Latest Odisha News

BREAKING NEWS

ଶିଶୁ କବିତା : ସାଧବ ବୋହୂ

ପ୍ରଣତି ଆଚାର୍ଯ୍ୟ ମିଶ୍ର  ସାଧବ ବୋହୂ ଲୋ ସାଧବ ବୋହୂ ନାଲି ପାଟପିନ୍ଧି କୁଆଡେ ଯାଉ।। ଆ ମୋପାଖକୁ ଦେବି ଆଉଁସି ବରଷା ହେଉଛି ଯାଆନା ରୁସି।। ଭୁଲି ଗଲୁ କି ତୋ ଘର ଠିକଣା ଖୋଜି ଖୋଜି ହେଲୁ ତୁ ବାଟବଣା।। ମଖମଲି ନାଲି ଦେହଟି ତୋର ବରଷକେ ଥରେ ଆସୁ ମୋ ଘର।। ଆ ତୋତେ…

ଆଜି ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ

ସିମଲା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ହିମାଚଳ ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଆଜି ସେ ଶପଥ ନେବେ । ତାଙ୍କ ଶପଥ ସମାରୋହରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି । ପୂର୍ବାହ୍ନ ୧୧ଟାରେ ହିମାଚଳପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…

ରେଳ ଲାଇନ୍ ମରାମତି ପାଇଁ ବିଭିନ୍ନ ଟ୍ରେନ୍ ବାତିଲ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଭୁବନେଶ୍ବର-କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ-ଅନୁଗୁଳ ଦୋହରିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…

କବିତା : ମାୟାମୃଗ ଗପ

ବିଶ୍ବରଂଜନ ଦାଶ  ମୁଁ ଏକା ନାହିଁ ସହରେ ହେଇନି କାହାର ସଞ୍ଜ ନଇଁ ଗଲେ ରାତି ସକାଳକୁ ଭୁଲେ, ଅପାଶୋରା ଗୀତଟେ ମୁଁ ଭାବ ଯା ଅଭାବ ଥରେ ଗଡି ଗଲେ ଲୁହ ଆଖି କଥା ଭୁଲେ ।। ଛୋଟ ଏଇ ଜୀବନରେ ବଡ କିଛି ନାହିଁ ସମ୍ପର୍କ ବି ବେଳେ ବେଳେ ବୋଝ ଲାଗି ଯାଏ ଏ କାନ୍ଧର ଦୁଃଖ ଏଠି ସେ କାନ୍ଧ…

ଭାଷା ଭାଗବତ : ଶବ୍ଦର ଆଦାନ ପ୍ରଦାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଆଦାନ ପ୍ରଦାନ ଭାଷାରେ ହୁଏ ପ୍ରତିକ୍ଷଣ ବହୁ ଭାଷାରୁ ଶବ୍ଦ ନେଇ ଭାଷାଟେ ସମୃଦ୍ଧ ହୁଅଇ ଭାଷାରେ ଥିଲେ ବ୍ୟତିକ୍ରମ ସୁଦ୍ଧା ହୋଇଲେ ବୋଧଗମ୍ୟ ଭାଷୀଏ ପାରଂତି ସଂଭାଳି ତେଣୁ ଭାଷାଟେ ପାରେ ଚଳି କୌଣସି ଭାଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ବୁଲୁ ବୁଲୁ ଆମେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଛେ। ଏହା ମଧ୍ୟ ଜାଣିଲେ ଯେ ସତ୍ୟବାଦୀରେ ଥିବା ରାଧା କୃଷ୍ଣଙ୍କ ବିଗ୍ରହ ପ୍ରଥମେ ଏହିଠାରେ…

ବନ ବିଭାଗ କାର୍ଯ୍ୟାଳୟ ଠାରୁ ୧ କିଲୋମିଟର ଦୂରରୁ ଦନ୍ତା ହାତୀର ମୃତଦେହ ଠାବ

ଅନୁଗୁଳ: ପୁଣି ଅନୁଗୁଳରେ ଆଖି ବୁଜିଲା ଦନ୍ତା ହାତୀ । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଯାହା ପରେ ବନ ବିଭାଗର ପାରିବା ପଣିଆ ପଦାରେ ପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ୧…

ଡିଜେ ବଜାଇବାକୁ ମନା କରିବାରୁ ପୋଲିସ ବାବୁଙ୍କ କାନ କାମୁଡ଼ି ଦେଲେ ବରଯାତ୍ରୀ

ଭୁବନେଶ୍ୱର: ବାହାଘର ଶୋଭାଯାତ୍ରାରେ ମଦ ପାଇଁ ବରଯାତ୍ରୀଙ୍କ ଉତ୍ପାତ କଥା ଆପଣ ଦେଖିଥିବେ ଅବା ଜାଣିଥିବେ । ହେଲେ କେବେ ଶୁଣିଛନ୍ତି ଡିଜେ ବଜାଇବା ଲାଗି ମନା କରିବାରୁ ବରଯାତ୍ରୀ କାନ କାମୁଡ଼ି ଦେବା ତାହା ପୁଣି ପୋଲିସ ବାବୁଙ୍କର ମାନେ ମାମୁଙ୍କର । ଆଜ୍ଞା ହଁ ଏମିତି ଘଟିଛି ଖୋଦ୍ ରାଜଧାନୀ…

ଏଥର ବିଧିବଦ୍ଧ ଭାବେ ଆଇଓଏର ପ୍ରଥମ ମହିଳା ସଭାପତି ହେଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି ମହାନ ଆଥଲେଟ ପିଟି ଉଷା । ୫୮ ବର୍ଷୀୟା ଉଷା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିରୋଧରେ କେହି ଛିଡା ହୋଇ ନ ଥିବାରୁ ସେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଥିଲା । ଶନିବାର…

ବ୍ରହ୍ମପୁରର ୬ ନର୍ସିଂହୋମ ଉପରେ ଚଢ଼ଉ

ବ୍ରହ୍ମପୁର:ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଶନିବାର ସନ୍ଧ୍ୟାରେ ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। ଚଢ଼ଉ…