Latest Odisha News

BREAKING NEWS

ବଜାରରେ ବିକ୍ରି ହେଉଥିବା ଗୁଡ ଅସଲି କି ନକଲି ଜାଣିବେ କେମିତି?

ନୂଆଦିଲ୍ଲୀ: ଗୁଡ ଏପରି ଏକ ଜିନିଷ, ଯାହା ପ୍ରାୟ ସମସ୍ତେ ଖାଇଥା’ନ୍ତି। ଶୀତ ଋତୁରେ ଏହାର ବ୍ୟବହାର ଅଧିକ ଥାଏ। ଏବଂ ଏହା ନିଶ୍ଚିତ ଭାବରେ ସମସ୍ତ ଘରେ ବ୍ୟବହାର ହୋଇଥାଏ। ବଜାରରେ ଅନେକ ପ୍ରକାରର ଗୁଡ ବିକ୍ରି ହେଉଛି, କିନ୍ତୁ ବଜାରରେ ଯେତେବେଳେ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବାର…

ତିହାର ଜେଲରେ ଭିଆଇପି କଏଦୀଙ୍କୁ ଭିଆଇପି ସୁବିଧା ନେଇ ବିଜେପି, କଂଗ୍ରେସ କଲେ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତର ଜେଲରେ ସାଧାରଣ କଏଦୀ ଏବଂ ଭିଆଇପି କଏଦୀଙ୍କୁ ଭିନ୍ନ ଭିନ୍ନ ସୁବିଧା ମିଳୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ତେବେ ଦିଲ୍ଲୀର ତିହାର ଜେଲରେ ଭିଆଇପି ନେତାଙ୍କୁ ଯେଉଁଭଳି ସୁବିଧା ମିଳୁଛି ତାକୁ ନେଇ ସାରା ଦେଶରେ ଚର୍ଚା ହେଉଛି । ଏହାକୁ ନେଇ ଦିଲ୍ଲୀରେ କଂଗ୍ରେସ ଏବଂ…

EWS କୋଟା ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା EWS କୋଟା ଉପରେ ସୁପ୍ରିମକୋର୍ଟ ମୋହର ମାରିଥିଲେ। ଏବେ ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ପୁନଃ ପିଟିସନ ଦାଖଲ ହୋଇଛି।…

ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଖଣ୍ଡପୀଠ ଓ କେନ୍ଦ୍ର ସରକାର ମଧ୍ୟରେ ବିତର୍କ

ନୂୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ପାଇଁ କଲେଜିୟମ ଭଳି ଏକ ବ୍ୟବସ୍ଥା ହେଉ । ଏଭଳି ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଖଣ୍ଡପୀଠ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବିତର୍କ ହୋଇଛି। ଯେଉଁଥିରେ କଲେଜିୟମ ବ୍ୟବସ୍ଥାକୁ କେନ୍ଦ୍ର ସରକାର ପକ୍ଷ ରଖି ବିରୋଧ କରିଛନ୍ତି। ତେବେ…

ହକି ବିଶ୍ୱକପ ପାଇଁ ବିକ୍ରି ଆରମ୍ଭ ହେଲା ଟିକେଟ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ଦେଢ଼ ମାସ ରହିଲା  ହକି ବିଶ୍ୱକପ । ଜାନୁଆରୀ ୧୩ରେ ଭୁବନେଶ୍ବର, ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ । ଅନଲାଇନରେ ଏବେ ଟିକେଟ ପାଇପାରିବେ କ୍ରୀଡ଼ାପ୍ରେମୀ ।  ପେଟିଏମ ଇନସାଇଡର ସାଇଟରୁ ଟିକେଟ ପାଇପାରିବେ ।…

