Latest Odisha News

BREAKING NEWS

ଆଇପିଏଲରୁ ଅବସର ନେଲେ ପୋଲାର୍ଡ, ମୁମ୍ବାଇର ହେବେ ବ୍ୟାଟିଂ କୋଚ

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସେ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ । ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରିଥିଲା । ଏହା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସେ ମୁମ୍ବାଇର ବ୍ୟାଟିଂ…

ପ୍ରେମିକା ହେବା ପାଇଁ ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ : ପ୍ରେମ ଚିରନ୍ତନ ଶାଶ୍ବତ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ । ତେବେ ଆମେ ଅନେକ ପ୍ରକାରର ପ୍ରେମ କାହାଣୀ ଶୁଣିଛନ୍ତି । ହେଲେ ଏଭଳି ଏକ ପ୍ରେମ କାହାଣୀ ଆମ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଶୁଣିଲେ ତାଜୁବ୍‌ ହୋଇଯିବେ । ଆପଣ କେବେ ଶୁଣିଛନ୍ତି କି ଜଣେ ଝିଅ କାହାର…

କାଲି ବଙ୍ଗୋପସାଗରରେ ଲଘୁଚାପ, ୨ ଦିନ ବିଭିନ୍ନ ଜିଲ୍ଲାରେ ଦେଖାଯିବ କୁହୁଡ଼ି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନେଇ ଆକଳନ…

ଜ୍ୟାକଲିନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡ୍ରିଂ କେସରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପଟିୟାଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ୨ ଲକ୍ଷ ଟଙ୍କା ପର୍ସନାଲ ବଣ୍ଡ ଓ ସ୍ୟୁରେଟି ବଣ୍ଡ ଉପରେ ଜାମିନ ଦେଇଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ…

ବାଲିରେ ବିଶ୍ବ ନେତାଙ୍କ ଆଗରେ ମୋଦିଙ୍କ ଦବଦବା, କଟକ ବାଲିଯାତ୍ରାକୁ କଲେ ପ୍ରଶଂସା

ବାଲି : ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦବଦବା ଦେଖିବାକୁ ମିଳିଛି । ଏସବୁ ଭିତରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁଠୁ ବଡ଼ କଥା ହେଲା ଇଣ୍ଡୋନେସିଆ ସହ ଭାରତର ନିବିଡ ସମ୍ବନ୍ଧ କଥା ମନେ…

ନବରଙ୍ଗପୁରରୁ ଭାୟା ବୈଶିଙ୍ଗା ଦେଇ ରାଜସ୍ଥାନରୁ ଚଳାଉଥିଲେ ରାକେଟ୍, ଟାର୍ଗେଟରେ ଥିଲା ୪ ରାଜ୍ୟ

ଭୁବନେଶ୍ୱର: ୨ ଜଣ ସାଇବର ଅଭିଯୁକ୍ତ, ୪ ରାଜ୍ୟରେ କରୁଥିଲେ ଅନଲାଇନ୍ ଲୁଟ୍ । ଏମାନଙ୍କ ଟାର୍ଗେଟରେ ଥିଲା ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ । ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ରାଜସ୍ଥାନ ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଅଲୱରର ରାମଗଡ଼ରୁ ଗିରଫ କରିଛି । ଗିରଫ ୨…

ବାଲିରେ ପ୍ରବାସୀଙ୍କୁ ବାଲିଯାତ୍ରା କଥା କହିଲେ ମୋଦୀ

ବାଲି: ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କଲା ବେଳେ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରୁ ୧୫ଶହ କିଲୋମିଟର ଦୂର କଟକସ୍ଥିତ ବାଲିଯାତ୍ରା ମହୋତ୍ସବର ସ୍ମରଣ କରାଇଲେ ମୋଦୀ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ମରଣୀୟ ରଖିବା…

ବାଲିରେ ୫ ଟି ବ୍ୟାଙ୍କ ମଧ୍ୟରେ ଏମଓୟୁ

ବାଲି: ଇଣ୍ଡୋନେସିଆର ବାଲିଠାରେ ଜି-୨୦ ଶିଖର ସମ୍ମିଳନୀରେ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ସଦସ୍ୟ ରାଷ୍ଟ୍ର । ସୀମା ପାର୍ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ପାଇଁ ୫ ଟି ବିଦେଶୀ ବ୍ୟାଙ୍କ ପରସ୍ପର ମଧ୍ୟରେ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏଗୁଡିକ ହେଉଛନ୍ତି ବ୍ୟାଙ୍କ ଇଣ୍ଡୋନେସିଆ,…

ଦିନଟିଏ ବଢ଼ିଲା କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

କଟକ : ଗୋଟିଏ ଦିନ ବଢ଼ିଲା ଐତିହାସିକ ବାଲିଯାତ୍ରା । ବୁଧବାର ଶେଷ ହେବାର ଥିଲା ଗୁରୁବାର ସରିବ ବାଲିଯାତ୍ରା । ଏନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ଦାବିକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଦୁଇ ଦିନ ବଢ଼ାଇବା ପାଇଁ କଟକ ମେୟରଙ୍କ ତରଫରୁ…

ଦଙ୍ଗା ମାମଲାରେ ଦୋଷୀ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କଲା ବିଜେପି

ଲକ୍ଷ୍ନୌ: ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେଲେ ମୁଜଫରନଗର ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକଙ୍କ ପତ୍ନୀ । ଖତୌଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ରାଜକୁମାରୀ ସୈନିଙ୍କୁ ଟିକେଟ୍ ଦେଇଛି । ରାଜକୁମାରୀ ସୈନି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ସୈନିଙ୍କ ପତ୍ନୀ…