Latest Odisha News

BREAKING NEWS

ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଛି । ତା ପୂର୍ବରୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ନିର୍ବାଚନ ଆୟୋଗରେ ଏହି ପଦବୀ ତୃତୀୟ ଶ୍ରେଷ୍ଠ ପଦବୀ । ପ୍ରାୟ…

ସାରା ଶର୍ମାଙ୍କ ‘ମାଇଁ ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…

ଭୁବନେଶ୍ୱର : ଆଇପିଏସ ସାରା ଶର୍ମାଙ୍କ ପୁସ୍ତକ ମାଇଁ 'ଏକ୍ସପେରିମେଣ୍ଟ ୱିଥ୍ କମ୍ୟୁନିଟି ପୋଲିସିଙ୍ଗ' ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।  ଆରକ୍ଷୀ ବିଭାଗର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ପୁସ୍ତକ ରଚନା ପାଇଁ ଆଗ୍ରହୀ ହୋଇଥବା ଯୋଗୁଁ ମୁଖ୍ୟମନ୍ତ୍ରୀ ଲେଖିକାଙ୍କୁ…

ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢ଼ା ବହି’ ମୁଖ୍ୟମନ୍ତ୍ରୀ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ପକ୍ଷୀଘର ପକ୍ଷରୁ ପ୍ରକାଶିତ ଗୋପବନ୍ଧୁ ଦାଶଙ୍କ କବିତା ସଙ୍କଳନ ‘ଅପଢା ବହି’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ପୁସ୍ତକ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ଭାଷାର ପ୍ରଚାର ପ୍ରସାର ଦିଗରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! " ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି…

ଶିଶୁ କବିତା : ଶୀତ ସକାଳ

ତରୁଣ କୁମାର ମିଶ୍ର  ଜୁଙ୍ଗଲୁ ଜାଙ୍ଗୁଲୁ ଶୀତ ସକାଳରେ ଦେହ ଖୋଜେ ଖରା ତାତି ଘର ଛାତପରେ କଅଁଳ ଖରାରେ ବସିଛନ୍ତି ଜେଜେ ନାତି। ନାତିହାତଠାରେ ଗେଣ୍ଡୁ ଫୁଲ ପାଇଁ ଛାତରେ ପାଉଛି ଶୋଭା ମହୁମାଛି ଉଡେ ଗୁଣୁଗୁଣୁ ହୋଇ ଆହା କେଡେ ମନଲୋଭା। ଜେଜେ ଧରିଛନ୍ତି ଆଜିର କାଗଜ ଖବର…

କବିତା : ମୁଁ କାଲି ଥିବି କି ନଥିବି

ରଜୀତ ଦାସ କାଲି ହୁଏତ ମୁଁ ନ ଥିବି ତମେ ଥିବ, କିମ୍ବା ତମ ପରେ ଥିବ ଆଉ କିଏ ତା ସହ ଥିବ ଏଇ ସମୁଦ୍ର ଗର୍ଜନ ପକ୍ଷୀଙ୍କର ମଧୁର କୁଜନ। ବହୁ ଥିବ ନଈ ଗାଁ ମୁଣ୍ଡ ପୋଖରୀରେ ଫୁଟୁଥିବ କଇଁ ଗଛ ସାରା ଫୁଟୁଥିବ ଫୁଲ ପବନ ରେ ଖେଳୁଥିବ ତଳମୁଣ୍ଡ ଗାଁ ଧାନ ବିଲ। ମୁଁ ଯେବେ ପିଲା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ବଟ ମଙ୍ଗଳାଙ୍କ ଠିକ ସମ୍ମୁଖରେ ବିରାଜମାନ କରିଛନ୍ତି ପଞ୍ଚ ମହାଦେବ। ଯଥା ଯମେଶ୍ୱର, ନୀଳକଣ୍ଠ, ଲୋକନାଥ(ଲୋକେଶ୍ୱର ) ମାର୍କଣ୍ଡେୟ,…

ଭାଷା ଭାଗବତ : ଭାଷାର ସଂବଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ମାତ୍ରକେ ବଂଧନ ତହିଁରୁ ମୁକୁଳିଲେ ଜନ ହୁଅଇ ପ୍ରକୃତ ସ୍ବାଧୀନ ଅର୍ଥାତ୍‌ ନିଜ ଇଚ୍ଛାଧୀନ ବାଛି ବିଚାରି କାର୍ଯମାନ କରେ ସେ ନିଜେ ସମାପନ ନିଜକୁ କରି ସଂଶୋଧନ ବିତାଏ ଆନଂଦେ ଜୀବନ ଅନ୍ୟର କଥାକୁ…

ଇଡି ହାତରେ ଅର୍ଚ୍ଚନାଙ୍କ କାର, ଏବେ ସାମ୍ନାକୁ ଆସିବ କିଏ ଦେଇଥିଲେ ଗାଡି କିଣିବାକୁ ପଇସା?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ନିଜ ହାତକୁ ନେବା ପରେ ପ୍ରାଥମିକ ଭାବେ ତିନୋଟି ଦିଗକୁ ଗୁରୁତ୍ୱ ଦେଇଥିଲେ  ଇଡି ଅଧିକାରୀ। ପ୍ରଥମେ ଶ୍ରଦ୍ଧାଞ୍ଜଳି, ଦ୍ବିତୀୟରେ ଖଗେଶ୍ବର ଏବଂ ତୃତୀୟରେ ନିଖୋଜ ଥିବା ଅର୍ଚ୍ଚନାଙ୍କ ଧଳା ରଙ୍ଗର ଫୋର୍ଡ ଏଣ୍ଡେଭର କାର। ୧୫ ଦିନ ମଧ୍ୟରେ…

ମିଳିଲା ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର

ଭୁବନେଶ୍ବର: ମିଳିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର (OD 02BP 2324। ଭୁବନେଶ୍ବର ଉପକଣ୍ଠ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଏହି କାରଟି ଜବତ ହୋଇଛି। ପରିତ୍ୟକ୍ତ ଅବସ୍ଥାରେ ଏହି ଧଳା ରଙ୍ଗର କାରଟି ରାସ୍ତା କଡରେ ଛିଡା ହୋଇଥିଲା। କିନ୍ତୁ କାରର ନମ୍ବର ପ୍ଲେଟ କାଢି…