୧୪ ଘଣ୍ଟା ପରେ ଶ୍ରଦ୍ଧାଞ୍ଜଳି, ୧୨ ଘଣ୍ଟା ପରେ ଅକ୍ଷୟ ପରିଜା ଇଡି ଅଫିସରୁ ବାହାରିଲେ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ କରି ଆଜି ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଥମ ଥର ପାଇଁ ଏବଂ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରିଛି। ଉଭୟ ଯଥାକ୍ରମେ ୧୪ ଘଣ୍ଟା ଓ ୧୨ ଘଣ୍ଟା ଇଡି ଅଧିକାରୀଙ୍କ ଜେରାର ସାମ୍ନା କରିଛନ୍ତି। ମିିିିଳିଥିବା ସୂଚନା…

ଚୋରି କରିବାକୁ ଚୋର ଆସିଥିଲା ମହିନ୍ଦ୍ରା ଜିପ ଗାଡି଼ରେ, ମାଡ଼ିବସିଲେ ଲୋକେ

ଭୁୂବନେଶ୍ୱର: ଜଣେ ଚୋର ଚୋରି କରିବାକୁ ଆସିଲେ କେମିତି ଆସୁଥିବ? ଗାଡି ନହେଲେ ଚାରି ଚକିଆ କାର ଧରି ସଂଘ ବଦ୍ଧ ହୋଇ ଆସୁଥିବେ। ଉଦ୍ଦେଶ୍ୟ ହେଲେ ଚୋରି କରିବା ମାତ୍ରେ ଯେତେ ଶୀଘ୍ର ନିଜ ସୁରକ୍ଷିତ ସ୍ଥାନକୁ ପଳାଇବେ। ହେଲେ ଜଣେ ଚୋର ଏପରି କରିବାରେ ବିଫଳ ହୋଇଛି। ଆଉ ପରେ ସ୍ଥାନୀୟ…

ନକଲି ମାଟ୍ରିକ ସାର୍ଟିଫିକେଟ ବିକ୍ରି ଅଭିଯୋଗରେ ବୋର୍ଡ କାର୍ଯ୍ୟାଳୟର କର୍ମଚାରୀ ଗିରଫ

କଟକ: ନକଲି ହାଇସ୍କୁଲ ସାର୍ଟିଫିକେଟ୍ ବିକ୍ରି ଅଭିଯୋଗରେ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ କର୍ମଚାରୀଙ୍କୁ ବୁଧବାର ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭ୍ରମରବର ନାୟକ ବୋର୍ଡ କାର୍ଯ୍ୟାଳୟରେ ସୁଇପର ସୁପରଭାଇଜର ବା ଜମାଦାର ଭାବେ କାର୍ଯ୍ୟ କରୁଥିଲେ। ଭ୍ରମରବର କେନ୍ଦୁଝର…

ଅଫତାବ ମୋତେ ମାରିଦେବ: ମହାରାଷ୍ଟ୍ର ପୋଲିସ ଚାହିଁଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ର ପୋଲିସର ଅବହେଳା ସାମ୍ନାକୁ ଆସିଛି । ୨ ବର୍ଷ ପୂର୍ବରୁ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ କାଟିକି ଫୋପାଡି ଦେବାକୁ ଧମକ ଦେଇଥିଲା । ଏଥିପାଇଁ ଶ୍ରଦ୍ଧା ପୋଲିସକୁ ଚିଠି ଲେଖିଥିଲେ । ଚିଠିରେ ଶ୍ରଦ୍ଧା ଲେଖିଥିଲେ ସେ ଥାନାକୁ…

ନିଲମ୍ବିତ ହେଲେ ଅଧ୍ୟାପକ, ମନ୍ତ୍ରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ?

ଭୁବନେଶ୍ୱର: ପଦ୍ମପୁରରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ହେଲେ ୧୯ ତାରିଖ ଦିନ ସରକାରୀ କଲେଜର ଅଧ୍ୟାପକଙ୍କୁ ଡାକି ଉଚ୍ଚ ଶିକ୍ଷାମନ୍ତ୍ରୀ ଏକ ବୈଠକ କରିଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା। ଘଟଣାର ତଦନ୍ତ କରି ବରଗଡ ଜିଲ୍ଲା…