ଫିଫା ବିଶ୍ୱକପ : ଫାଇନାଲ ପୂର୍ବରୁ ଫ୍ରାନ୍ସର ୩ ଖେଳାଳି ଅସୁସ୍ଥ
ଦୋହା: ଆର୍ଜେଂଟିନା ବିପକ୍ଷ ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ଫ୍ରାନ୍ସ ଟିମ ଏବେ ଚିନ୍ତାରେ । ଦଳର ୩ଜଣ ଖେଳାଳି ଅସୁସ୍ଥ ଅଛନ୍ତି । ରାଫେଳ ୱାରେନ, ଇବ୍ରାହିମ କାଂଟେ ଓ କିଙ୍ଗସଲେ କୋମନ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଆଉ ୨ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ । କତାରରେ ଗରମ…