କଟକରେ କାଳବୈଶାଖୀର ତାଣ୍ଡବ, ବନ୍ଦ ହୋଇଯାଇଛି ଘରର ଆଲୁଅ
କଟକ: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସୋମବାର ସନ୍ଧ୍ୟାରେ ବିଜୁଳି, ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।
ଏହାର ପ୍ରଭାବରେ କଟକରେ ବିଭିନ୍ନ ସ୍ଥାନରେ ଗଛ ପଡିଯିବା ସହ ବିଦ୍ୟୁତ ଖୁଣ୍ଟ ନଇଁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ…