ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣା : ସିବିଆଇ
ମୁମ୍ବାଇ: ଦିଶା ସାଲିଆନ ମୃତ୍ୟୁ ମାମଲାରେ ଆଜି ସିବିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରୀ କରାଯାଇଛି । ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣାଜନିତ । ମଦ୍ୟପାନ ଯୋଗୁ ନିଶାଗ୍ରସ୍ତ ଅବସ୍ଥାରେ ସେ ଭାରସମ୍ୟ ହରାଇ ୧୨ତମ ମହଲାରୁ ଖସି ପଡିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ସିବିଆଇ କହିଛି ।…