Latest Odisha News

BREAKING NEWS

ଜେଲରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଏକାଧିକ ବାର ରିମାଣ୍ଡ ସତ୍ତ୍ୱେ ଇଡି ଆଗରେ ମୁହଁ ଖୋଲି ନଥିଲା ଅର୍ଚ୍ଚନା । ଏବେ ଇଡି ହାତରେ ଅର୍ଚ୍ଚନାଙ୍କ ଡିଜିଟାଲ୍ ଡିଭାଇସର ଫରେନ୍ସିକ ଆନାଲିସିସ୍ ରିପୋର୍ଟ ରହିଥିବା ବେଳେ ଝାରପଡ଼ା ଜେଲରେ ହେବ ଜେରା । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ…

କଶ୍ମୀର ଗେଟ ହନୁମାନ ମନ୍ଦିରରେ ପ୍ରିୟଙ୍କାଙ୍କ ସହ ରାହୁଲ; ଏହି ମନ୍ଦିର ସହ ରହିଛି ପାରିବାରିକ ସମ୍ପର୍କ

ନୂଆଦିଲ୍ଲୀ: ବ୍ରେକ ପରେ ପୁଣି ଆରମ୍ଭ ହୋଇଛି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି ନିଜେ ରାହୁଲ । ଦିଲ୍ଲୀର କାଶ୍ମୀର ଗେଟ ପାଖରେ ଥିବା ପ୍ରାଚୀନ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି ରାହୁଲ । ଶୀତକାଳୀନ ବ୍ରେକ ପରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ପୁଣି…

ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝି କେଉଁଠି? ବଢୁଛି ସସପେନ୍ସ

ଯୋଡ଼ା : ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଖୋଜୁଛି ପୋଲିସ । ତାଙ୍କ ଦେହରେ ବିଷକ୍ରିୟା କେମିତି ହେଲା, ସେନେଇ କାରଣ ଖୋଜୁଛି ପୋଲିସ । ସେ ନିଜେ ବିଷ ପିଇଛନ୍ତି ନା ଆଉ କି ଷଡଯନ୍ତ୍ର ହୋଇଛି, ତନାଘନା ଆରମ୍ଭ ହୋଇଛି । ଏପରିସ୍ଥଳେ ଶୁଭଶ୍ରୀଙ୍କ ବୟଫ୍ରେଣ୍ଡ ଡାକ୍ତର…

ପାରାଦୀପରେ କେମିତି ହେଲା ରୁଷୀୟ ନାଗରିକଙ୍କ ମୃତ୍ୟୁ? କ୍ରାଇମବ୍ରାଞ୍ଚ ତଦନ୍ତର ସଙ୍କେତ ଦେଲେ ଡିଜିପି

ପାରାଦୀପ : ପାରାଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇପାରେ ବୋଲି କହିଛନ୍ତି ଡିଜିପି । ଏକ ଜାହାଜର ରୁଷୀୟ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ ନେଇ ସ୍ଥାନୀୟ ପୋଲିସକୁ ପୋର୍ଟ କର୍ତ୍ତୃପକ୍ଷ ସୂଚିତ…

ପରଲୋକରେ ଓଡ଼ିଆ ସିନେ ପ୍ରଯୋଜକ ଆଳୟ ମହାନ୍ତି

ଭୁବନେଶ୍ୱର: ଓଲିଉଡ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ୱରରେ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଆଳୟ ଆଶା ଫିଲ୍ମ ନିର୍ମାଣ କରିଥିବା ସହ ବାଲିଘର, ମରିଚିକା ପରି ଅନେକ ଲୋକପ୍ରିୟ ଧାରାବାହିକ ମଧ୍ୟ କରିଥିଲେ । ସେ…

ଏଣିକି ରାସ୍ତାରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି; ନିର୍ଦ୍ଦେଶ ଦେଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ସାଧାରଣ ରାସ୍ତା କିମ୍ବା ଜାତୀୟ ରାଜପଥରେ କୌଣସି ପ୍ରକାର ବୈଠକ କିମ୍ବା ରାଲି ହୋଇପାରିବନି। ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ରାଜ୍ୟରେ ରାଜନୈତିକ ରାଲିରେ ଦୁଇ ଦୁଇ ଥର ଦଳା ଚକଟା ହୋଇ ଲୋକଙ୍କ ଜୀବନ ଯିବା ପରେ ଏପରି…

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ହେବେନି ଦାୟୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ସରକାର ଦାୟୀ ରହିବେ ନାହିଁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିବ୍ୟକ୍ତର ସ୍ୱାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଂଚ ଏହି ଶୁଣାଣୀ କରିଛନ୍ତି । ବିଚାରପତି ଏସଏ ନଜିରଙ୍କ ନେତୃତ୍ୱରେ ଏହି…

ଅଟା କିଲୋ ୬୪ ଟଙ୍କା; ଆକାଶ ଛୁଆଁ ଚିନି, ଘିଅ

ପାକିସ୍ତାନ : ହୁ ହୁ ହୋଇ ବଢ଼ିଚାଲିଛି ଖାଦ୍ୟ ସାମଗ୍ରୀ ଦର । ଗରିବୀ କରିବେ କଣ ? ବଞ୍ଚିବେ କେମିତି ? ଏମିତି କିଛି ପ୍ରଶ୍ନ ନେଇ ଛିଡ଼ା ହୋଇଛି ପାକିସ୍ତାନବାସୀ । ଆଉ ଖାଦ୍ୟ ସାମଗ୍ରୀର ଦର ଶୁଣି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବଞ୍ଚିବା ପାଇଁ ଖାଦ୍ୟ ଜରୁରୀ ଆଉ ଖାଦ୍ୟ…

ମହାନ ଟେନିସ ଖେଳାଳି ନାଭ୍ରାତିଲୋଭାଙ୍କୁ କ୍ୟାନସର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ମାର୍ଟିନା ନାଭ୍ରାତିଲୋଭା କ୍ୟାନସରରେ ଆକ୍ରାନ୍ତ ହୋଇଛି । ରିପୋର୍ଟ ମୁତାବକ ୬୬ ବର୍ଷୀୟା ଏହି ଖେଳାଳିଙ୍କର ୨୦୧୦ରେ ବ୍ରେଷ୍ଟ କ୍ୟାନସର ହୋଇଥିଲା । ଏହା କିଛି ମାସର ଚିକିତ୍ସା ପରେ ଭଲ ହୋଇ ଯାଇଥିଲା । ନିକଟରେ ଡବ୍ଲ୍ୟୁଟିଏ ଫାଇନାଲ…

ତୁଟିଲା ବିବାଦ; ତିନିଦିନ ପରେ ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ତିନି ଦିନ ଓପାସରେ ରହିବା ପରେ ଆଜି ଆରମ୍ଭ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ଏହା ପରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସୂଚନାଥାଉ କି,  …