ହ୍ରଦରେ ଖସିପଡିଲା ବିମାନ, ୧୯ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଏକ ଛୋଟିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର। ତାନଜାନିଆର ଏହି ବିମାନ ଭିକ୍ଟୋରିଆ ହ୍ରଦକୁ ଖସିପଡିଛି। ଦେଶର ପ୍ରଧାନମନ୍ତ୍ରୀ କାସିମ ମଜାଲିୱା କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା।
ଏହାପୂର୍ବରୁ…