Latest Odisha News

BREAKING NEWS

ପଦ୍ମପୁରରେ ବଳ ବଢ଼ାଉଛି ବିଜେଡି

ବରଗଡ଼: ଉପନିର୍ବାଚନ ପାଇଁ ପଦ୍ମପୁରରେ ସରଗରମ ହେଉଛି ମାହୋଲ । ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କର୍ମୀ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ୍ ହେଉଛନ୍ତି । ଆଜି ବିଜେଡି ପକ୍ଷରୁ ପାଇକମାଲରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯେଉଁଥିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ…

ଆଶ୍ରମ ବିଦ୍ୟାଳୟରେ କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ବରିଷ୍ଠ, ଭିଡିଓ ଭାଇରାଲ୍

ବାଲିଗୁଡ଼ା: ଏବେ କଲେଜ ନୁହେଁ ବିଦ୍ୟାଳୟକୁ ବ୍ୟାପିଲାଣିଂ ରାଗିଂ ରୋଗ । ଟିକଟକ୍ ସର୍ଟ୍ସ ଭଳି ଦେଖା ଯାଉଥିବା ରାଗିଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । କନ୍ଧମାଳ ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ଦଶମ ଶ୍ରେଣୀ ଛାତ୍ର । ଖାଲି…

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଓଡିଆଙ୍କ ହୃଦୟ ଜିତି ପୁଣି ନିଜ କର୍ମସ୍ଥଳୀକୁ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ଏୟାରପୋର୍ଟରୁ ସେ ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି । ୨ ଦିନ ପାଇଁ ସେ ଓଡିଶା ଗସ୍ତରେ ଆସିଥିଲେ । ପ୍ରଥମ ଦିନ ପୁରୀ ଓ ଦ୍ୱିତୀୟ ଦିନ ରାଜଧାନୀରେ କାଟିଥିଲେ ରାଷ୍ଟ୍ରପତି…

ଅଧା ରହିଗଲା ଅଗ୍ନିବୀର ସ୍ୱପ୍ନ: ରାଲିରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଭୋପାଳ: ସେନାରେ ଯୋଗ ଦେବେ । ଦେଶ ପାଇଁ ଲଢିବେ । ଆଖିରେ ଥିଲା ଏମିତି କିଛି ସ୍ୱପ୍ନ  । ସ୍ୱପ୍ନ ପୂରଣ ପାଇଁ ଲାଗି ପଡିଥିଲେ । ଜୋରଦାର ପ୍ରସ୍ତୁତି  କରିଥିଲେ । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ସେନାରେ ଭର୍ତ୍ତି ହେବା ପୂର୍ବରୁ ଚାଲିଗଲା ଜୀବନ । ଜଣେ ନୁହେଁ, ହାତ ଧରାଧରି ହୋଇ…

ରାଜୀବ ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ଖଲାସ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ଘଟଣାରେ ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଖଲାସ  କରିବା ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ  ଦେଇଛନ୍ତି । ଯଦି ସେମାନଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ନାହିଁ ତେବେ ସେମାନଙ୍କୁ ତୁରନ୍ତ ଖଲାସ କରିବା ପାଇଁ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।…

ଘୁମରେଶ୍ୱର ଶୈବ ପୀଠରେ ଜଳପ୍ରପାତକୁ ଖସି ଯୁବକ ନିଖୋଜ

ନବରଙ୍ଗପୁର : ସେଲ୍ଫି ହେଲା କାଳ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ  ଅନ୍ତର୍ଗତ ପ୍ରସିଦ୍ଧ ଘୁମରେଶ୍ବର ଶୈବ ପୀଠ ରେ ଘଟିଛି ଏକ ଅଘଟଣ  ।  ଘଟଣା  ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା ପ୍ରସିଦ୍ଧ…

ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ଏନେଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି । ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନରେ ବିଜେପି ପକ୍ଷରୁ ନାମାଙ୍କନ ଭରିବେ ବୋଲି କହିଛନ୍ତି କୁସୁମ ଟେଟେ । ୧୪ ତାରିଖରେ ବିଜେପି ପ୍ରାର୍ଥୀ…

ସାଲେପୁରରେ ଗ୍ୟାସ ଟାଙ୍କି ଫାଟି ଜଳିଗଲା ଅଙ୍ଗନବାଡି

ସାଲେପୁର : ସାଲେପୁରରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟିଯିବାରୁ ହଠାତ୍ ନିଆଁ ଲାଗିଯାଇଥିଲା । ଅଙ୍ଗନବାଡିରୁ ପ୍ରଚୁରମାତ୍ରାରେ ଧୂଆଁ ବାହାରିଥିଲା । ମାହାଙ୍ଗା ଲଳିତଗିରି ଗାଁ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।  ପାଚିକା ରୋଷେଇ କଲା ବେଳେ ହଠାତ୍ ନିଆଁ…

ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି ।…