Latest Odisha News

BREAKING NEWS

ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀ ଦେଖାଇଲା ପରାକ୍ରମ

ପାରାଦ୍ୱୀପ : ଗଭୀର ସମୁଦ୍ରରେ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ ଓ କୌଶଳ ଦେଖାଇଲା ତଟରକ୍ଷୀ ବାହିନୀର ଏୟାରକ୍ରାଫ୍ଟ। ଭାରତୀୟ ତଟରକ୍ଷୀ ବାହିନୀର ଯୁଦ୍ଧ ନିପୁଣତା ଦେଖିଲେ ଲୋକେ। ଫେବୃଆରୀ ୧ ରେ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପୂର୍ବରୁ ଜଳପଥରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଭାରତୀୟ…

ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉଦଘାଟିତ

କଟକ : ବିଶିଷ୍ଟ ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ  ଉଦଘାଟିତ ହୋଇଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ସହ ଏହି ଉତ୍ସବ ବର୍ଷବ୍ୟାପି ପାଳନ କାରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କୁଳପତି ସଞ୍ଜୟ କୁମାର…

୨ ବର୍ଷର ଛୁଆର ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ

କେନ୍ଦୁଝର: ୨ ବର୍ଷର ଛୁଆ । ନା ଭଲକରି ଚାଲି ପରେ ନା କହିପାରେ କଥା । କିନ୍ତୁ ତା’ସହ ଯାହା ଘଟିଛି ସେସବୁ ଶୁଣିଲେ ଆପଣଙ୍କ ପାଦତଳୁ ବି ମାଟି ଖସିଯିବ । ଅମାନବିକତାର ସୀମା ଲଂଘିଥିବା ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର । ଯେଉଁଠି ଦୁର୍ବୃତ୍ତ ୨ ବର୍ଷର ଛୁଆର…

ଅଭୁଲା ଗୀତ : ଦେଲେ ଧରା କଥା ସରେ

ଗୀତ: ନରସିଂହ ମହାପାତ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ଆରତି ମୁଖାର୍ଜୀ ଓ ମହମ୍ମଦ୍ ସିକନ୍ଦର ଆଲାମ୍‌ ଚଳଚ୍ଚିତ୍ର: ଅମଡ଼ାବାଟ, ୧୯୬୪ ଦେଲେ ଧରା କଥା ସରେ ନାୟିକା:ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା ନାୟକ:ଅଳି…

ସାହିତ୍ୟ ଲୋକାଭିମୁଖୀ ହେଉ : ଚିତ୍ତରଞ୍ଜନ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟରେ ଚିତ୍ତରଞ୍ଜନ ନାୟକ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ଓଡ଼ିଆ କବିତା…

ଜାଡ଼ରେ ଥରୁଛି ଓଡ଼ିଶା, ଆଉ ୨ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା । ସବୁଠି ଶୀତର ପ୍ରକୋପ ଲାଗି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା । ଆଜି କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ…

୬୧ ଟଙ୍କା ରିଚାର୍ଜ କରନ୍ତୁ, ୫ଜି ଇଣ୍ଟରନେଟ ସୁବିଧା ପାଆନ୍ତୁ

ନୂଆ ଦିଲ୍ଳୀ : ଜିଓ ସିମ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ  ହେଲା ଘୋଷଣା ।ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ ।କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି…

ମସ୍କୋ ଗଲା ଋଷୀୟ ଇଞ୍ଜିନିୟରଙ୍କ ମୃତଦେହ

ପାରାଦ୍ୱୀପ : ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା। ଋଷ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମର ଶରୀର ବ୍ୟବଚ୍ଛେଦ ପରେ ମସ୍କୋ ପଠାଯାଇଛି  । ପାରାଦ୍ୱୀପ ବନ୍ଦର ଜାହାଜରେ ମୃତ୍ୟୁ ଘଟିଥିବା ଋଷ ନାଗରିକଙ୍କର ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା  । ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ…

ହିମାଚଳ ପ୍ରଦେଶର ମନ୍ତ୍ରୀମଣ୍ଡଳ ବିସ୍ତାର: କ୍ୟାବିନେଟ୍‌ରେ ସାମିଲ୍ ହେଲେ ୭ ମନ୍ତ୍ରୀ

ଶିମଲା: ଆଜି ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖଙ୍କ ସରକାରରେ କ୍ୟାବିନେଟ୍ ବିସ୍ତାର ହୋଇଛି। ଏଥିରେ ୭ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି। ରବିବାର ସିମଲା ରାଜଭବନରେ ରାଜ୍ୟପାଳ ଆର.ଭି ଆର୍ଲେକର ଏହି ୭ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟରେ କଂଗ୍ରେସ ସରକାର…

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ…