Latest Odisha News

BREAKING NEWS

ଆଲୋକମାଳାରେ ଝଲସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

କଟକ: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ୨ବର୍ଷର କରୋନା କଟକଣା ହଟିବା ପରେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ମହା ଆଡ଼ମ୍ବରର ସହ ଆୟୋଜିତ ହୋଇଛି । ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ତେବେ ବାଲିଯାତ୍ରାରେ ପଡ଼ିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ।…

ରିପ୍ଲବିକାନ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ବାନ ଦେଲେ ଏଲୋନ୍ ମସ୍କ

ଓ୍ବାଶିଂଟନ:  ଆମେରିକାରେ ଏକ ସପ୍ତାହ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଟ୍ୱିଟର ସିଇଓ ଏଲୋନ୍ ମସ୍କ ଖୋଲାଖୋଲି ଭାବେ ରିପବ୍ଲିକାନ୍ କଂଗ୍ରେସକୁ ଭୋଟ ଦେବାପାଇଁ ନିଜର ସମର୍ଥନ ଜଣାଇଛନ୍ତି । ଆମେରିକା ଭୋଟରଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ  ଭୋଟ୍…

ପୋଲ ତଳକୁ ଖସିଲା ଯାତ୍ରୀବାହୀ ଟ୍ରାକ୍ଟର ଟ୍ରଲି ,୩ ମୃତ ୨୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ସେବରାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ଟ୍ରାକ୍କରର ଟଲ୍ଲୀ । ଦୁର୍ଘଟଣାରେ ୩ ମୃତ ୨୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରାକ୍ଟରର ଟ୍ରଲିରେ ବସି କିଛି…

ଜ୍ଞାନବାପୀ ପରିସରରେ ବିଶ୍ୱେଶ୍ୱରଙ୍କ ପୂଜା ଅଧିକାରର ଆଜି ହେବ ଶୁଣାଣି

ବାରଣାସୀ:ବାରାଣାସୀର ଫାଷ୍ଟ-ଟ୍ରାକ କୋର୍ଟ ଆଜି ଜ୍ଞାନବାପୀ ପରିସରରେ 'ଶିବଲିଙ୍ଗ'ର ପୂଜାପାଠ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ । ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରି କୋର୍ଟ ଆଜି ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ହିନ୍ଦୁ ପକ୍ଷ ଓକିଲଙ୍କ କହିବା ମୁତାବକ…

ଧର୍ମ, ସଂସ୍କୃତି ଓ ପରମ୍ପରାର ମାସ କାର୍ତ୍ତିକ

8ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ବର୍ଷର ବାରଟି ମାସ ଭିତରେ କାର୍ତ୍ତିକ ମାସଟି ଏକ ଧାର୍ମିକ ମାସ । ଏହି ମାସରେ ପଡୁଥିବା ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣମା ମଧ୍ୟ ରାସ ପୂର୍ଣ୍ଣିମା ନାମରେ ଅଭିହିତ ‌। ଅନ୍ୟ ପଟରେ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା 'ବୋଇତ ବନ୍ଦାଣ' ଦିବସ

ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର କାର୍ତ୍ତକ ପୂର୍ଣ୍ଣମୀ।  ପଞ୍ଚୁକର ପାଞ୍ଚଦିନ ଅବସରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ମଧ୍ୟରାତ୍ରୀରୁ ଭକ୍ତଙ୍କ ଭିଡ଼ ଲାଗିଛି। ସୁନା ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ଆଜି ଚନ୍ଦ୍ର…

ଅଧିନାୟକ ରୋହିତ ଶର୍ମା ଆହତ !

ଆଡିଲେଡ: ସେମିଫାଇନାଲ  ମ୍ୟାଚ୍ ପ୍ରା୍କ୍ଟିସ ବେଳେ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବା ଖବର ଆସିଛି । ପ୍ରାକ୍ଟିସ ବେଳେ ରୋହିତଙ୍କ ଡାହାଣ ହାତରେ ବାଜିଥିଲା ବଲ୍ । ତାପରେ ସେ ରେଷ୍ଟ ନେଇଥିଲେ ।  ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ପାଇଁ ପ୍ରାକ୍ଟିସ ବେଳେ ଆହତ ହୋଇଥିବା ନେଇ କୁହାଯାଉଛି ।…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା -"କଣ ହେଲା ମାଆ ଦୁଆର ଖୋଲିବାକୁ ଏତେ ଡେ଼ରି ? ଫୋନରେ କିଏ ଅଛନ୍ତି କି ତାଙ୍କୁ ଆଗ ଉତ୍ତର ଦିଅନ୍ତୁ ।" ଆସ୍ଥା - ଆରେ ହଁ ...ହଁ ନିମିଅପା ପୁଣି ଥରେ ଫୋନ ଉଠେଇ ,ସୁରେଖାକୁ ଟିକେ ବାହାରକୁ ପଠେଇ ଥିଲି ତ କାମରେ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମଧ୍ୟରାତ୍ରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ଏହି ପୂର୍ଣ୍ଣିମା ଅବସରରେ ଗାଁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ ପରିବେଶ  । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ପାଳନ ହୋଇଛି । ଆ କା ମା ବୋଇ ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ । ଓଡ଼ିଆ ସାଧବ ପୁଅ…

କବିତା : ବୋଇତ ବନ୍ଦାଣ

ଶ୍ରୀନିବାସ ପଣ୍ଡା କାର୍ତ୍ତିକ ମାସ ଅଟଇ ପବିତ୍ର ଧର୍ମ ମାସ ମଧ୍ୟେ ସାର ବୋଇତ ବନ୍ଦାଣ ଉତ୍ସବ ପାଳୁଛୁ ଆମ ସଂସ୍କୃତିର ଆଧାର । ଐତିହ୍ୟ ସଂସ୍କୃତିର ନିଆରା ଏ ପର୍ବ ଓଡ଼ିଆ ପ୍ରାଣର ଗର୍ବ ଗୈ।ରବ କଦଳୀପଟରେ ବୋଇତ ଭସାଇ ପାଉଅଛୁ ମନେ ଖୁସି ଅପୂର୍ବ । ଓଡ଼ିଶା ମାଟିର ସାଧବ ପୁଅ…