Latest Odisha News

BREAKING NEWS

ଚାଲି ଚାଲି ଘରକୁ ଫେରିବା ବେଳେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ । କଟକର ବିଚ୍ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି ଯୁବକ । ସୂଚନା ଅନୁସାରେ, ଫୁଲନଖରାର ଏକ ଇଞ୍ଜିନୟରିଂ କଲେଜରୁ ଛାତ୍ରୀ ଜଣଙ୍କ ବସ୍ ଯୋଗେ ଫେରି ପ୍ରତାପ ନଗରୀ ସ୍ଥିତ ଘରକୁ ଚାଲି ଚାଲି ଯାଉଥିଲେ ।…

ଏଥର ଟି୧୦ ଲିଗରେ କମାଲ କରିବେ ରାଇନା

ଆବୁଧାବି: ଭାରତର ପୂର୍ବତନ କ୍ରିକେଟର ତଥା ଆଇପିଏଲ ଷ୍ଟାର ସୁରେଶ ରାଇନା ଏଥର ଟି୧୦ ଲିଗରେ କମାଲ କରିବେ । ଚେନ୍ନାଇ ସୁପର କିଙ୍ଗସର ଏହି ଷ୍ଟାର ଖେଳାଳିଙ୍କ ସହ ଡେକାନ ଗ୍ଲାଡିଏଟର ଚୁକ୍ତି କରିଛି । ଆବୁଧାବି ଟି୧୦ ଲିଗରେ ଏଥର ଡେକାନ ପଲା ଭାରୀ ରହିବ ବୋଲି ଟିମ ପକ୍ଷରୁ କୁହାଯାଇଛି । ଡେକାନ…

ଗୋରକ୍ଷଣୀ ଅନୁଷ୍ଠାନର ୮୦ତମ ବାର୍ଷିକ ଉତ୍ସବ ଆୟାେଜିତ

କଟକ : ୮୦ ବର୍ଷ ରେ ପଦାର୍ପଣ କରିଛି ଅସୁରେଶ୍ବର ଗୋରକ୍ଷଣୀ ଅନୁଷ୍ଠାନ । ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଗୋରକ୍ଷଣୀ ଅନୁଷ୍ଠାନର ଆଜି ୮୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅନୁଷ୍ଠାନରେ କେବଳ ରୋଗୀଣା,ଛୋଟା ଓ ଅକର୍ମଣ୍ୟ ଗୋରୁ, ଗାଈ ଓ ଷଣ୍ଢ ମାନଙ୍କୁ ଖାଦ୍ୟ, ଔଷଧ…

ନିର୍ମାଣାଧୀନ ବିଜେପି ଅଫିସ୍ ଉପରେ ଜରିମାନା କଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଥମୁନି ଆପ୍-ବିଜେପି ଯୁଦ୍ଧ । ପୁଣି ଥରେ ଦିଲ୍ଲୀରେ ମୁହାଁମୁହିଁ ହୋଇଛ ଆମ୍ ଆଦମୀ ପାର୍ଟି ଓ ବିଜେପି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ଉପରେ କେଜ୍ରିୱାଲ୍ ସରକାର ରୋକ୍ ଲଗାଇବା ସହ ଜରିମାନା କରିଛି । ପ୍ରଦୂଷଣ ପାଇଁ କେଜ୍ରିୱାଲ୍ ସରକାର ନିର୍ମାଣ ବନ୍ଦ କରିବା ସହ ୫…

ନୂଆପଡା ଖଡିଆଳରେ ଶିକ୍ଷାର ଅବ୍ୟବସ୍ଥା, କବଜାରେ ଅଙ୍ଗନଓ୍ୱାଡି କେନ୍ଦ୍ର

ଶିଶୁଙ୍କ ବିକାଶରେ ମୂଳଦୁଆ ପକାଇଥାଏ ଅଙ୍ଗନଓ୍ୱାଡି କେନ୍ଦ୍ର । କୋମଳ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ମାନ ବୃଦ୍ଧି ଦିଗରେ ସରକାର ଯେତେ ତତ୍ପର ହେଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଏପରି କେତେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଅବ୍ୟବସ୍ଥା ସରକାରଙ୍କ ଦୃଷ୍ଟି…

ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ ଆଶା ଉଜ୍ଜୀବୀତ ରଖିଲା ଇଂଲଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୭୯ ରନ ସଂଗ୍ରହ କରିଥିଲା । ଜୋସ ବଟଲର ୭୩ ଓ…

୧୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଓ ଅନ୍ୟ ୬…

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁର ସହର

ଯାଜପୁର : କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର ସହର । ସହରର ପ୍ରତିଟି ଛକ ଓ ବଜାରରେ ଚାଲିଛି ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ନୃତ୍ୟ ଓ ଗୀତରେ ଝୁମୁଛନ୍ତି ଦର୍ଶକ । ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ ।  …

ଝୁଲା ପୋଲ ପାଇଁ ଧବଳେଶ୍ୱର ପୀଠକୁ ଭକ୍ତଙ୍କୁ ବାରଣ, ୧୪୪ ଧାରା ଜାରି

କଟକ: ବଡ଼ଓଷାରେ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ହେବନି ଯାତ୍ରା । ଗୁଜରାଟର ମୋର୍ବି ଅଘଟଣ ପରେ ସୋମବାର ଝୁଲା ପୋଲ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା । ଆଜି ଜିଲ୍ଲା ପ୍ରଶାସନ ବଡ଼ଓଷା ଯାତ୍ରାକୁ ବାତିଲ୍ କରିଛି । କଟକ ଏସପି ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ…

୧୦୬ ବର୍ଷ ବୟସରେ ଆଖି ବୁଜିଲେ ବାଲିକୁଦାର ଗାନ୍ଧୀ ବିଶ୍ୱନାଥ ଦାସ

ଜଗତସିଂହପୁର: ବାଲିକୁଦାର ଗାନ୍ଧୀ ବିଶ୍ୱନାଥ ଦାସଙ୍କ ଦେହାନ୍ତ ହୋଇଛି । ୧୦୬ ବର୍ଷ ବୟସରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଆଖି ବୁଜିଛନ୍ତି । ଗତ କିଛିଦିନ ଧରି ବିଶ୍ୱନାଥ ଅସୁସ୍ଥ ଥିବାବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।…