Latest Odisha News

BREAKING NEWS

ସହଜ ଓ ସରଳ ହେଲା ରାଜ୍ୟରେ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତ । ଏଥିପାଇଁ ଆଜି ରାଜ୍ୟ…

ବ୍ରହ୍ମପୁରର ଛ’ ଘରୋଇ ନର୍ସିଂହୋମ୍‌କୁ ବିଏମ୍‌ସିର ନୋଟିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଗତ ୧୦ ତାରିଖରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତରଫରୁ ଚଢ଼ଉ ହୋଇଥିଲା। ଏହି ଚଢ଼ଉ ସମୟରେ ନର୍ସିଂହୋମଗୁଡ଼ିକରେ ମାଳମାଳ ତୃଟି ସାମ୍ନାକୁ ଆସିଥିଲା। ଯୋଗ୍ୟତା ଅନୁଯାୟୀ…

ତଓ୍ୱାଙ୍ଗ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ଚୀନ, ଦେଲା ଏମିତି ବୟାନ

ବେଜିଂ: ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗ ଠାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛି ଚୀନ । ଭାରତ ସୀମାରେ ଚୀନ ସେନାର ଦାଦା ଗିରି ଓ ଭାରତୀୟ ସେନାର ଦୃଢ ଜବାବକୁ ନେଇ ଦେଶରେ ଆଲୋଚନା ଲାଗି ରହିଥିବାବେଳେ  ସୁବୁକିଛି ଠିକଠାକ ଅଛି ବୋଲି ଚୀନ ପକ୍ଷରୁ  କୁହାଯାଇଛି ।…

୨୦୧୪ରୁ ଏ ପର୍ଯ୍ୟନ୍ତ ୨୨୦ କଳାକୃତି ଭାରତକୁ ଫେରିଛି: ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ଖୁସି ଖବର ଶେୟାର କରିଛି । ଏହା ଅନୁସାରେ ଭାରତ ୨୦୧୪ ପରଠାରୁ ଚୋରୀ ହୋଇଯାଇଥିବା ୨୨୦ରୁ ଅଧିକ କଳାକୃତି ବିଭିନ୍ନ ଦେଶରୁ ଫେରାଇ ଆଣିବାରେ ସଫଳ ହୋଇଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି…

ଅସୁସ୍ଥ ନାବାଳିକାକୁ ଅସଦାଚରଣ, ଡାକ୍ତର ଗିରଫ

ବାରିପଦା : ରକ୍ଷକ ସାଜିଲା ଭକ୍ଷକ । ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଡାକ୍ତର । ଏପରି ଲଜ୍ଜ୍ୟାଜନକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ନାବାଳିକା ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀ  । ଗତକାଲି ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା…

ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ ରହିବେନି କୁଳପତି, ବିଧାନସଭାରେ ବିଲ୍ ପାରିତ

ଥିରୁବନନ୍ତପୁରମ: ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ କୁଳପତି ରହିବେ ନାହିଁ । ଏନେଇ ଆଜି କେରଳ ବିଧାନସଭାରେ ବିଶ୍ୱବିଦ୍ୟାଳୟ ନିୟମ (ସଂଶୋଧିତ) ବିଲ୍-୨୦୨୨ ପାରିତ ହୋଇଛି । ତେବେ ଏହି ବିଲକୁ ବିରୋଧୀ କଂଗ୍ରେସ ବିରୋଧ କରିଛି । ଜଣେ ଶିକ୍ଷାବିତ୍ ପରିବର୍ତ୍ତେ ସୁପ୍ରିମକୋର୍ଟ…

ଭିନ୍ନକ୍ଷମ କୁନିଝିଅକୁ ଡାକ୍ତର ଦେଲେ ନୂଆ ଜୀବନ; ଭିଡିଓ ଦେଖିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଥିରି ଥିରି ଚାଲୁଛି କୁନି ଝିଅ । ଉଠରେ ହସ ଫୁଟି ବାହାରି ଆସୁଛି । ସେ ଖୁସିର ଝଲକ ଆଖିରେ ବି  ବାରି ହୋଇ ପଡ଼ୁଛି । ଝିଅ ଓଠର ହସ ଆଉ ଆଖିର ଚମକ ଦେଖି ଆଖି ଓଦା ହୋଇଯାଇଛି ମା’ର । ମା’ର ହାତ ଧରି ଝିଅ ଏମିତି ଚାଲିବ ହୁଏତ ମା’ ମନରେ ନ ଥିଲା । ଆଜି ସେ ଦୃଶ୍ୟ ଦେଖି ମନ ତାର…

କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରକୁ ଫିକି ସିଏସଆର ସମ୍ମାନ

ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାରରେ ସମ୍ମାନିତ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକି ସିଏସଆର ସମ୍ମିଳନୀରେ କେନ୍ଦ୍ର…

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ…