ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ବିଧି ଆଲୋଚନା ପ୍ରସଙ୍ଗରେ ଆମେ ଆଲୋଚନା କରିଛେ। ସକାଳ ଧୂପ ବିଷୟରେ ସକାଳ ଧୂପରେ କୋଠ ଭୋଗ ପାକ ହୋଇ ସାରିବା ପରେ, ପ୍ରଭୁଙ୍କ ପାଖରେ ଭୋଗ ଲାଗିବା ପାଇଁ ପ୍ରସ୍ତୁତି ହୋଇଥାଏ।…