ଜ୍ଞାନବାପୀ ପରିସରରେ ବିଶ୍ୱେଶ୍ୱରଙ୍କ ପୂଜା ଅଧିକାରର ଆଜି ହେବ ଶୁଣାଣି
ବାରଣାସୀ:ବାରାଣାସୀର ଫାଷ୍ଟ-ଟ୍ରାକ କୋର୍ଟ ଆଜି ଜ୍ଞାନବାପୀ ପରିସରରେ 'ଶିବଲିଙ୍ଗ'ର ପୂଜାପାଠ ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ । ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରି କୋର୍ଟ ଆଜି ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।
ହିନ୍ଦୁ ପକ୍ଷ ଓକିଲଙ୍କ କହିବା ମୁତାବକ…