Latest Odisha News

BREAKING NEWS

ଦିଲ୍ଲୀରେ ଗର୍ଜିଲେ ପଶ୍ଚିମ ଓଡ଼ିଶାବାସୀ, ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ ଗଠନ ଦାବି

ନୂଆଦିଲ୍ଲୀ: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯାଉ । ଗଠନ ହେଉ ସ୍ୱତନ୍ତ୍ର ହିରାଖଣ୍ଡ ରାଏଜ୍ । ଏହି ୨ଟି ପ୍ରମୁଖ ଦାବିକୁ ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ…

ଇଡି ସାମ୍ନାରେ ସତ ଓଗାଳି ପାରନ୍ତି ଅର୍ଚ୍ଚନା

ଭୁବନେଶ୍ୱର:ଇଡି ସାମ୍ନାରେ ସବୁ ସତ ଖୋଲି ପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବଡବଡିଆଙ୍କ ମୁଖା ଖୋଲି ଦେଇ ପାରନ୍ତି । ଆଜି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ସୂଚନା ଦେଇ ଯାଇଛନ୍ତି ଅର୍ଚ୍ଚନା । ଆଜି ଇଡି ସାମ୍ନାକୁ ଯିବା ପୂର୍ବରୁ ଅର୍ଚ୍ଚନାଙ୍କୁ ଡାକ୍ତର ଚେକଅପ ପାଇଁ…

୨୦୨୨ର ଏହି ପରାଜୟକୁ ଭୁଲି ପାରିବେନି ଭାରତୀୟ କ୍ରିକେଟପ୍ରେମୀ

୨୦୨୨ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ମିଶ୍ରିତ ଫଳ ଆଣିଛି । ଓଭରାଲ ଟିମ ଇଣ୍ଡିଆ ୬୭ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୪୩ ବିଜୟ ହାସଲ କରିଛି । ପ୍ରଦର୍ଶନ ବିଚାରକୁ ନେଲେ ଏହା ଏତେଟା ଖରାପ ନୁହେଁ । ମାତ୍ର ୬ଟି ପରାଜୟକୁ ଭାରତୀୟ ପ୍ରଶଂସକ ଭୁଲି ପାରି ନାହାନ୍ତି । ଦକ୍ଷିଣ ଆଫ୍ରିକାଠାରୁ…

ସମସ୍ତଙ୍କ ଭଲପାଇବା ପାଇ ମୁଁ ସୁସ୍ଥ ଅଛି : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ : ଝିଅ ପାଇଁ ମିଳିଛି ନୂଆ ଜୀବନ । ବାପାଙ୍କୁ କୀଡନି ଦାନ କରି ପତୃଋଣ ସୁଝିବାର ଛୋଟ ପ୍ରୟାସ କରିଛନ୍ତି ଝିଅ ରୋହିଣୀ ! ଅସ୍ତ୍ରୋପଚାର ସଫଳ ପରେ ଝିଅ ରୋହିଣୀଙ୍କୁ ପାଖରେ ଦେଖି ଭାବ ପ୍ରବଣ ହୋଇପଡ଼ିଛନ୍ତି ଲାଲୁ ଯାଦବ । ତାଙ୍କ ମୁହଁରୁ ଯେମିତି ଝରି ପଡୁଛି କୃତଜ୍ଞତା ମିଶା…

ପୁଣି ମୁହଁ ଖୋଲିଲେ ଅର୍ଚ୍ଚନା, ‘ମୁଁ କହିଲେ ଓଡ଼ିଶା ବଦଳି ଯିବ, ୩୦ ମିନିଟ୍ ଦିଅନ୍ତୁ’

ଭୁବନେଶ୍ୱର: ମୋତେ ସମୟ ଦିଅ, ସବୁ କହିବି, ସମସ୍ତଙ୍କ ମୁଖା ଖୋଲିବି । ହନିଟ୍ରାପ୍ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଆଜି ପୁଣି ପୋଲିସ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ, ଓଡ଼ିଶା ବଦଳି ଯିବ । ଏଥିପାଇଁ ତାଙ୍କୁ ୩୦ ମିନିଟ୍ ସମୟ ଦେବା ଦରକାର ବୋଲି…

ଫିଫା ବିଶ୍ୱକପ: ବ୍ରାଜିଲ, କ୍ରୋଏସିଆ କ୍ୱାର୍ଟରରେ

ଦୋହା: ୫ଥର ଚାମ୍ପିୟନ ବ୍ରାଜିଲ ଚମତ୍କାର ପ୍ରଦର୍ଶନ କରି ଚଳିତ ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ବ୍ରାଜିଲ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ସହଜରେ ପରାସ୍ତ କରିଥିଲା । ଭିନିସିୟସ ଜୁନିୟରମ(୭ମ), ନେମାର (୧୩ତମ), ରିଚାର୍ଲିସନ (୨୯ତମ) ଓ ଲୁକାସ ପାକ୍ୱେଟା ୩୬ତମ ମିନିଟରେ…

ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ ‘ବେଲୁଗା’

ହାଇଦ୍ରାବାଦ:ବିମାନବନ୍ଦରରେ ଓହ୍ଲାଇଲା ବିଶ୍ୱର ସବୁଠାରୁ ବଡ କାର୍ଗୋ ବିମାନ  ବେଲୁଗା । ମଙ୍ଗଳାବର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରେ ଓହ୍ଲାଇଛି ଏହି  କାର୍ଗୋ ବିମାନ । ଏୟାରବସ୍ ବେଲୁଗା ଏଭଳି ଏକ କାର୍ଗୋ ବିମାନ ଯାହା ଦେଖିବାକୁ ଏକ ବଡ ହ୍ୱିଲ ମାଛ ପରି  ।…

ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ, ଅଯୋଧ୍ୟାରେ ହାଇଆଲର୍ଟ

ନୂଆଦିଲ୍ଲୀ : ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ  । ୧୯୯୨ରେ ବାବରୀ ମସଜିଦ ଭାଙ୍ଗିଥିଲେ କାର ସେବକ ।  ୫ଘଣ୍ଟାରେ ଧ୍ୱଂସଲୀଳା ରଚିଥିଲେ ଦେଢ ଲକ୍ଷ କର୍ ସେବକ । ଅଯୋଧ୍ୟାରେ ହାଇଆଲର୍ଟ ଓ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା…

ଛୁରାମାଡ଼ରେ ଯୁବକ ଗୁରୁତର ଆହତ

ବଡ଼ବିଲ : ପୁରୁଣା ବସ ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼ । ବସ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ଆହତ ହୋଇଥିବା ଯୁବକଙ୍କ ନାମ ଏମ୍ ଡି ଆକବର । ସେ ନ୍ୟୁ ମାର୍କେଟ ଅଞ୍ଚଳର ବୋଲି ଜଣାପଡ଼ିଛି  । ଛୁରାମାଡ଼ ଯୋଗୁଁ ତାଙ୍କ ଯୁବକ ଜଣକର ବାମପଟ ପେଟରେ…