରଙ୍କ ପାଖରେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଇଶି ପାହାଚ ପରି ଏଠାରେ ମଧ୍ୟ ବାଇଶି ପାହାଚ,…

କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ଅଦଳବଦଳ, ସାମ୍ନାକୁ ଆସିଲା ନୂଆ ଟିମର ରୂପରେଖ!

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ କେନ୍ଦ୍ର କ୍ୟାବିନେଟରେ ଅଦଳ ବଦଳ ନେଇ ଚର୍ଚ୍ଚା ଚାଲିଛି। ପ୍ରଥମେ ମକର ସଂକ୍ରାନ୍ତିରେ ଅଦଳ ବଦଳ ହେବ ବୋଲି କୁହାଯାଉଥିଲା ଏବେ କିନ୍ତି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବଜେଟ ପରେ ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ ବୋଲି କୁହାଯାଉଛି।…

‘ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ, କିନ୍ତୁ ପୂଜା କରିପାରିବେନି’

ପୁରୀ: ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅପିଲ୍ କରିବାର ଦିନକ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶ୍ରୀମନ୍ଦିରର ନୀତି ନିର୍ଦ୍ଦାରକ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀଙ୍କ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଇଁ ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା: ରୋହିତ-ବିରାଟ ନିରାଶ

ମୁମ୍ବାଇ: ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ତାଲିକା ଘୋଷଣା କରିଛି। ଏହି ସିରିଜରେ କିନ୍ତୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସ୍ଥାନ ପାଇ ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ରହିବେ। ନ୍ୟୁଜିଲାଣ୍ଡ…

ଫିଲ୍ମ ‘ଆଦିପୁରୁଷ’ରେ ରାବଣର ଲୁକ୍ ନେଇ ଉଠିଲା ପ୍ରଶ୍ନ; କୋର୍ଟରେ ପହଞ୍ଚିଲା ମାମଲା

ଅଲ୍ଲାହବାଦ: ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’କୁ ନେଇ ବିବାଦ ଥମି ନଥିବା ବେଳେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ଅଦିପୁରଷ ବିରୋଧରେ ମାମଲା କୋର୍ଟରେ ପହଞ୍ଚିଛି। ଏନେଇ ଅହ୍ଲାବାଦ ହାଇକୋର୍ଟ ଫିଲ୍ମ ସେନ୍‌ସର ବୋର୍ଡକୁ ନୋଟିସ୍ କରି ଫିଲ୍ମ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର…

ଘୃଣା ସୃଷ୍ଟିକାରୀ ଆଙ୍କରଙ୍କୁ ଟିଭି ପରଦାରୁ ହଟାଯାଉ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ମାମଲାକୁ ନେଇ ମିଡିଆ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଟିପ୍ପଣି କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ହେଟ୍ ସ୍ପିଚ୍ ସହ ଜଡିତ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଟିଭି ଚ୍ୟାନେଲ ଗୁଡିକର କାମ କରିବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସବୁକିଛି…