Latest Odisha News

BREAKING NEWS

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ଗାଙ୍ଗଟକ୍: ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ୧୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଲାଚେନ ଠାରୁ ୧୫ କିଲୋମିଟର ଦୂର ଲାଚେନ ଠାରେ ଆଜି ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି । ୨୦ଜଣ ଯବାନଙ୍କୁ ନେଇ ଆର୍ମିର ଏହି ବସ୍ ସୀମା…

ଗୋଟିଏ ଦୁର୍ଘଟଣା ବଦଳାଇଦେଲା ମହାଦେବଙ୍କ ଜୀବନର ଗତିପଥ,ସଂସାର ଚଳିବ କେମିତି?

ନବରଙ୍ଗପୁର : ଗୋଟିଏ ଦୁର୍ଘଟଣା ବଦଳାଇଦେଲା ସବୁକିଛି । ଆଉ ଉଜାଡ଼ି ଦେଲା ଗୋଟିଏ ହସଖୁସିର ସଂସାର । ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ, ପୁଅ,ଝିଅ ଅଧାରୁ ପାଠ ଛାଡିଲେ, ବିକଳାଙ୍ଗ ହୋଇଗଲେ ମହାଦେବ, ଆଉ କଷ୍ଟ ହୋଇଯାଇଛି ଘର ଚଳିବା, ସମ୍ପର୍କୀୟ ଓ ପଡ଼ୋଶୀ ଦୟାକଲେ ପେଟ ଚାଖଣ୍ଡକୁ ମିଳୁଛି…

ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲା ସ୍କୁଲ ପରିସରରେ ଆଜି ଦିନିକିଆ ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ମନୋନୀତ ହୋଇଥିବା ଖେଳାଳିମାନେ ମଧ୍ୟପ୍ରଦେଶରେ ଜାନୁୟାରୀ ୩୦ରୁ ଫେବୃୟାରୀ ୧୧ପର୍ଯ୍ୟନ୍ତ ହେବାକୁ ଥିବା ଖେଲୋ ଇଣ୍ଡିଆ…

ସନ୍ଧ୍ୟାରେ ସରକାର ଜାରି କରିବେ କୋଭିଡକୁ ନେଇ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ବିଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ସଜାଗ ଅଛନ୍ତି । ବିଶେଷକରି ଚୀନରେ ତାଣ୍ଡବ ରଚିଥିବା କରୋନାର ବିଏଫ୍.୭ ଭାରିଆଣ୍ଟ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ଦିନକ ପରେ ବଡ଼ଦିନ ଏବଂ ପରେ ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି…

ଆଇପିଏଲ୍ ନିଲାମରେ ରେକର୍ଡ: ସାମ କୁରେନଙ୍କୁ ୧୮.୫୦କୋଟି ଟଙ୍କାରେ କିଣିଲା ପଞ୍ଜାବ

କୋଚି: କୋଚିରେ ଆରମ୍ଭ ହେଲା ଆଇପିଏଲ ୨୦୨୩ ନିଲାମ । ସବୁଠୁ ଅଧିକ ଦାମରେ ବିକ୍ରିହେଲେ ଇଂଲଣ୍ଡ ଖେଳାଳି ସାମ୍ କୁରେନ୍ । ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି । ଯାହା ଆଇପିଏଲ୍ ନିଲାମ ଇତିହାସରେ ରେକର୍ଡ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । ପ୍ରଥମ ନିଲାମ…

ଉଠା ଦୋକାନୀଙ୍କ ପ୍ରତିବାଦ ପରେ ନରମିଲା ବିଏମସି, କାଲିଠୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ବିଏମସି ରାସ୍ତାକଡ଼ରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି । ଯାହାକୁ ନେଇ ଆଜି ପ୍ରତିବାଦ ଶାଣିତ ହେବା ପରେ ବିଏମସି ଉଚ୍ଛେଦ ବନ୍ଦ କରିଛି । ଆଜି ପଟିଆ ଓ ଡମଣା ଅଞ୍ଚଳର ଶତାଧିକ ଉଠା ଦୋକାନୀ ଉଚ୍ଛେଦର ପ୍ରତିବାଦ କରି ବିଏମସି ନର୍ଥ ଜୋନ୍ ଅଫିସ୍ ଘେରାଉ…

ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ହରମନପ୍ରୀତ ଅଧିନାୟକ, ଅମିତ ଉପଅଧିନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଏଫଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୮ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ ସିଂ ନେବେ । ଦଳର ଉପ ଅଧିନାୟକ ଦାୟିତ୍ୱ ଓଡିଶାର ଅମିତ ରୋହିଦାସଙ୍କୁ…

ସାନିଆ ମିର୍ଜା ହେବେ ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍

ନୂଆଦିଲ୍ଲୀ : ବାପା ଜଣେ ଟିଭି ମେକାନିକ । ଝିଅ ହେବାକୁ ଯାଉଛନ୍ତି ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍ । ଉତ୍ତରପ୍ରଦେଶରେ ରହୁଥିବା ସାନିଆ ମିର୍ଜା ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଛନ୍ତି । ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ । ୨୭…

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଗୋରୁ ଭର୍ତ୍ତି କଣ୍ଟେନର, ୫୦ ଗାଈଙ୍କ ମୃତ୍ୟୁ

କୋରାପୁଟ: ରାଜ୍ୟରେ ଗୋ-ଚାଲାଣ ଥମୁ ନଥିବା ବେଳେ କୋରାପୁଟରୁ ଆସିଛି ଦୁଃଖଦ ଖବର । ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥରେ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଗୋରୁ ଭର୍ତ୍ତି କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳର ଘଟଣାସ୍ଥଳରେ ୫୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ଗୋଟା ଫୁଲ କୋବି ମସଲା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ‘ଗୋଟା ଫୁଲ କୋବି ମସଲା’ ଆବଶ୍ୟକୀୟ ଉପକରଣ:- ଗୋଟା ଫୁଲ କୋବି, ବଡ଼ ପିଆଜ (୨ଟା), ରସୁଣ ୮/୧୦ କୋଲା, ଅଦା /୨ ଇଞ୍ଚ, ଜିରା ପାଉଡର(୨ ଚାମଚ), ଧନିଆ ପାଉଡର(୨ ଚାମଚ), ଲଙ୍କା ଗୁଣ୍ଡ ୧ ଚାମଚ, ହଳଦୀ ଗୁଣ୍ଡ, ବଡ଼ ଟମାଟୋ, ଗୋଟା ଜିରା ଅଳ୍ପ, ୪/୫ ଚାମଚ…