Latest Odisha News

BREAKING NEWS

ବୃଦ୍ଧ ସେବା ସଦନରେ ଅଗ୍ନିକାଣ୍ଡ : ୨ ଜଣଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୧୩ ଜଣ

ଦିଲ୍ଲୀ: ଦିଲ୍ଲୀର ଗ୍ରେଟର କୈଳାଶସ୍ଥିତ ଅନନ୍ତ କେୟାର ନାମକ ବୃଦ୍ଧ ସେବା ସଦନରେ ଅଗ୍ନିକାଣ୍ଡ । ନିଆଁ ଭୟରେ ଦୌଡ଼ାଦୌଡ଼ିରେ ଚାଲିଗଲା ୨ ବୃଦ୍ଧାଙ୍କ ଜୀବନ । ଆଜି ଭୋର ସାଢେ ୫ଟାରେ ବିଲ୍ଡିଂର ୩ୟ ମହଲାରେ ଲାଗିଥିଲା ନିଆଁ । ଏଥିରେ ଦୁଇ ଜଣ ବୃଦ୍ଧା ପ୍ରାଣ ହରାଇଛନ୍ତି । ସେମାନଙ୍କ ବୟସ…

ରଣବୀରଙ୍କ ଆନିମଲର ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁରଙ୍କ ବହୂ ପ୍ରତୀକ୍ଷୀତ ଆନିମଲ ଚଳଚ୍ଚିତ୍ରର ପାଷ୍ଟ ଲୁକ ଜାରୀ ହୋଇଛି । ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏଷ୍କୁ ଶେୟାର କରିଛନ୍ତି । ରଣବୀର ହାତରେ କୁରାଢ଼ୀ, ସିଗାରେଟ ଧରିଥିବା ବେଳେ ତାଙ୍କ ପୋଷାକ ରକ୍ତ ଜୁଡୁବୁଡୁ…

ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ କିଏ କେମିତି ଜଣାଇଲେ ନବବର୍ଷର ଶୁଭେଚ୍ଛା

ନୂଆଦିଲ୍ଲୀ: ଆସିଛି ନୂଆବର୍ଷ । ପଦାର୍ପଣ କରିଛି ୨୦୨୩ । ଏଇ ବର୍ଷ ଦେଶବାସୀଙ୍କ ପାଇଁ ହେଉ ମଙ୍ଗଳଦାୟକ । ସବୁ ସମସ୍ୟାକୁ ଦୂର କରି ଦେଶବାସୀ ପ୍ରଗତି ପଥରେ ଆଗେଇବାକୁ ସମର୍ଥ ହୁଅନ୍ତୁ । ଏହି ଶୁଭକାମନା କରିଛନ୍ତି ଦେଶର ରାଷ୍ଟ୍ରମୁଖ୍ୟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ…

ଟ୍ୱିଟ କରି ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ପାଇଁ ସୁଖ, ଶାନ୍ତିର ବର୍ଷ ହେଉ । ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ । ଏହା ହିଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ କରି…

ଆମେ ଏବେ ୨୦୨୩ରେ, ଆଗକୁ ବଢିବାର ସ୍ୱପ୍ନ ଦେଖାଉଛି ନବବର୍ଷ

ବ୍ୟୁରୋ : ସ୍ୱାଗତମ୍ ୨୦୨୩ । ନୂଆବର୍ଷର ଶୁଭକାମନା । ନବବର୍ଷର ସୂର୍ଯ୍ୟ ଉଦୟ ହେବା ଭଳି ସମସ୍ତଙ୍କ ଭାଗ୍ୟ ଉଦୟ ହେବାର ଶୁଭ ମନାସୁଛନ୍ତି ସଭିଏଁ । ପୁରୁଣା ବର୍ଷକୁ ଲୋକେ ଅତି ଖୁସିରେ ବିଦାୟ ଦେଇଛନ୍ତି । ୨୦୨୩କୁ ପାଛୋଟି ନେବା ପାଇଁ ଲୋକଙ୍କ ମନରେ ନାହିଁ ନଥିବା ଉଦବେଗ । ୨୦୨୨ କୁ…

ଓଡ଼ିଶା ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ

ରବି ରଥ ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବର୍ଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରାୟ ୧୦…

ଶିଶୁ ଗଳ୍ପ : ମାନବିକତା

କୁଞ୍ଜ ବିହାରୀ ସାହୁ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅମିତ ପାଠରେ ଯେମିତି ଖେଳକୁଦରେ ବି ସେମିତି । ତା ଛଡା ଦୁଃଖୀ, ରଙ୍କିକୁ ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସେ । ରବିବାର ଦିନ ଅମିତ ଘରେ ବସି ଟି.ଭି ଦେଖୁଛି । ଦାଣ୍ଡ ଦୁଆର ପାଖରେ ଜଣେ ବୁଢ଼ୀର ପାଟି ଶୁଣିଲା । ଟି.ଭି.ପାଖରୁ ମୁହଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ " ବେଳାଭୂମିର ଚିହ୍ନ " ବିଂଶ ଓ ଏକବିଂଶ ଶତାବ୍ଦୀକୁ ଭୋଗ କରିଥିବା ଜଣେ ମନୁଷ୍ୟ ଆତ୍ମସମୀକ୍ଷା କରିବା ସମୟରେ, ତା ପାଖରେ ଅନୁଭୂତିର ପରସ୍ତ ପରସ୍ତ ଉପାଦାନ ସତ୍ତ୍ୱେ, ଆଜି କାହିଁକି ମୋର ମନ, ଚିନ୍ତନ ଅଧିକ ମାତ୍ରାରେ ଅତୀତ ଅଭିମୁଖୀ…

କବିତା : ଶୁଭେଚ୍ଛା

ଗଦାଧର ସାହୁ ଶୁଭେଛାର ସୁଅ ସବୁଠି ଛୁଟୁଛି କିଏ ସେ ଆସୁଛି ବୋଲି, ତୁମ ଘରେ ଯିଏ ଆଜିର କୁଣିଆଁ ଆମ ଘରେ ଆଜି କାଲି । ସଭିଙ୍କ ବିଶ୍ବାସ ସେ ନୂଆ ବରଷ ଆଣିବ ସୁଖ ସମୃଦ୍ଧି, ପରଷ୍ପର ପାଇଁ କାମନା କରନ୍ତି ଇଶ୍ବରେ କରି ବିନତୀ। କରୁଛୁ ପ୍ରାର୍ଥନା ଶାନ୍ତିର କାମନା ସକଳ…

ଭାଷା ଭାଗବତ : ଗତାନୁଗତିକ ଚିଂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନୁକରଣକାରୀ ଜଣେ ନିଜକୁ ଅତି ସାନ ମଣେ ତେଣୁ କରେନି ନୂଆ ଚିଂତା କହେ ଓ ଲେଖେ ପୂର୍ବ କଥା ଯେଉଁ ସମୟ ନାହିଁ ଆଉ ବଢ଼ାଇଚାଲେ ତା'ର ଭାଉ ଗତାନୁଗତିକ ଚିଂତନ କରେ ସର୍ବଦା ତା'ର ମନ ସର୍ବଦା ଚଳିଲେ ବି ତୁଂଡ କାମ…