Latest Odisha News

BREAKING NEWS

‘ପ୍ରତୀକ୍ଷା’ ଓଡ଼ିଆ ଫିଲ୍ମ ଦେଖିବାକୁ ସିନେମା ହଲରେ ଛାତ୍ରଛାତ୍ରୀଙ୍କ ଭିଡ଼

ଭୁବନେଶ୍ୱର: ଦର୍ଶକଙ୍କୁ ମତୁଆଲା କରୁଛି ଓଡିଆ ଫିଲ୍ମ ପ୍ରତୀକ୍ଷା । ଫିଲ୍ମ ହଲ୍ ପୂରା ହାଉସଫୁଲ୍ । ପ୍ରତୀକ୍ଷାକୁ ଭଲ ରେସ୍ପଣ୍ଡ ମିଳୁଛି ।  ଡିସେମ୍ବର ୨ରେ ରିଲିଜ ହୋଇଥିଲା ପ୍ରତୀକ୍ଷା ।  ପ୍ରଥମ ଦିନରୁ ହାଉସଫୁଲ ରହୁଛି ସିନେମା ହଲ୍ । ସ୍ତୁଲି ଫିଲ୍ମ ହଲରେ ସବୁ ବୟସର ଲୋକଙ୍କୁ…

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ୧୦ ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲା ସରୋଜ । ତେବେ ଆବଶ୍ୟକ ପଡିଲେ ଥାନାରେ ଆସି ସେ…

‘ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ, ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ’

କଟକ: ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ । ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ । ଏହା କହିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନା ଟପ୍ପୋ । ଓଡ଼ିଶା ପୋଲିସର ତଦନ୍ତ ଶୀଥିଳ ଓ ଦିଗହରା  ବୋଲି କହି ଗତକାଲି ହାଇକୋର୍ଟ ଆନନ୍ଦ ଟପ୍ପୋ ହତ୍ୟା ମାମଲାର ତଦନ୍ତ ଭାର ଭୁବନେଶ୍ୱର…

ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡ଼ରେ ୩ ଜଣଙ୍କ ନାଁ, ହାଇକମାଣ୍ଡ ନେବେ ନିଷ୍ପତ୍ତି

ସିମଲା: କିଏ ହେବେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ଚୂଡ଼ାନ୍ତ ହୋଇପାରୁନି ନାଁ । ତିନି ଜଣଙ୍କ ନାଁ ପ୍ରସ୍ତାବ ରହିଛି । ଏନେଇ କଂଗ୍ରେସ ହାଇକମାଣ୍ଡ ନେବେ ନିଷ୍ପତ୍ତି । ହିମାଚଳପ୍ରଦେଶଳରେ ସରକାର ଗଠନ ପାଇଁ ବହୁମତ ହାସଲ କରିବା ପରେ କଂଗ୍ରେସ ପାଇଁ ଅଡ଼ୁଆ ବଢିଛି । ଗତକାଲି ନବନିର୍ବାଚିତ…

ତାମିଲନାଡୁ ଉପକୂଳରେ ମାଡ଼ ହେଲା ସାମୁଦ୍ରିକ ଝଡ଼ ମାଣ୍ଡୋସ, ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା

ଚେନ୍ନାଇ: ତାମିଲନାଡୁରେ ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍ । ୭୫ କିଲୋମିଟର ଘଣ୍ଟା ପ୍ରତି ବେଗରେ ତାମିଲନାଡୁ ସମୁଦ୍ରକୂଳ ପାର କରିଛି ମାଣ୍ଡୋସ୍ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଛି । ଶୁକ୍ରବାର ରାତି ସାଢେ ୧୦ଟାରେ ଚେନ୍ନାଇ ନିକଟ ମାଲାପୁରମ(ମହାବଳିପୁରମ) ଠାରେ ଲ୍ୟାଣ୍ଡଫଲ୍ କରିଛି…

ବୋରଓ୍ୱେଲ୍ ଭିତରେ ଚାଲିଗଲା ତନ୍ମୟର ଜୀବନ

ଭୋପାଳ : ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ ।  ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋରଓ୍ୱେଲର ୫୫ଫୁଟ୍ ତଳକୁ ସେ ଖସି ପଡିଥିଲା । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ ତାର ମୃତଦେହକୁ ଉଦ୍ଧାର କରିଛି । ତାର ମୁହଁ ତଳକୁ ହୋଇଥିବାରୁ ସେ…

ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ମୁଖ୍ୟମନ୍ତ୍ରୀ…

ଭାଷା ଭାଗବତ : ଅଲଭ୍ୟ ନିର୍ଦିଷ୍ଟ ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁ ଓ କୁ ବ୍ୟକ୍ତିର ଧାରଣା ' ଗୁଣ 'କୁ ସେ ସବୁ ଅଜଣା ଯାହାକୁ ଯେତେ ବେଶି ଜଣା ସେ ହୁଏ ସେତେ ବେଶି ବଣା ମିଳେନି ଲକ୍ଷ୍ୟର ଠିକଣା ଲାଗେ ଅଧିକ କଟକଣା ବହୁତ ହୁଏ ନିଆଅଣା କାହାକୁ ମିଳେନି ପାଉଣା ବିଶ୍ବାସ ସହ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ବେଢା ବୁଲା କରୁ କରୁ ଆଜି ଆଲୋଚନା କରିବା ମହାପ୍ରଭୁ ସାକ୍ଷୀଗୋପାଳଙ୍କ ବିଷୟରେ। ଶ୍ରୀ ସାକ୍ଷୀଗୋପାଳଙ୍କ କଥା ମନକୁ ଆସିଲେ, ସଙ୍ଗେ ସଙ୍ଗେ ମନେ ପଡନ୍ତି…

ଜଗା ପ୍ରେମରେ ଉବୁଟୁବୁ ଗୀତିକାର ବିଜୟ କୁମାର ମିଶ୍ର

ପୁରୀର ବିଜୟ କୁମାର ମିଶ୍ରଙ୍କୁ କିଏ ବା ନ ଜାଣେ । ଗୀତ, କବିତା, ଭଜନ, ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ସେ ଜଗାଙ୍କ ପାଇଁ ଉତ୍ସର୍ଗୀକୃତ କହିଲେ ଭୁଲ ହେବନି । ଗୀତ, କବିତା ଲେଖି ଆସୁଥିଲେ ମଧ୍ୟ ସରକାରୀ ଚାକିରୀରୁ ଅବସର ନେବା ପରେ ସେ ସମ୍ପୂର୍ଣ୍ଣ ଭାବେ ଜଗା ପ୍ରେମରେ ପଡି ଯାଇଥିଲେ । ଆଉ ଯାହା…