ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୨)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଡୋର୍ ଖୋଲି ଦେଖେତ ଆସ୍ଥା , ସମ୍ଭବ ଦୁଆର ମୁହଁରେ । ଦଶ ବାର ଦିନର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଖୁସିରେ ତା ପାଦ ତଳେ ଲାଗୁନି । ହେଲେ ସମ୍ଭବଏମିତି ଧୂଳି ମଳି ଠାଏ ଠାଏ କାଦୁଅ ଛିଟା !! କଣ କଥା କିଛି ବୁଝି ପାରୁନି…