କଥା ଦେଇଥିଲ, କଥା ରଖ-ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଲl ମୁସଲିମ ସଂଗଠନ
ନୂଆଦିଲ୍ଲୀ:କଥା ଦେଇଥିଲ, କଥା ରଖ । ନ ହେଲେ ଆରଥରକୁ ଭୋଗିବ । କଂଗ୍ରେସକୁ ଏମିତି ଚେତାବନୀ ଦେଇଛନ୍ତି ମୁସଲିମ ଧର୍ମୀୟ ସଂଗଠନ । ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛି ମୁସଲିମ ସଂପ୍ରଦାୟର ବଡ ଧର୍ମୀୟ ସଂଗଠନ ଉଲେମା-ଏ-ହିନ୍ଦ ।
ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ…