Latest Odisha News

BREAKING NEWS

ପଦ୍ମ ପୋଖରୀରେ ବୁଡ଼ି ମହିଳା ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପଦ୍ମ ପୋଖରୀରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟପୁରାକାଟେଣୀ ପଞ୍ଚାୟତ ପଦ୍ମପୋଖରୀ ଗାଁର ରାଧା ଦେହୁରୀ । ରାଧା ସକାଳୁ ଘର ପାଖ ବେଣାପାଟିଆ ପୋଖରୀକୁ ଶୌଚ…

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ଅଡୁଆରେ ଟିଏମସି ନେତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି ଅଡୁଆରେ ପଡିଛନ୍ତି ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି । ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଖିଳ ଗିରି ନନ୍ଦିଗ୍ରାମରେ ଏକ ରାଲିରେ ଭାଷଣ ଦେଉଛନ୍ତି । ରାଷ୍ଟ୍ରପତିଙ୍କ ରଙ୍ଗ, ରୂପକୁ ନେଇ ସେ ଅତି କୁତ୍ସିତ…

ନଭେମ୍ୱର ୧୫ରେ ମହାକାଶକୁ ଯିବ ଭାରତର ପ୍ରଥମ ଘରୋଇ ରକେଟ୍

ଶ୍ରୀହରିକୋଟା: ଭାରତର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ । ଆଉ ମାତ୍ର ଦୁଇ ଦିନ ପରେ ନଭେମ୍ୱର ୧୫ ତାରିଖରେ ଏହାକୁ ମହାକାଶକୁ ପ୍ରେରଣ କରାଯିବ  । ହାଇଦ୍ରାବାଦର ଅନ୍ତରୀକ୍ଷ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ଗତକାଲି ଏନେଇ ଘୋଷଣା କରିଛି । ଏହି ମିଶନର ନାଁ ରହିଛି ‘ପ୍ରାରମ୍ଭ’ । ୩…

୬୮ ବିଧାନସଭା ଆସନ ପାଇଁ ହିମାଚଳପ୍ରଦେଶରେ ଭୋଟିଂ ଆରମ୍ଭ

ସିମଲା: ଆରମ୍ଭ ହେଲା ହିମାଚଳ ପ୍ରଦେଶ ଭୋଟିଂ । ଆଜି ହିମାଚଳ ପ୍ରଦେଶର ୬୮ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ସେଥିରୁ ୨୪ ଜଣ ମହିଳା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ ଅପା ଆଉ ଗୋଟେ କଥା ଯାହା ତୁମ ମୋ ଭିତରର କଥା କହୁଚି ଶୁଣ ,ସାଗର ଛଦ୍ମ ( ସମୀର)ନାଁ ରେ ସମ୍ଭବଙ୍କର କ୍ଳାଇଣ୍ଟ ଭାବରେ ଫୋନ କରିଥିଲା ଯେଉଁ ନମ୍ବର କି ସମ୍ଭବଙ୍କର କିନ୍ତୁ ମାୟା ବ୍ୟବହାର କରୁଥିଲା । ମୁଁ ଜାଣିକି ସାଗରକୁ…

କବିତା : ରୁମାଲ୍

ସତ୍ୟରଞ୍ଜନ ପ୍ରହରାଜ ସବୁଠୁ ବେଶି ଅନ୍ତରଙ୍ଗ ହୁଏ ସେ ଛୁଏଁ ବେକ ଓଠ ଆଖି ଓ କପାଳ ଓଦା କରେ ନିଜକୁ ସାଉଁଟିନିଏ କିଛି ସ୍ୱେଦ ପରି ରକ୍ତ କିଛି ରକ୍ତ ପରି ଲୁହ ଶୁଖିଲା ଓଠ କୋଣେ ଲାଗିଥିବା ଏକ ବଜାରୀ ପ୍ରେମର କିଛି ଲିପଷ୍ଟିକ୍ ଦାଗ !! ସେ ସାଇତେ ସବୁକିଛି ଯାହା ସବୁ…

ଭାଷା ଭାଗବତ : ପାରଂପରିକ ରୂଢ଼ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେବେ ବି ହୁଏ ମତ ଭିନ୍ନ ବ୍ୟକ୍ତିକୁ କରିଲେ ବିଚ୍ଛିନ୍ନ ହୁଏ କି ମତ ସଂସ୍ଥାପନ ? ବୁଝଂତିନାହିଁ ଜ୍ଞାନୀଗଣ ସଭିଏଁ ହେବେ ଏକମତ ନୁହେ ବାସ୍ତବ ଅବା ସତ ତେବେ ବି ମତାଶ୍ରୟୀ ବ୍ୟକ୍ତି ଅଛିଂଡା କୁତର୍କ କରଂତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ଭିତର ବେଢାର ପାର୍ଶ୍ଵଦେବତାମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ବେଢାବୁଲା କ୍ରମରେ ଆମେ ଭେଟିଛେ ପ୍ରଭୂ ଶ୍ରୀ ସତ୍ୟନାରାୟଣଙ୍କୁ । ପ୍ରଭୁଙ୍କର…

ବୁକ୍ କରିଥିଲେ ବିଏମଡବ୍ଲ୍ୟୁର ଉପର ମଡେଲ କାର, ମିଳିଲା ତଳ ମଡେଲ

କଟକ: କଥାରେ କୁହନ୍ତି, ପସନ୍ଦ ଆଗରେ ସବୁ କିଛି ତୁଚ୍ଛ। ତେଣୁ ଅନେକ ଲୋକ ଜିନିଷ କିଣିଲା ବେଳେ ପଇସା ପଛେ ଖର୍ଚ୍ଚ ହେଉ କିନ୍ତୁ ସଉକକୁ ଗୁରୁତ୍ୱ ଦିଅନ୍ତି। ଏପରି ଏକ ଘଟଣା କହିବା ପଛର କାରଣ ଗଞ୍ଜାମ ବ୍ରହ୍ମପୁରରେ ଘଟିଥିବା ଏକ ଘଟଣା। ଯେଉଁଠି ଜଣେ ବିଏମଡବ୍ଲ୍ୟୁ କାର କିଣିବା ବେଳେ ସୋରୁମ…

୭୫୪୦ ଶିକ୍ଷକ ନିଯୁକ୍ତି ପୂରଣ କରିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇସ୍କୁଲରେ ଖାଲିଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ହେବ। ଏ ନେଇ ରାଜ୍ୟ ସରକାର ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୪୮୪୮ ସରକାରୀ ହାଇସ୍କୁଲରେ ଏହି ସବୁ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରାଯିବ।ଖାଲି ଥିବା ଶିକ୍ଷକ ପଦବୀ ଆର୍ଟସ, ବିଜ୍ଞାନ,…