ଆମ୍ବୁଲାନ୍ସ ପାଇଁ ଅଟକିଲା ଭାରତ ଯୋଡ଼ୋ ଯାତ୍ରା
ନୂଆଦିଲ୍ଲୀ:ମହାନତା ଦେଖାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆମ୍ବୁଲାନ୍ସକୁ ଦେଖି ଭାରତ ଯୋଡୋ ଯାତ୍ରାକୁ ଅଟକାଇଲେ । ଆମ୍ବୁଲାନ୍ସକୁ ବାଟ ଛାଡିଦେଲେ । ଆମ୍ବୁଲାନ୍ସକୁ ଛାଡ଼ିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେ ରାସ୍ତରେ ଅଟକି ରହିଲେ । ନିଜ ସାଥୀ ଯାତ୍ରୀଙ୍କୁ ମଧ୍ୟ ଆମ୍ବୁଲାନ୍ସକୁ …