Latest Odisha News

BREAKING NEWS

ଭାଷା ଭାଗବତ : ଦ୍ବିଧା ସହିତ କବି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧନ ମିଳିଲେ ସଂଚି ରଖେ ଜ୍ଞାନ ମିଳିଲେ ବଂଚି ଶିଖେ ମନକୁ କଲେ ଦ୍ବିଧା-ଘର ନ ହୁଏ ଲିଖନ ତତ୍ପର କେବଳ ଭାବି, ଭାବି, ଭାବି ସମୟ ସାରୁଥିଲେ କବି ଦିଶେନି କେବେ ସ୍ପଷ୍ଟ ଛବି ଭାବନା ଆପେ ଯାଏ ଦ୍ରବି ସବୁ ଥାଇ ବି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ କଳ୍ପବଟ ସଂନିକଟ ମା ଇନ୍ଦ୍ରାଣୀଙ୍କୁ ଦର୍ଶନ କଲେ। ଏହି ମା ଇନ୍ଦ୍ରାଣୀଙ୍କ ଶିବ ସ୍ୱରୂପ ଶ୍ରୀକ୍ଷେତ୍ରପାଳଙ୍କୁ ଆଜିଦର୍ଶନ କରିବା।…

ହକି ସିରିଜ: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ହକି ସିରିଜରେ ରବିବାର ଭାରତ ପୁର୍ନବାର ପରାଜୟବରଣ କରିଛି । ଅଷ୍ଟ୍ରେଲିଆ ୭-୪ରେ ବିଜୟ ହାସଲ କରିବା ସହ ଏହି ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ବିଶ୍ୱକପ ପ୍ରସ୍ତୁତି ପାଇଁ ଭାରତ ଏହି ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ।…

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି…

‘ବିଜେବି ଫ୍ରେଣ୍ଡସ’ ପକ୍ଷରୁ ଆନ୍ତଃମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ଅୟୋଜିତ

ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ "ପକ୍ଷରୁ ରବିବାର ଆନ୍ତଃ ମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ୟୁନିଟ୍ ୨ ସ୍ଥିତ ଗୀତ ଗୋବିନ୍ଦ ଭବନରେ ଅୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ…

ବିଶ୍ୱକପ ଫୁଟବଲ ବିପର୍ଯ୍ୟୟ ନମ୍ବର ୩: ବେଲଜିୟମକୁ ହରାଇଲା ମରକ୍କୋ

ଦୋହା: ଚଳିତ ଫିଫା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ରବିବାର ଗ୍ରୁପ ଏଫର ଏକ ମୁକାବିଲାରେ ମରକ୍କୋ ଅପେକ୍ଷାକୃତ ଶକ୍ତିଶାଳୀ ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ୨୪ ବର୍ଷ ପରେ ମରକ୍କୋ ବିଜୟ ହାସଲ କରିଛି । ୧୯୯୮ରେ…

ସ୍ୱାସ୍ଥ୍ୟ ଗବେଷଣା ପାଇଁ ଭୁବନେଶ୍ୱର ଏମ୍ସ ସହ ଚୁକ୍ତି କରିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ଉତ୍କଳ ବିଶ୍ବବିଦ୍ୟାଳୟ। ଓଡ଼ିଶା ଏବଂ ଅନ୍ୟ ରାଜ୍ୟ ସହିତ ବିଶ୍ୱସମୁଦାୟର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଥମ ପସନ୍ଦ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଆପଣ ଯେଉଁ କ୍ଷେତ୍ରକୁ ଯିବେ ସବୁଠାରେ ଉତ୍କଳ ବିଶ୍ୱବଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ…

ଭାରତର ପ୍ରଥମ ମହିଳା ଆଇଓଏ ସଭାପତି ଦୌଡରେ ପିଟି ଉଷା

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ଦୌଡରେ ପ୍ରାର୍ଥୀ ହୋଇଛନ୍ତି । ରବିବାର ସେ ଏ ନେଇ ଅନ୍ୟ ୧୪ଜଣଙ୍କ ସହ ନୋମିନେଶନ ପତ୍ର ଦାଖଲ କରିଛନ୍ତି । ଯଦି ସେ ଏଥିରେ ବିଜୟୀ ହୁଅନ୍ତି ତାହାହେଲେ ପ୍ରଥମ ମହିଳା ଭାବେ ଆଇଓଏର ସଭାପତି ଦାୟିତ୍ୱ ତୁଲାଇବେ । ଆଇଓଏ…

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ…

ମିର୍ଜା-ମଲିକ ଶୋର ଚୁକ୍ତି ଯୋଗୁ ହୋଇ ପାରୁନି କି ସାନିଆ-ଶୋଏବଙ୍କ ଛାଡପତ୍ର ?

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ନେଇ ଗଣମାଧ୍ୟମରେ ଆଲୋଚନା ଜୋର ଧରିଥିଲା । ଏହା ପରେ ଉଭୟ ଦି ମିର୍ଜା-ମଲିକ ଶୋରେ ଏକତ୍ର କରିବା ଯୋଗୁ ଏହି ବିବାହ ବିଚ୍ଛେଦ ଖବର ଏକ ପବ୍ଲିସିଟି ଷ୍ଟଂଟ ବୋଲି ବିବେଚନା କରାଯାଉଥିଲା ।…