Latest Odisha News

BREAKING NEWS

ବ୍ରିଟେନରେ କେରଳୀ ନର୍ସ ଓ ତାଙ୍କ ୨ ସନ୍ତାନଙ୍କୁ ହତ୍ୟା

କୋଟାୟମ(କେରଳ) : ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା | କେରଳର ଜଣେ ନର୍ସ ଓ ତାଙ୍କର ଦୁଇ ଛୋଟ ପିଲାଙ୍କୁ କେହି ହତ୍ୟା କରିଛି । ହେଲେ ଘଟଣାର ଦିନକ ପରେ ଅର୍ଥାତ ଶନିବାର ନର୍ସଙ୍କ ପରିବାର ଲୋକ ଏ ନେଇ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ହତ୍ୟାକାଣ୍ତ ପଛରେ ନର୍ସଙ୍କ…

ଦୁଇବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ

ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇବସ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଦୁଇ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ…

ତେଜିଲା ହିଜାବ ବିରୋଧୀ ଆନ୍ଦୋଳନ, ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଘରୁ ଉଠାଇନେଲେ ସୁରକ୍ଷାକର୍ମୀ

ନୂଆଦିଳ୍ଲୀ: ଗିରଫ ହେଲେ ଇରାନ ପ୍ରସିଦ୍ଧ ଅଭିନେତ୍ରୀ ତରାନେହ ଅଲିଦୋସ୍ତୀ । ତେହରାନ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଛି । ଇରାନରେ ଚାଲିଥିବା ଇରାନରେ ହିଜାବ ବିରୋଧୀ ଆନ୍ଦୋଳନର ଜଣେ ସମର୍ଥକ ଥିଲେ ଅଲିଦୋସ୍ତୀ । ସେ ତାଙ୍କର ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ…

ଆଜିଠୁ ବଢିବ ଶୀତ, ଥରିବ ରାଜ୍ୟ

ଭୁବନେଶ୍ୱର: ଧୀରେଧୀରେ ଫେରୁଛି ଶୀତ । ଥରିବ ରାଜ୍ୟ । ରାଜ୍ୟକୁ ଶୀତ ଫେରିବା ଆରମ୍ଭ କଲାଣି। ଗତକାଲି ରାତିରେ ଝାରସୁଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଥିଲା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଶୀତ ବଢିବ। ଝାରସୁଗୁଡ଼ାଠାରେ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ଥିବା ଜଣାଯାଇଛି ।…

ସକାଳ ଜଳଖିଆରେ ପ୍ରୋଟିନ୍‌ର ଆବଶ୍ୟକତା କ’ଣ ରହିଛି ଆସନ୍ତୁ ଜାଣିବା….

ନୂଆବର୍ଷର ଆରମ୍ଭରେ ସଭିଏଁ ପୁଣି ନିଜ ନିଜର ବର୍ଦ୍ଧିତ ଓଜନ ହ୍ରାସ କରିବାରେ ଲାଗି ପଡ଼ିଲେଣି  । ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ପ୍ରୋଟିନଯୁକ୍ତ ସକାଳ ଜଳଖିଆ ଖାଇଲେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ  । ତେଣୁ ଯେଉଁମାନେ ଜଳଖିଆରେ କେବଳ କର୍ଣ୍ଣଫ୍ଲେକ୍‌ସ ଖାଉଛନ୍ତି,…

ବିଦ୍ୟୁତ ଆଘାତରେ ପ୍ରସୂତିଙ୍କ ମୃତ୍ୟୁ, କିନ୍ତୁ ଗର୍ଭରେ ନବଜାତର ହୃଦସ୍ପଦନ ଚାଲୁଥିଲା…

ରାୟପୁର: ଛତିଶଗଡର ଅମ୍ବିକାପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ 9 ମାସର ଗର୍ଭବତୀ ମହିଳାଙ୍କ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ହୃଦସ୍ପନ୍ଦନ ଚାଲୁଥିଲା ବୋଲି…

ପ୍ରସ୍ତାବିତ କଟକ ରେଳଷ୍ଟେସନର ଡିଜାଇନ ସେୟାର କଲେ ରେଳମନ୍ତ୍ରୀ, କେମିତି ହୋଇଛି ଲୋଡିଲେ ମତାମତ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଟ୍ୱିଟର ଆକାଉଣ୍ଟରେ କଟକ ରେଳ ଷ୍ଟେସନର ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି। ପ୍ରସ୍ତାବିତ ଡିଜାଇନ୍କୁ ନେଇ ଲୋକଙ୍କ ମତାମତ ଲୋଡ଼ିଛନ୍ତି ବୈଷ୍ଣବ। କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟକୁ ନେଇ ଏହି ଡିଜାଇନ୍ ଅନୁପ୍ରାଣିତ ହୋଇଛି।…

ଅର୍ଚ୍ଚନାଙ୍କ ଡାଏରୀ ଓ ଜୁଏଲାରୀ ଲିଙ୍କ୍ ଇଡି ହାତରେ, ସିସିଟିଭି ଫୁଟେଜ କିଏ କଲା ଗାଏବ?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଶୁକ୍ରବାରଠୁ ଇଡି ଅଧିକ ସକ୍ରିୟ ହୋଇଛି। ଶନିବାର ସକାଳେ ଦୀର୍ଘଦିନ ଧରି ସମନ ସତ୍ତ୍ବେ ହାଜର ହେଉନଥିବା ଶ୍ରଦ୍ଧାଞ୍ଜଳି ହାଜର ହୋଇ ପକ୍ଷ ରଖିଛି। ପାଖାପାଖି 13 ଘଣ୍ଟା ଜେରା ପରେ ବାହାରକୁ ଆସିଥିଲା ଶ୍ରଦ୍ଧାଞ୍ଜଳି। ପ୍ରଥମ ଥର ପାଇଁ…

ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି, ମନା କଲା ଫିଫା

କୀଭ: ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମର ଜେଲେନସ୍କି ଭାଷଣ ଦେବାକୁ ଚାହୁଁଥିଲେ । ଏହା ମାଧ୍ୟମରେ ସେ ଶାନ୍ତି ବାର୍ତା ଦେବା ପାଇଁ ଉଦ୍ୟମ କରିଥାନ୍ତେ, ମାତ୍ର ଫିଫା ଏଥି ନିମନ୍ତେ ମନା କରିଥିଲା । ରବିବାର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଫାଇନାଲ ମ୍ୟାଚ…

ଖଣ୍ଡପଡାରେ “ମୁଁ ବଘେଲ” ପକ୍ଷରୁ ପଠାଣି ସାମନ୍ତଙ୍କ ୧୮୮ ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର: ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ଜୟନ୍ତୀ ଖଣ୍ଡପଡା ସ୍ଥିତ “ମୁଁ ବଘେଲ” ପରିବାର ପକ୍ଷରୁ ଆୟୋଜିତ ହୋଇଯାଇଛି । ଖଣ୍ଡପଡ଼ା ସ୍ଥିତ ରାଜବାଟୀ ପରିସରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ)…