Latest Odisha News

BREAKING NEWS

ଗୁଜରାଟରେ ଗଡ଼ ବଜାୟ ରଖିବ କି ବିଜେପି? ହିମାଚଳରେ କାଣ୍ଟେ କା ଟକ୍କର; ଏକଜିଟ୍ ପୋଲ୍ ଦେଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟ୍ ରେ ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି ହେଉଛି । ଗୁଜରାଟରେ ୨୭ ବର୍ଷର ଶାସକ ବିଜେପି ବିଜୟ ଆଶା ବାନ୍ଧିଛି । ସେପଟେ ହିମାଚଳପ୍ରଦେଶରେ ବିଜେପି ପୁଣି ଥରେ ଶାସନକୁ ଆସିବାକୁ ଜୋର୍…

ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ବିଜେଡ଼ି ସମ୍ପାଦକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର…

ପୋଷ୍ଟାଲ ବାଲାଟ୍ ଗଣତି ସରିଲା, ଇଭିଏମ୍ ଗଣତି ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି । ସକାଳ ୮ଟାରେ ପୋଷ୍ଟାଲ ବାଲାଟରୁ ଗଣତି ସରିଛି । ୨୯୬ଟି ପୋଷ୍ଟାଲ ବାଲାଟ ଗଣତି ହୋଇଛି । ଅନୁପସ୍ଥିତ ଭୋଟରଙ୍କ ମଧ୍ୟରେ ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ସାମିଲ ଅଛନ୍ତି । ସାଢେ…

ମୈନପୁରୀ ଲୋକସଭା ଓ ୬ ବିଧାନସଭା ଉପନିର୍ବାଚନର ଆସିବ ରେଜଲ୍ଟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଗୁଜରାଟ ବ୍ୟତୀତ ମୈନପୁରୀ ଲୋକସଭା ସିଟ୍ ଓ ୬ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ମୈନପୁରୀ ସିଟ୍ ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଛି । ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି ।…

ଆଜି ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳ । ଗୁଜରାଟର ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି । ଉଭୟ ରାଜ୍ୟରେ ବିଜେପି କ୍ଷମତା ବଜାୟ ରଖିବା ନେଇ ଆଶାବାଦୀ ଅଛି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ଆରମ୍ଭ ହେବ । ନଭେମ୍ୱର ୧୨ରେ…

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ, ୨୩ ରାଉଣ୍ଡରେ ଗଣତି

ପଦ୍ମପୁର: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ଫଳ । ଆଉ କିଛି ସମୟର ଅପେକ୍ଷା । ଟ୍ରେଣ୍ଡ ଧୀରେ ଧୀରେ ବଢିବା ସହିତ ଫଳାଫଳ ଜଣାପଡିବ । ମୋଟ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ସାଢେ ୮ଟାରେ ଇଭିଏମ ଭୋଟ୍ ଗଣତି ହେବ ।…

ଦେଇଥିଲେ ପାଇ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଓଡ଼ିଶାର ପୁରପଲ୍ଲୀରେ ଘୁରି ବୁଲୁଥିବା ଚକୁଳିଆ ପଣ୍ଡାମାନଙ୍କର ଗୀତ ପଦେ ମନେ ପଡେ। “ ଦେଇଥିଲେ ପାଇ ମା’ ଲୋ ଖୋଇଥିଲେ ଖାଇ, ପଡିଆ ବାରିରେ ମା’ ଲୋ ଗୋଧନ ଚରାଇ “ ଅର୍ଥାତ୍ ଦରକାର ସମୟରେ କାହାକୁ କେବେ କିଛି ଦାନ ଦେଇଥିଲା ଲୋକଟିର ଜୀବନରେ…

ଅନୁବାଦ କବିତା : ହେ ସୂର୍ଯ୍ୟ

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ହେ ସୂର୍ଯ୍ୟ, ଶୀତ ସକାଳର ଦୀର୍ଘ ଏଇ ଥଣ୍ଡା କାକରର ରାତି ପରେ କରୁ ଆମେ ତୁମରି ପ୍ରତୀକ୍ଷା । ଚାଷୀର ଚଞ୍ଚଳ ଆଖି ଧାନ କଟାର ରୋମାଞ୍ଚ ଭରା ଦିନଗୁଡ଼ିକ ପାଇଁ ଅପେକ୍ଷା କଲା ପରି। ହେ ସୂର୍ଯ୍ୟ, ତୁମେ ତ ଜାଣିଛ କେତେ ଅଭାବ ଆମର ଗରମ…

କ୍ଷୀର ସହ ହେଙ୍ଗୁ ଖାଇଲେ ମିଳେ ଏହି ଫାଇଦା …..

ଓଡ଼ିଶା ସମ୍ବାଦ ବ୍ୟୁରୋ : ଦୈନନ୍ଦିନ ଜୀବନରେ ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିତାନ୍ତ ଜରୁରୀ  । ବିଭିନ୍ନ ଖାଦ୍ୟ ଭିତରେ କ୍ଷୀର ହେଉଛି ଉତ୍ତମ ପାନୀୟ  ।  ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ  । ତେବେ କ୍ଷୀର ସହ ହେଙ୍ଗୁକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ…

ଭାଷା ଭାଗବତ : ଧର୍ମ, ସଂସ୍କୃତି, ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧର୍ମକୁ କଲେ ପ୍ରଦର୍ଶନୀ ହୁଏ ଧର୍ମର ମାନହାନି ରହିବା ସ୍ବଧର୍ମ ସହିତ ହେବାନି ଆଦୌ ପ୍ରଦର୍ଶିତ ବ୍ୟକ୍ତିର ଅଂତରଂଗ ଭକ୍ତି ବୁଦ୍ଧି, ଜ୍ଞାନ, ବିବେକ, ଶକ୍ତି ଲୋଡ଼େନି କାହାର ସ୍ବୀକୃତି ଅଥବା ଗୋଷ୍ଠୀର ସଂପୃକ୍ତି…